ବରଗଡ଼

ପଦ୍ମପୁର ଉପନିର୍ବାଚନ: ୨ ପ୍ରାର୍ଥିପତ୍ର ରବ୍ଦ, ୧୧ କାଏମ

ପଦ୍ମପୁର,୧୮।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ହୋଇଥିଲା। ଯାଞ୍ଚରେ ୨ ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥପା ଏବଂ ଦେବଦତ୍ତ ସୁନାନୀଙ୍କ ପ୍ରାର୍ଥିପତ୍ର ରବ୍ଦ ହୋଇଛି। ଅନ୍ୟପକ୍ଷରେ ୧୧ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ପଦ୍ମପୁର ଉପଜିଲାପାଳ…

ସରିଲା ନାମାଙ୍କନ : ଆଜି ପ୍ରାର୍ଥିପତ୍ର ଯାଞ୍ଚ

ପଦ୍ମପୁର,୧୮।୧୧(ଡି.ଏନ.ଏ.): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ପାଇଁ ଏବେ ରାଜନୀତି ସରଗରମ ରହିଛି। ଗୁରୁବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବା ବେଳେ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ହେବ। ପ୍ରମୁଖ ଦଳ ଭାଜପା, ବିଜେଡି, କଂଗ୍ରେସ ସମେତ ୧୩…

ଶେଷ ଦିନରେ ୧୩ ଆଶାୟୀଙ୍କ ପ୍ରାର୍ଥିପତ୍ର ଦାଖଲ

ପଦ୍ମପୁର,୧୭।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ଥିଲା ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ। ଅନ୍ତିମ ଦିବସରେ ୧୩ଜଣ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ଦଳୀୟ ଥିବାବେଳେ ଅନ୍ୟ ୮ଜଣ ସ୍ବାଧୀନ ପ୍ରାର୍ଥୀ। ନାମାଙ୍କନ ଦାଖଲ…

ନାମାଙ୍କନ ଦାଖଲ କଲେ ଭାଜପା ପ୍ରାର୍ଥୀ

ପଦ୍ମପୁର,୧୭ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ନେତୃବୃନ୍ଦଙ୍କ ସହିତ ସେ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ରିଟର୍ନିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବରଗଡ଼…

ନାମାଙ୍କନ ଦାଖଲ କଲେ ସତ୍ୟଭୂଷଣ

ପଦ୍ମପୁର,୧୭ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ନେତୃବୃନ୍ଦଙ୍କ ସହିତ ସେ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ରିଟର୍ନିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପିସିସି…

ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା

ପଦ୍ମପୁର, ୧୭।୧୧(ଡିଏନଏ) : ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ନେତୃବୃନ୍ଦଙ୍କ ସହିତ ବର୍ଷା ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ରିଟର୍ନିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର…

ନାମାଙ୍କନ ପୂର୍ବରୁ ବୁଢ଼ାରଜାଙ୍କ ଆଶୀର୍ବାଦ ଲୋଡ଼ିଲେ ବର୍ଷା

ପଦ୍ମପୁର,୧୭ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଥିବା ଉପନିର୍ବାଚନ ନାମାଙ୍କନର ଆଜି ଶେଷ ଦିବସ। ଆଜି ନିଜର ନାମାଙ୍କନ ଦାଖଲ ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥିନୀ ବର୍ଷା ସିଂ ବରିହା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ…

ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ପଦ୍ମପୁରରେ ପିସିସି ସଭାପତି

ବରଗଡ଼ ଅଫିସ,୧୭ା୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲର ଶେଷ ଦିବସ। ନାମାଙ୍କନ ପାଇଁ ପଦ୍ମପୁର ଚଳ ଚଞ୍ଚଳ ହୋଇପଡ଼ିଛି। ପଦ୍ମପୁରରେ ସବୁ ଦଳ ନାମାଙ୍କନ ପୂର୍ବରୁ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପରେଖ ଦେବାରେ ଲାଗି ପଡ଼ିଛନ୍ତି।…

ଏନ୍‌ଏସି, ସିଏଚ୍‌ସି ଘୋଷଣା ଦାବିରେ ଆଜି ପାଇକମାଳ ବନ୍ଦ

ପାଇକମାଳ,୧୭ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବା ସହିତ ଅଞ୍ଚଳବାସୀ ବିଭିନ୍ନ ପ୍ରସଙ୍ଗ, ଦାବି ଉପସ୍ଥାପନ କରୁଛନ୍ତି। ଲୋକଙ୍କ ଦାବି ପରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ବୁଧବାର…

ଆଜି ନାମାଙ୍କନ ଭରିବେ ସବୁ ଦଳର ପ୍ରାର୍ଥୀ

ପଦ୍ମପୁର,୧୭।୧୧(ଡି.ଏନ.ଏ.):ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିବସ ଗୁରୁବାର ରହିଛି। ତେବେ ବୁଧବାର ସୁଦ୍ଧା କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଗତ ସୋମବାର ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଶୋଭାଯାତ୍ରା କରି ନାମାଙ୍କନ ଦାଖଲ କରିବାକୁ ଆସିଥିଲେ ମଧ୍ୟ…

କଂଗ୍ରେସ ନୀରବ: ଫାଇଦା ଆଶାରେ ବିଜେଡି, ଭାଜପା

ବରଗଡ଼ ଅଫିସ୍‌,୧୭।୧୧:ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସ ଗଡ଼ ଥିଲା। ହେଲେ ବର୍ତ୍ତମାନ ଉକ୍ତ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ୁଛି। ବିଗତ କିଛି ସାଧାରଣ ନିର୍ବାଚନକୁ ଅନୁଧ୍ୟାନ କଲେ ତାହା ସ୍ପଷ୍ଟ ହୋଇଛି। ତେବେ ଚଳିତ…

ପ୍ରଚାରକୁ ଓହ୍ଲାଇଲେ ବର୍ଷା

ପାଇକମାଳ,୧୭।୧୧(ଡି.ଏନ.ଏ.):ପଦ୍ମପୁର ଉପ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପୂର୍ବରୁ ବୁଧବାର ପ୍ରଥମ କରି ବିଜେଡି ପକ୍ଷରୁ ମାରାଥନ ପ୍ରଚାର କରାଯାଇଛି। ପାଇକମାଳ ଜୋନ-୧ ଅଧୀନ ସାଲେପାଲିଠାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ନବକିଶୋର ଦାସ, ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ସଭା ସଦସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?