ବରଗଡ଼

CBSE Result: କ୍ରିଷ୍ଣା ବିକାଶ ଗ୍ରୁପ୍‌ ଛାତ୍ରଛାତ୍ରୀଙ୍କ ସଫଳତା, ଖୁସିରେ ସେଲଫି ନେଲେ ଚେୟାରମ୍ୟାନ୍‌

ବରଗଡ଼,୧୩।(ପ୍ରେମାନନ୍ଦ ଖମାରୀ)- ଚଳିତ ବର୍ଷ ବିକାଶ ଆବାସିକ ବିଦ୍ୟାଳୟ ବରଗଡ଼ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୧୩ ଜଣ- ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୨୬ ଜଣ ଛାତ୍ରୀଛାତ୍ର ୯୫% ଏବଂ ଦଶମରେ ୧୦୧ଜଣ, ଦ୍ୱାଦଶରେ ୮୪ ଜଣ ଛାତ୍ରୀଛାତ୍ର…

CBSE Result:ସଂସ୍କାର ସ୍କୁଲର ରେକର୍ଡ଼ ସଫଳତା, କମର୍ସରେ ରିୟା ଅଗ୍ରୱାଲ ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ)- ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ସଂସ୍କାର ଇଣ୍ଟର ନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ର ପୂର୍ବବର୍ଷର ରେକର୍ଡ଼କୁ ଭଙ୍ଗ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଉକ୍ତ ସ୍କୁଲର ଦ୍ୱାଦଶ ଶ୍ରେଣୀ କମର୍ସ…

ସୋସିଆଲ ମିଡ଼ିଆରେ ଅପତ୍ତିଜନକ ମନ୍ତବ୍ୟ: ଥାନାରେ ପହଞ୍ଚିଲା ଏତଲା

ଅତାବିରା,୧୨।୫(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ବ୍ଳକ ସଭାପତି ବୀରେନ୍ଦ୍ର କରଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଅତାବିରା ଥାନାରେ ଏକ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ…

ଜାତୀୟ ରାଜପଥରେ ମରଣାନ୍ତକ ଆକ୍ରମଣ କରି ଲୁଟ୍‌: ୨ ଗୁରୁତର

ଅତାବିରା, ୧୩।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅଞ୍ଚଳରେ କିଛି ଦିନ ହେଲା ଅପରାଧ ବଢ଼ିବାରେ ଲାଗିଛି l ୨ ଦିନ ହେବ ସ୍ଥାନୀୟ ଥାନା ଅନ୍ତର୍ଗତ ସରଣ୍ଡା ମହାପାତ୍ର ପଡ଼ା ଗ୍ରାମବାସୀ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ଯୋଗୁ…

ମେଡିକାଲ କଲେଜ ଦାବି, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ସହ ବରଗଡ଼ ନାଗରିକ ମଞ୍ଚ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି। ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ବରଗଡ଼ ଗସ୍ତରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ସମୟରେ…

ବିଦ୍ୟୁତ ଟ୍ରାନ୍ସଫର୍ମର ନେଇଗଲେ ଦୁର୍ବୃତ୍ତ: ବିଦ୍ୟୁତ ସେବା ଠପ୍‌

ବରଗଡ଼, ୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚୋରଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ଏଠାରେ ବିଦ୍ୟୁତ ଟ୍ରାନ୍ସଫର୍ମର ବି ବାଦ୍‌ ପଡି ନାହିଁ। ରବିବାର ବିଳମ୍ବିତ ରାତିରେ ବରଗ ସହର ଉପକଣ୍ଠ ବରାହଗୋଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମର…

ବଢୁଛି ଖରା, ଜମୁଛି ତାଳସଜ ବେପାର

ପଦ୍ମପୁର,୧୨ା୫ (ପ୍ରଦୀପ୍ତ ଦାଶ):ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଛି। ତାପମାତ୍ରା ବଢ଼ୁଥିବା ବେଳେ ଲୋକଙ୍କୁ ଗୁଳୁଗୁଳି ବିଶେଷ କଷ୍ଟ ଦେଉଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ରାସ୍ତା କଡ଼ର ସରବତ, ସୋଢ଼ା ମସଲା, ତରଭୁଜ, କାକୁଡ଼ି, ଆଖୁପଣା ପ୍ରଭୃତି…

