ବରଗଡ଼

ମନ୍ଦିର ବସି ଖାଉଥିଲେ ନିଶା: ବାରଣ କରିବାରୁ ଛୁରାମାଡ଼

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ ନିଶା କାରବାର ବଢ଼ି ଚାଲିଛି। ନିଶାଖୋର୍‌ ଲୋକେ ମାରପିଟ୍‌ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟାଉଥିବା ନଜିର ରହିଛି। ଗୁରୁବାର ସନ୍ଧ୍ୟାରେ ବରଗଡ଼ ସହରସ୍ଥିତ ହାଟପଦା ଶିବ ମନ୍ଦିର ନିକଟରେ ଏଭଳି…

ହିର୍ଲିପାଲିରେ ବ୍ୟାପୁଛି ଝାଡ଼ାବାନ୍ତି, ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଅତାବିରା,୧୦ା୭(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୫ଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଥିରୁ ୪ଜଣ ସୁସ୍ଥ…

ଲଗାଣ ବର୍ଷାରେ ଭାଙ୍ଗିଲା ମାଟିଘର

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଜିଲାରେ ଜନ ଜୀବନ ପ୍ରଭାବିତ ହୋଇଛି। ଜିଲାର ଗାଁଠୁ ସହର ପର୍ଯ୍ୟନ୍ତ ଅନେକ ଗଳିକନ୍ଦିରେ ବର୍ଷାପାଣି ନିଷ୍କାସିତ ନ ହୋଇ ଜମି ରହିଛି। ଫଳରେ ଯାତାୟାତ ସମସ୍ୟା ଉପୁଜିଛି।…

ଷ୍ଟିୟରିଂ ଛାଡ ଆନ୍ଦୋଳନ: ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼, ୯।୭(ପ୍ରେମାନନ୍ଦ ଖମାରୀ)-ଓଡ଼ିଶା ଡ୍ରାଇଭର ମହାସଂଘ ବିଭିନ୍ନ ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବୁଧବାର ସକାଳୁ ବରଗଡ଼ ହଲଦୀପାଲି ଛକରେ ଡ୍ରାଇଭରମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥର ଉଭୟ ପାଶର୍‌ବରେ ବହୁସଂଖ୍ୟକ ଯାନବାହାନ…

କଥା କଟାକଟି ହେଲା କାଳ: ଯୁବକଙ୍କୁ ପିଟିପିଟି ମାରିଦେଲେ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଜଣେ ବିବାହିତ ଯୁବକ ଗଣେଶ ଓରଫ୍‌ ମନୋଜ ବାଗ(୩୦)ଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ଏତଲା ଦେବା ପରେ ସ୍ଥାନୀୟ ସଦର ଥାନା ପୋଲିସ…

ଅସମାହିତ ଡ୍ରେନେଜ୍‌ ଅବ୍ୟବସ୍ଥା: ବଢ଼ିଲା ଦୁର୍ଦ୍ଦଶା

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଡ୍ରେନେଜ ଅବ୍ୟବସ୍ଥା ଏକ ପ୍ରମୁଖ ସମସ୍ୟାଭାବେ ରହି ଆସିଛି। ୧୯ୱାର୍ଡ ବିଶିଷ୍ଟ ବରଗଡ଼ ପୌର ପରିଷଦର ପ୍ରତି ୱାର୍ଡରେ ବର୍ଷବର୍ଷ ଧରି ଏହି ସମସ୍ୟା ପରିଲକ୍ଷିତ ହୋଇ ଆସୁଛି। ବିଭିନ୍ନ ପଡ଼ାର ଗଳିକନ୍ଦିଠାରୁ ସହରର ମୁଖ୍ୟରାସ୍ତା ପର୍ଯ୍ୟନ୍ତ…

ଧାନ ବିକ୍ରି ନେଇ ଏବେ ବି ଅନିଶ୍ଚିତତାରେ ଚାଷୀ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ): ଜୁନ୍‌ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏବେ ମଧ୍ୟ ବରଗଡ଼ ଜିଲାର ଅନେକ ଧାନକ୍ରୟ କେନ୍ଦ୍ର ତଥା ମଣ୍ଡିରେ ବହୁସଂଖ୍ୟକ ଚାଷୀଙ୍କ ଧାନ ପଡ଼ି ରହିଛି। ସମ୍ପୃକ୍ତ ଚାଷୀମାନଙ୍କ ଚକ୍ଷୁସ୍କାନ୍‌ ସରିଛି। ହେଲେ ସେମାନଙ୍କ ଧାନ…

ଆବେଦନ ସତ୍ତ୍ବେ ମିଳିନି ଭତ୍ତା, ଜିଲାପାଳଙ୍କୁ ଫେରାଦ

ବରଗଡ଼,୨ା୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗାଇସିଲାଟ ବ୍ଲକ ଜଡ଼ାଗଞ୍ଜା ଗ୍ରାମର ବହୁସଂଖ୍ୟକ ବୃଦ୍ଧାବୃଦ୍ଧ ଏବଂ ଦିବ୍ୟାଙ୍ଗ ଭତ୍ତା ପାଉ ନଥିବା ଅଭିଯୋଗ ହୋଇଛି। ଏ ନେଇ ମଙ୍ଗଳବାର ସେମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ…

BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ସାମୁହିକ ଛୁଟିରେ ଗଲା ବରଗଡ଼ ଓଏଏସ୍‌ ସଂଘ

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାର ପ୍ରଭାବ ବରଗଡ଼ ଜିଲାରେ ମଧ୍ୟ ପଡିଛି। ଆକ୍ରମଣ ଘଟଣାକୁ ବରଗଡ଼ ଜିଲା ଓଏଏସ୍‌…

ପରିବା ବିକାଳିଙ୍କ ପାଇଁ ପିଣ୍ଡିନାହିଁ: ଅସୁବିଧା ଭୋଗୁଛନ୍ତି ବ୍ୟବସାୟୀ

ପଦ୍ମପୁର,୩୦ା୬(ପ୍ରଦୀପ୍ତ ଦାଶ ):ପଦ୍ମପୁର ସହର ତଥା ଏହାର ଆଖପାଖ ଅଞ୍ଚଳର ପଦ୍ମପୁର ଦୈନିକ ପରିବା ବଜାର ଅନ୍ୟତମ। ସପ୍ତାହରେ ମଙ୍ଗଳବାର ଓ ଶନିବାର ଏଠାରେ ହାଟ ବସିଥାଏ। ଏହି ହାଟକୁ ଅଞ୍ଚଳର କୋଣ ଅନୁକୋଣରୁ ଅନେକ ପ୍ରକାର ବ୍ୟବସାୟୀ ଆସିଥାନ୍ତି। ଏହି…

ଆଜି ସରିବ ଧାନ ସଂଗ୍ରହ ପ୍ରକ୍ରିୟା, ମଣ୍ଡିରୁ ଉଠିନି ଧାନ

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ସରିଯିବ। ହେଲେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣିଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ଭଣ୍ଡାରେ ପଡ଼ି ରହିଛି।…

ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା: ସ୍ତ୍ରୀଙ୍କ ସମେତ ଶାଶୁ, ଶ୍ବଶୁର ଗିରଫ

ବରଗଡ଼,୨୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ତରାଜୁଙ୍ଗା ଗ୍ରାମରେ ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। । ଭଟଲି ପୋଲିସ ଏହି ଘଟଣାରେ ସ୍ତ୍ରୀ ସୁନୀତାଙ୍କ ସମେତ ଶାଶୁ, ଶ୍ବଶୁରଙ୍କୁ ଗିରଫ କରିଛି। ଗୁରୁବାର ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?