ଭଦ୍ରକ

ଭଣ୍ଡାରିପୋଖରୀରୁ ମିଳିଲା ପୁରାତନ ବୌଦ୍ଧ କୀର୍ତ୍ତିରାଜି

ଭଣ୍ଡାରିପୋଖରୀ,୧୬।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମଣିନାଥପୁର ଚବିଶକୁଦ ଠାରେ ବୈତରଣୀ ନଦୀଶଯ୍ୟାରୁ ବୌଦ୍ଧ କୀର୍ତ୍ତିରାଜି ଉଦ୍ଧାର ହୋଇଛି। ଗବେଷକ ବିଶ୍ବମ୍ବର ରାଉତଙ୍କ ଉଦ୍ୟମ କ୍ରମେ ଉଦ୍ଧାର ହୋଇଥିବା ୮ଟି ଅର୍ଘ୍ୟ ସ୍ତୂପ ଓ ୫୦ରୁ ଊଦ୍ଧର୍‌ବ ପ୍ରାଚୀନ…

ଅନ୍‌ଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ: ଅଭିଯୁକ୍ତଙ୍କ ଘରେ ସିବିଆଇ

ବନ୍ତ,୧୬।୧୧(ଡି.ଏନ.ଏ.): ଅନ୍‌ଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗର ତଦନ୍ତ ପାଇଁ ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ମଙ୍ଗଳବାର ସିବିଆଇର ୫ଜଣିଆ ଟିମ୍‌ ଚଢ଼ାଉ କରିଛି। ସିବିଆଇ ଇନ୍ସପେକ୍ଟର ପି.କେ.ମିଶ୍ରଙ୍କ ସମେତ ୫ ଅଧିକାରୀ ଏହି ଚଢ଼ାଉରେ…

ଆମ୍ବୁଲାନ୍ସ ଓଲଟି ଦୁଇ ଗୁରୁତର

ପଦ୍ମପୁର,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବିଜୟ ପାଟଣା ଛକ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ମଙ୍ଗଳବାର ଓଲଟି ପଡ଼ିଛି। ଏଥିରେ ବସିଥିବା ପୂର୍ଣ୍ଣପ୍ରସାଦ ଗ୍ରାମର ମିନାଖୀ ଦାସ ତାଙ୍କ ପୁଅ ଶୁଭ୍ରାଂଶୁ ଦାସଙ୍କ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ…

ଜାତୀୟ ରାଜପଥରେ ଗର୍ତ୍ତ

ଆରଡ଼ି, ୧୫ା୧୧ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ସମ୍ମୁଖ ୨୦ ନଂ. ଜାତୀୟ ରାଜପଥରେ ଥିବା ଏକ କଲଭର୍ଟ ଦବି ଯିବାରୁ ଏଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଉକ୍ତ ଗର୍ତ୍ତ ଯୋଗୁ ଯାନବାହନ ଦୁର୍ଘଟଣା ଆଶଙ୍କା କରି…

ଉଠାଇ ନେଲେ ଗହଣା ବାକ୍ସ

ବାସୁଦେବପୁର,୧୪।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଞ୍ଚୁରିଖି ଗ୍ରାମର ଶିବପ୍ରସାଦ ବାରିକଙ୍କ ଘରୁ ଚୋରି ହୋଇଛି। ଚୋରମାନେ ଶିବଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରି ନେଇଛନ୍ତି। ସୁନା ଓ ରୁପା ଅଳଙ୍କାର ଥିବା ବାକ୍ସକୁ ଚୋରମାନେ…

