ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍, ସାଇଙ୍କ ଚିକିତ୍ସା ପାଇଁ ବଢୁଛି ସହଯୋଗର ହାତ
ବରଗଡ଼ ଅଫିସ,୭।୧: ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧ ନିଗମାନନ୍ଦ ବିହାରସ୍ଥିତ ଏକ ଭଡ଼ାଘରେ ରହୁଥିବା ପୂଜା ୟାଦବ ଓ କଲ୍ଲୁ ୟାଦବଙ୍କ ଏକ ଶିଶୁପୁତ୍ର ସାଇ ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କ ବୟସ ୧୪ ମାସ ହୋଇଥିବା ବେଳେ…
ବରଗଡ଼ ଜିଲାରେ ୧୧ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ: ପୂଜା ସାମଗ୍ରୀ ନେବା ମନା
ବରଗଡ଼ ଅଫିସ୍,୫।୧: ବରଗଡ଼ ଜିଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ବୁଧବାରଠାରୁ ଖୋଲିବ। ତେବେ ଜିଲାର ଅନ୍ୟ ସମସ୍ତ ଧାର୍ମିକ ପୀଠ ଆସନ୍ତା ୧୧ତାରିଖରୁ ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ମଙ୍ଗଳବାର ନିଷ୍ପତ୍ତି ନିଆଯାଇଛି । ଧାର୍ମିକ ପୀଠ ଖୋଲିବା ପୂର୍ବରୁ ସ୍ଥାନୀୟ…
ଅସଲି ନାଁରେ ନକଲି କାରବାର
ବରଗଡ଼ ଅଫିସ୍,୫।୧: ବରଗଡ଼ ଜିଲାରେ ଅସଲି ବ୍ରାଣ୍ଡ୍ ଆଳରେ ନକଲି କାରବାର ଚାଲିଛି। ସାର, ବିହନ, କୀଟନାଶକକୁ ଅସଲି ବ୍ରାଣ୍ଡ୍ ଦର୍ଶାଇ ବିଭିନ୍ନ କମ୍ପାନୀ ଏଭଳି କାରବାର କରୁଛନ୍ତି। ପୂର୍ବରୁ ନିମ୍ନମାନର ବିହନ, କୀଟନାଶକ, ସାର ପ୍ରୟୋଗ କରି ଜିଲାର ଚାଷୀମାନେ…
ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଜବତ: ବଳାତ୍କାର ପରେ ହତ୍ୟା ସନ୍ଦେହ
ବରଗଡ଼ ଅଫିସ,୪।୧: ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳର ଏକ ଜଙ୍ଗଲରୁ ସୋମବାର ଜଣେ ନାବାଳିକା(୯)ଙ୍କ ମୃତଦେହ ଜବତ କରାଯାଇଛି। ମୃତ ନାବାଳିକାଙ୍କ ଶରୀରର ମୁଣ୍ଡ, ହାତ ଆଙ୍ଗୁଳି ସହିତ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କ ଓଢଣୀ…
ଧାନକିଣା ସରିନି, ମଣ୍ଡି ବନ୍ଦ
ବରଗଡ଼ ଅଫିସ୍,୪।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ବିତିବ। ମାତ୍ର ଟୋକନ ସମସ୍ୟା ସାଙ୍ଗକୁ ମନ୍ଥର ଗତିରେ ଉଠାଣ ପ୍ରକ୍ରିୟା ଚାଲିଥିବା ଯୋଗୁ ଧାନ କିଣାବିକା ଶିଥିଳ ହୋଇପଡ଼ିଛି। ଏବେ ମଧ୍ୟ ଜିଲାର…
ପର୍ଯ୍ୟଟନସ୍ଥଳୀ: ଆପ୍ଖୋଲ
ବରଗଡ଼ ଜିଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ରହିଥିବା ଖୋଲ (ପାହାଡ଼ ମଝିରେ ଫାଙ୍କ) ରେ ସର୍ବଦା ପାଣି ଜମି ରୁହେ। ଲୋକେ ତାକୁ କୁହନ୍ତି ଆପ୍ଖୋଲ। ସେଠାରେ ୩ଟି ବଡ଼ ଝରଣା ରହିଛି। ଏହା ଉପରକୁ ରହିଛି ଆଉ ଏକ ଝରଣା।…
