ପୋଲିସକୁ ମାଡ଼ ମାରି ଜେଲ ଗଲେ ୨ ଭାଇ
ଆରଡ଼ି,୧୦।୪: ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ପୋଲିସ ଶନିବାର ଅପରାହ୍ନରେ ମାସ୍କ ଓ ହେଲ୍ମେଟ ଚେକିଂ କରୁଥିବା ବେଳେ ମାଡ଼ ମାରିବା ଅଭିଯୋଗରେ ୨ ଭାଇଙ୍କୁ ଜେଲ ଯିବାକୁ ପଡ଼ିଛି। ସେମାନେ ହେଲେ ଯାଜପୁର ଜିଲା ଅର୍ଦ୍ଦାଉଳିଆ ଗ୍ରାମର ଶୁଭ ରଞ୍ଜନ…
ମାସ୍କ ଚେକିଂ ବେଳେ ପୋଲିସକୁ ଦୁର୍ବ୍ୟବହାର, ଯୁବକ ଅଟକ
ଭଦ୍ରକ ଅଫିସ,୧୦।୪-ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ସହରରେ ମାସ୍କ ଚେକିଂ ଜୋରଦାର କରିଛି ପୋଲିସ। ଶୁକ୍ରବାର ମାସ୍କ ଚେକିଂ ବେଳେ ଟାଉନ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି।…
ମାଛ ଜାଲରେ ପଡ଼ିଲା ବାଇକ୍
ଭଦ୍ରକ ଅଫିସ, ୧୦।୪-ମାଛ ଧରିବା ବେଳେ ଜାଲ ଉଠିଲାନି। ବଡ଼ ମାଛ ପଡ଼ିଥିବା ଭାବି ମତ୍ସ୍ୟଜୀବୀମାନେ ମିଶି ଜାଲ ଉଠାଇଲା ବେଳକୁ ସେଥିରେ ଏକ ବାଇକ୍ ପଡ଼ିଥିଲା। ଭଦ୍ରକ ଜିଲା ଧାମନଗର ବ୍ଲକ କାଞ୍ଜିଆପାଳ ଗ୍ରାମରେ ଶୁକ୍ରବାର ସକାଳେ ଏଭଳି ଘଟଣା…
ହଜିଗଲା ମାନବିକତା,ବିଲରୁ ନବଜାତ ଶିଶୁକନ୍ୟାର ମୃତଦେହ ଜବତ
ପଦ୍ମପୁର,୯।୪(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତ ଦାମୋଡ଼ରପୁର ଗ୍ରାମର ଏକ ବିଲରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଜବତ କରାଯାଇଛି। ପ୍ରକାଶ ଯେ, କିଛି ପିଲା ଗୁରୁବାର ବିଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ଶାଢ଼ିରେ ଗୁଡ଼ାହୋଇ…
ନାବାଳିକା ଶାଳିଙ୍କୁ ଗର୍ଭବତୀ କରି ଜେଲ ଗଲେ ଭିଣୋଇ
ଭଦ୍ରକ ଅଫିସ, ୮।୪: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଏକ ଆଶ୍ରମ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ନେଇ ତିହିଡ଼ି ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ. ୧୬୫/୨୧) ରୁଜୁ କରି ତଦନ୍ତ ଆରମ୍ଭ…
ଅପମିଶ୍ରିତ ମଦ ନେଲା ଜୀବନ
ବନ୍ତ,୮।୪: ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ଅଭିମନ୍ୟୁ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମଦ ଜନିତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ଗୁରବାର କେନାଲ ଛକଠାରେ ମହିଳାମାନେ ରାସ୍ତାରେ ମୃତଦେହ ରଖି ଭଦ୍ରକ-ଆନନ୍ଦପୁର…
ପାନୀୟ ଜଳ ସଙ୍କଟ, କାର୍ଯ୍ୟକାରୀ ହେଉନି ପ୍ରକଳ୍ପ