ମାଳଦା ବଜାରରୁ ଚୋରି: ସ୍କାଏଲାଇଟ୍‌ ଭାଙ୍ଗି ନେଇଗଲେ…

ଭଣ୍ଡାରିପୋଖରୀ,୧୪।୧୧(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବିଭିନ୍ନ ଦୋକାନର ସ୍କାଏଲାଇଟ୍‌ ଭାଙ୍ଗି ଚୋରି ହୋଇଥିବା ଜଣାଯାଇଛି। ବଜାରର ଲୁଗା ଦୋକାନ ,ଜୋତା ଦୋକାନ , ମୋବାଇଲ ଦୋକାନରୁ ଚୋରମାନେ ଲକ୍ଷାଧିକ ଟଙ୍କା ସମେତ…

ଆମ୍ବୁଲାନ୍ସରେ ଚାଲାଣ କରୁଥିଲେ ଗଞ୍ଜେଇ

ଭଦ୍ରକ ଅଫିସ,୧୧।୧୧: ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ। ଗୁରୁବାର ଯାଞ୍ଚ ବେଳେ ଭଦ୍ରକ ଟାଉନ ଥାନା ପୋଲିସ ଆମ୍ବୁଲାନ୍ସ ସହ ୫୦ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ଗଞ୍ଜେଇ ନେଇ କଟକରୁ ଭଦ୍ରକ ଅଭିମୁଖେ ଆସୁଥିଲା।…

ଗୁଳିମାଡ଼ କରି ଦୋକାନରୁ ଲୁଟ୍‌

ଭଦ୍ରକ ଅଫିସ,୧୧ା୧୧: ଗୁଳିମାଡ଼ କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ଆରଡ଼ି ଛକ ନିକଟରେ ଥିବା ଏକ ଔଷଧ ଦୋକାନରୁ ଲୁଟ୍‌ ହୋଇଛି। ବୁଧବାର ରାତି ପ୍ରାୟ ୧୦ଟାରେ ୬ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସିଥିଲେ। ସେମାନଙ୍କ…

ଆଖଣ୍ଡଳମଣି ପୀଠରେ ଅସମ୍ଭାଳ ଭିଡ଼, ନିୟନ୍ତ୍ରଣ କରିପାରିଲାନି ପୋଲିସ

ଆରଡ଼ି,୮।୧୧(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ କାର୍ତ୍ତିକ ମାସର ୪ର୍ଥ ସୋମବାର ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋର ୫ଟାରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ଯଥା ସମୟରେ ଦୈନିକ ନୀତିକାନ୍ତି ଶେଷ ହୋଇଥିଲା। କୋଭିଡ୍‌ ନିୟମ…

ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହେବ ବୌଦ୍ଧବିହାର

ଭଣ୍ଡାରିପୋଖରୀ, ୮।୧୧(ଡି.ଏନ.ଏ) ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁରଠାରେ ରହିଛି ପ୍ରାଚୀନ ବୌଦ୍ଧବିହାର। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବୌଦ୍ଧବିହାରକୁ ଭଦ୍ରକ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ପାଇଁ ବିଭାଗ ପକ୍ଷରୁ ଶନିବାର…

ସରିଲା ଭଦ୍ରକ ପ୍ରସିଦ୍ଧ କାଳୀପୂଜା: ବିଦାୟ ନେଲେ ମା’

ଭଦ୍ରକ ଅଫିସ,୭।୧୧ : ଭଦ୍ରକ ପ୍ରସିଦ୍ଧ କାଳୀପୂଜା ଆଜି ସରୁଛି । ପୂର୍ବରୁ ଦଶ ଦିନ ଧରି ପାଳିତ ହେଉଥିବା କାଳୀପୂଜା କରୋନା କଟକଣା ପାଇଁ ଏଥର ତିନି ଦିନରେ ଶେଷ କରାଯାଇଛି। ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା…

ଚାକିରି ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା

ବନ୍ତ,୭।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ସିଆର୍‌ପିଏଫ୍‌ରେ ଚାକିରି କରାଇ ଦେବାକୁ କହି ବହୁ ବେକାର ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ଗିରଫ ୨ ଯୁବକ ହେଲେ ଭଦ୍ରକ ଗ୍ରାମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?