ଭଦ୍ରକରୁ ବରଗଡ଼କୁ ଧାନ ଚାଲାଣ : ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ବରଗଡ଼ ଅଫିସ୍/ଅତାବିରା,୨।୧: ଗତ କିଛିଦିନ ତଳେ ଭଦ୍ରକରୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ୍ ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ଧରାପଡ଼ିଥିଲା। ଅନୁରୂପ ଭାବେ ଗୁରୁବାର ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପରେ ଭଦ୍ରକରୁ ଆସିଥିବା ଏକ…
କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ନିୟୁଷ୍ଟାର ଚାମ୍ପିୟନ
ମନମୁଣ୍ଡା,୩୧।୧୨(ଡି.ଏନ୍.ଏ.): ବୌଦ୍ଧ ଜିଲା ଶଗଡ଼ା ପଞ୍ଚାୟତ ଶରଧାପାଲିରେ ଚାଳିଥିବା ମା’କନ୍ଧେନବୁଢ଼ୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ତେଲିବନ୍ଧ ଦଳକୁ ହରାଇ ସୋନପୁର ନିୟୁଷ୍ଟାର ଦଳ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ୩ଟି ଫର୍ମାଟରେ ହୋଇଥିଲା। ପ୍ରଥମ ମ୍ୟାଚରେ ତେଲିବନ୍ଧ…
ଝାରପାଲିରୁ ଇସ୍ରୋ ବୈଜ୍ଞାନିକ
ବରଗଡ଼ ଅଫିସ୍,୩୦।୧୨: ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଝାରପାଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ ଇସ୍ରୋ ବୈଜ୍ଞାନିକ ଭାବେ ମନୋନୀତ ହୋଇଛନ୍ତି। ସେ ଆସନ୍ତା ଜାନୁୟାରୀ ମାସରେ ଇସ୍ରୋରେ ଯୋଗଦେବେ ବୋଲି କହିଛନ୍ତି। ପଙ୍କଜିନୀ ଓ ରାଜକୁମାରଙ୍କ ସାନପୁଅ ନିହାର…
ଟାର୍ଗେଟ ଆସିନି, ଧାନକିଣା ବନ୍ଦ
ପଦ୍ମପୁର, ୨୯।୧୨ (ଡି.ଏନ.ଏ) – ବରଗଡ ଜିଲା ପଦ୍ମପୁର ଉପଖଣ୍ଡରେ ମିଲର୍ସଙ୍କ ଆବଶ୍ୟକ ଟାର୍ଗେଟ ଶେଷ ହୋଇଯାଇଛି। ଫଳରେ ଉପଖଣ୍ଡର ୭୦ଟି ବିକ୍ରୟ କେନ୍ଦ୍ରରେ ହଜାର ହଜାର ପ୍ୟାକେଟ ଧାନ ପଡିରହିଛି। ନୂଆ ଟାର୍ଗେଟ ନ ଆସିଲେ ଏହି ଧାନ ଉଠି…
ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବାସଭବନରେ ଚାଲିଛି ଚଢ଼ାଉ
ବରଗଡ଼ ଅଫିସ,୨୮ା୧୨: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ପାଣ୍ଡବ ନନ୍ଦଙ୍କ ବାସଭବନରେ ସୋମବାର ସକାଳୁ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ନନ୍ଦଙ୍କ ବିଜେପୁର ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ପୈତୃକ…
ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ
ବରଗଡ଼ ଅଫିସ୍/ଅତାବିରା,୨୭।୧୨-ବରଗଡ଼ ସହର ଉପକଣ୍ଠ ପାଣିଛତର ଓଭରବ୍ରିଜ ଏବଂ ଗୋଡ଼ଭଗା-ତୁରୁମ ରାସ୍ତାରେ ରବିବାର ପୃଥକ ଭାବେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଉଭୟ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ପାଣିଛତର ବ୍ରିଜ ଉପରେ ଜଣେ ଲୋକ ଯାଉଥିବା ବେଳେ ତାଙ୍କୁ ଏକ…

