ସଉଦା ଆଣିବାକୁ ଯାଇ ଗାଡ଼ି ଧକ୍କାରେ ଚାଲିଗଲା ଜୀବନ
ଆରଡ଼ି,୧୯ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ ଓଳଗ ଗ୍ରାମର ଈଶ୍ବର ଜେନା (୭୫)ଙ୍କର ଶୁକ୍ରବାର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଈଶ୍ବର ସଉଦା ଆଣିବାକୁ ମଠଡିହ ଯାଉଥିବା ବେଳେ ଆରଡ଼ି ପଟୁ ବାଇକ୍ରେ ଆସୁଥିବା…
ସୋମବାର ଖୋଲିବ ବାବା ଆଖଣ୍ଡଳମଣି ମନ୍ଦିର
ଆରଡ଼ି,୧୯ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତା ୨୩ ତାରିଖ (ସୋମବାର) ଖୋଲିବାକୁ ଯାଉଛି । ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନିଷ୍ପତ୍ତି ଅନୁସାରେ ସକାଳ…
ଯୌନ କେଳେଙ୍କାରୀଙ୍କୁ ଆଜୀବନ କାରାଦଣ୍ଡ
ଭଦ୍ରକ ଅଫିସ,୧୮।୧୧: ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ଗୁରୁବାର ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରାଜଜ୍ ପ୍ରଣତି ଶାହା ଖଇରା ଥାନା ଘୁଷୁରିଗଡିଆ ଗ୍ରାମର ମାନସ ଜେନା(୩୮)ଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏତଦ୍ବ୍ୟତୀତ ୨୦ ହଜାର ଟଙ୍କା ଜରିମାନା…
ବନ୍ଦ ରହିବ ଆଖଣ୍ଡଳମଣି ମନ୍ଦିର
ଆରଡ଼ି, ୧୮।୧୧ (ଡି.ଏନ.ଏ.): ପ୍ରସିଦ୍ଧ ଶୈବପୀଠ ଭଦ୍ରକ ଜିଲାର ଆରଡ଼ିରେ କୋଭିଡ୍ କଟକଣା ଯୋଗୁ ଆସନ୍ତା ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଆଖଣ୍ଡଳମଣି ମନ୍ଦିର ବନ୍ଦ ରହିବ। ଶ୍ରଦ୍ଧାଳୁମାନେ ଦିଅଁ ଦର୍ଶନ କରିପାରିବେ ନାହିଁ। ଏଥିସହ ପବିତ୍ର ଶିବଗଙ୍ଗା ପୁଷ୍କରିଣୀରେ ଭକ୍ତମାନଙ୍କ ଡଙ୍ଗା…
ସ୍କୁଲ ଯାଉଥିବା ବେଳେ ଛାତ୍ରୀଛାତ୍ରଙ୍କୁ ଧକ୍କାଦେଲା ବସ୍
ବାସୁଦେବପୁର,୧୭ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା କଣ୍ଟିଆନାଳୀ ଘୋଷରାଠାରେ ବୁଧବାର ଏକ ଯାତ୍ରୀବାହୀ ବସ୍ ଧକ୍କାରେ ୨ ସ୍କୁଲ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବିଦେଇପୁର ଗ୍ରାମର ଶଙ୍କର୍ଷଣ କାଣ୍ଡିଙ୍କ ଝିଅ ରଶ୍ମିତା ଓ ସୁବାସ କାଣ୍ଡିଙ୍କ ପୁଅ…
ଭଣ୍ଡାରିପୋଖରୀରୁ ମିଳିଲା ପୁରାତନ ବୌଦ୍ଧ କୀର୍ତ୍ତିରାଜି
ଭଣ୍ଡାରିପୋଖରୀ,୧୬।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମଣିନାଥପୁର ଚବିଶକୁଦ ଠାରେ ବୈତରଣୀ ନଦୀଶଯ୍ୟାରୁ ବୌଦ୍ଧ କୀର୍ତ୍ତିରାଜି ଉଦ୍ଧାର ହୋଇଛି। ଗବେଷକ ବିଶ୍ବମ୍ବର ରାଉତଙ୍କ ଉଦ୍ୟମ କ୍ରମେ ଉଦ୍ଧାର ହୋଇଥିବା ୮ଟି ଅର୍ଘ୍ୟ ସ୍ତୂପ ଓ ୫୦ରୁ ଊଦ୍ଧର୍ବ ପ୍ରାଚୀନ…