ଅତାବିରାରୁ ଛତିଶଗଡ଼କୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ୨ ଗିରଫ

ଅତାବିରା,୧୧ା୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ୧ କ୍ୟୁଣ୍ଟାଲ ୨୦ କେଜି ୬୭୦ ଗ୍ରାମ ଗଞ୍ଜେଇ ଜବତ କରିଛି ଅତାବିରା ପୋଲିସ l ଏହା ସହ ୨…

ଚାଲିଛି ଯୁଦ୍ଧ: ସେନାବାହିନୀରେ କାର୍ଯ୍ୟରତ ବଡ଼ପୁଅ, ସାନପୁଅ: ୨ଭାଇଙ୍କ ପାଇଁ ପରିବାର ଗର୍ବିତ

ବରଗଡ଼, ୧୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୨ କାଳୀ ମନ୍ଦିର ପଡ଼ାର ସ୍ବର୍ଗତ ଝୁନୁ ପ୍ରଧାନ ଓ କବି ପ୍ରଧାନଙ୍କ ବଡ଼ପୁଅ ରଞ୍ଜନ ଏବଂ ସାନପୁଅ ନିଲାଞ୍ଚଳ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ। ସେମାନେ ନିଜର କର୍ତ୍ତବ୍ୟ ଏବଂ…

ରାସ୍ତାରେ ଜଳିଗଲା କାର୍‌

ପଦ୍ମପୁର,୧୦ା୫(ପ୍ରଦୀପ୍ତ ଦାଶ)- ପଦ୍ମପୁର ଭେଉରିଆ ଛକ ପାଇକମାଲ ରାସ୍ତାରେ ଶନିବାର ଏକ କାର୍‌ ଜଳିଯାଇଛି। ଏଥିରେ କାର୍‌ ଚାଳକଙ୍କ ସହ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପଦ୍ମପୁର ଅନ୍ତର୍ଗତ ବରିକେଲର ନରେଶ ଷଡ଼ଙ୍ଗୀ ଯାତ୍ରୀମାନଙ୍କୁ ନେଇ ପଦ୍ମପୁର ଆସୁଥିବା ବେଳେ ପାଇକମାଲ…

କାମ କରୁନି ସ୍ବାସ୍ଥ୍ୟକେନ୍ଦ୍ର ଲିଫ୍ଟ, ଅଧାରେ ଫସି ରହିଲେ ଅଧିକାରୀ

ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାର ଚିକିତ୍ସାଳୟରେ କେବଳ ସ୍ବାସ୍ଥ୍ୟସେବା ନୁହେଁ, ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଲିଫ୍ଟ ଅଚଳ ହେବା ସାଧାରଣ ଘଟଣାରେ ପରିଣତ ହୋଇଛି। କିନ୍ତୁ ପୁରୁଣା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଅର୍ଥାତ…

ଏକୋଇଶା ପାଇଁ ମାମୁଁ ଘରକୁ ଆସି ଦୁର୍ଘଟଣାରେ ଗଲା ଭଣଜାଙ୍କ ଜୀବନ

ଅତାବିରା, ୮।୫,(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଲାଦେରପାଲି ଛକରେ ଗୁରୁବାର ସକାଳ ପ୍ରାୟ ସାଢେ ୬ ଟାରେ ଏକ ସଡ଼କ ଦୁର୍ଘଟଣାରେ ଜୈନିକ ୧୬ ବର୍ଷୀୟ ନାବାଳକଙ୍କ ଅକାଳ ମୃତ୍ୟୁ ହୋଇଛି l ମୃତ ବାଳକ ଜଣକ ଅତାବିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?