ଆରଡ଼ି, ୮।୪ (ଡି.ଏନ.ଏ.)-ଗ୍ରୀଷ୍ମଋତୁ ଆରମ୍ଭରୁ ହ୍ରାସ ପାଇଛି ଭୂତଳ ଜଳସ୍ତର। ଗାଁରେ ବସିଥିବା ନଳକୂପରୁ ଆଉ ପାଣି ବାହାରୁ ନାହିଁ। ଫଳରେ ଲୋକେ ହତାଶ ହୋଇ ପୂର୍ବପରି ପୋଖରୀ ଓ ନଦୀ ପାଣିକୁ ଭରସା କରୁଛନ୍ତି। ଭଦ୍ରକ ଜିଲା ଧାମନଗର ବ୍ଲକ…
ଧାମନଗରରେ ୭ ଦୋକାନ ସିଲ୍
ଭଦ୍ରକ ଅଫିସ, ୮।୪-କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ଦ୍ରୁତଗତିରେ ବଢ଼ି ଚାଲିଛି। ଏହାକୁ ଲକ୍ଷ୍ୟ ରଖି ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ ସହରରେ କଡ଼ାକଡ଼ି ଚେକିଂ କରାଯାଉଛି। ଭଦ୍ରକ ଏସ୍ଡିପିଓ ସାର୍ଥକ ରାୟଙ୍କ ନେତୃତ୍ୱରେ ଏକ ଏନ୍ଫୋର୍ସମେଣ୍ଟ ଟିମ୍ ଏହି…
ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା: ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ
ପଦ୍ମପୁର,୫।୪(ଡି.ଏନ୍.ଏ.): ଚାନ୍ଦବାଲି ବ୍ଲକ ଅଧୀନ କରଞ୍ଜମାଳ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ବିନୋଦ ମାଝିଙ୍କ ଘରେ ଅଗ୍ନିକାଣ୍ଡ ଘଟି ୧୨ ବଖରା ଜଳିଯାଇଛି। ଘରେ ଥିବା ନଗଦ ଟଙ୍କା ସୁନା ଗହଣା ସମେତ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର…
ରଙ୍ଗ୍ ନମ୍ବରରୁ ପ୍ରେମ, ବ୍ଲାକମେଲିଂ
ପଦ୍ମପୁର, ୪।୪: ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଭଦ୍ରକ ବ୍ଲକ ସାବରଙ୍ଗ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବନ୍ତ ଥାନା ଅଧୀନ ବଗଡ଼ା, କାଶିପୁର ଗ୍ରାମର ରମେଶ ଚନ୍ଦ୍ର ନାୟକ। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା…
ବନ୍ଦ ହେଲା ଯାତ୍ରା, ୧୦ ହଜାର ଜରିମାନା
ବାସୁଦେବପୁର,୩।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏଭଳିସ୍ଥିତିରେ ବିନା ଅନୁମତିରେ ଯାତ୍ରା ପରିବେଷଣ କରାଯାଉଥିବା ଘଟଣା ଭଦ୍ରକ ଜିଲା ଅଞ୍ଚଳରେ ଦେଖିବାକୁ ମିଳିଛି। ଗଦଳା ପଡ଼ିଆରେ ଶୁକ୍ରବାର ରାତିରେ ଯାତ୍ରା ପରିବେଷଣ କରାଯାଉଥିଲା। ଖବର ପାଇ ନାୟକାଣିଡିହୀ…
୨ ଦିନରେ ଜବତ ହେଲାଣି ୩୪୪ ଗ୍ରାମ ବ୍ରାଉନସୁଗାର
ଭଦ୍ରକ ଅଫିସ, ୨।୪: ଭଦ୍ରକ ଟାଉନ ଥାନା ପୋଲିସ ଶୁକ୍ରବାର ମୋଟେଲ ଛକ ନିକଟରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ଧୂଷୁରୀ ଥାନା ଅଧୀନ ବାଲିପାଟଣା ଗାଁର ପ୍ରଦୀପ କୁମାର ମହାନ୍ତି ଓରଫ ଟୁଲୁ। ପୋଲିସ ତାଙ୍କ…
Archives