ଅନ୍ଲାଇନ୍ରେ ଶିଶୁଙ୍କୁ ଯୌନ ଶୋଷଣ: ଅଭିଯୁକ୍ତଙ୍କ ଘରେ ସିବିଆଇ
ବନ୍ତ,୧୬।୧୧(ଡି.ଏନ.ଏ.): ଅନ୍ଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗର ତଦନ୍ତ ପାଇଁ ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ମଙ୍ଗଳବାର ସିବିଆଇର ୫ଜଣିଆ ଟିମ୍ ଚଢ଼ାଉ କରିଛି। ସିବିଆଇ ଇନ୍ସପେକ୍ଟର ପି.କେ.ମିଶ୍ରଙ୍କ ସମେତ ୫ ଅଧିକାରୀ ଏହି ଚଢ଼ାଉରେ…
ଆମ୍ବୁଲାନ୍ସ ଓଲଟି ଦୁଇ ଗୁରୁତର
ପଦ୍ମପୁର,୧୬।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବିଜୟ ପାଟଣା ଛକ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ମଙ୍ଗଳବାର ଓଲଟି ପଡ଼ିଛି। ଏଥିରେ ବସିଥିବା ପୂର୍ଣ୍ଣପ୍ରସାଦ ଗ୍ରାମର ମିନାଖୀ ଦାସ ତାଙ୍କ ପୁଅ ଶୁଭ୍ରାଂଶୁ ଦାସଙ୍କ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ…
ଜାତୀୟ ରାଜପଥରେ ଗର୍ତ୍ତ
ଆରଡ଼ି, ୧୫ା୧୧ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ସମ୍ମୁଖ ୨୦ ନଂ. ଜାତୀୟ ରାଜପଥରେ ଥିବା ଏକ କଲଭର୍ଟ ଦବି ଯିବାରୁ ଏଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଉକ୍ତ ଗର୍ତ୍ତ ଯୋଗୁ ଯାନବାହନ ଦୁର୍ଘଟଣା ଆଶଙ୍କା କରି ଫାଣ୍ଡି…
ଉଠାଇ ନେଲେ ଗହଣା ବାକ୍ସ
ବାସୁଦେବପୁର,୧୪।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଞ୍ଚୁରିଖି ଗ୍ରାମର ଶିବପ୍ରସାଦ ବାରିକଙ୍କ ଘରୁ ଚୋରି ହୋଇଛି। ଚୋରମାନେ ଶିବଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରି ନେଇଛନ୍ତି। ସୁନା ଓ ରୁପା ଅଳଙ୍କାର ଥିବା ବାକ୍ସକୁ ଚୋରମାନେ…
ମାଳଦା ବଜାରରୁ ଚୋରି: ସ୍କାଏଲାଇଟ୍ ଭାଙ୍ଗି ନେଇଗଲେ…
ଭଣ୍ଡାରିପୋଖରୀ,୧୪।୧୧(ଡି.ଏନ୍.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବିଭିନ୍ନ ଦୋକାନର ସ୍କାଏଲାଇଟ୍ ଭାଙ୍ଗି ଚୋରି ହୋଇଥିବା ଜଣାଯାଇଛି। ବଜାରର ଲୁଗା ଦୋକାନ ,ଜୋତା ଦୋକାନ , ମୋବାଇଲ ଦୋକାନରୁ ଚୋରମାନେ ଲକ୍ଷାଧିକ ଟଙ୍କା ସମେତ…
ଆମ୍ବୁଲାନ୍ସରେ ଚାଲାଣ କରୁଥିଲେ ଗଞ୍ଜେଇ
ଭଦ୍ରକ ଅଫିସ,୧୧।୧୧: ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ। ଗୁରୁବାର ଯାଞ୍ଚ ବେଳେ ଭଦ୍ରକ ଟାଉନ ଥାନା ପୋଲିସ ଆମ୍ବୁଲାନ୍ସ ସହ ୫୦ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ଗଞ୍ଜେଇ ନେଇ କଟକରୁ ଭଦ୍ରକ ଅଭିମୁଖେ ଆସୁଥିଲା।…
Archives


