ବରଗଡ଼

ଭାରତୀୟ ସଂସଦରେ ବକ୍ତବ୍ୟ ରଖିଲେ ବିକାଶ ଛାତ୍ରୀ

ବରଗଡ଼ ଅଫିସ୍‌,୨୨।୧୧: ନିଜ ସଂସଦକୁ ଜାଣିବା ସକାଶେ ଯୁବ ପ୍ରତିଭାମାନଙ୍କ ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ଖେଳ ଓ ଯୁବ ମନ୍ତ୍ରାଳୟ ଏବଂ ପାର୍ଲାମେଣ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର୍‌ ଡେମୋକ୍ରେସି(ପ୍ରାଇଡ୍‌), ଲୋକସଭା ସଚିବାଳୟ ମିଳିତ ଉଦ୍ୟମରେ ଜାତୀୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି…

ଉପନିର୍ବାଚନ ବେଳେ ତେଜୁଛି ଆନ୍ଦୋଳନ

ଝାରବନ୍ଧ, ୨୧ା୧୧(ଡି.ଏନ.ଏ.): ପଦ୍ମପୁର ଉପ ନିର୍ବାଚନ ବିଭିନ୍ନ ଦାବି ଉପସ୍ଥାପନ ପାଇଁ ଅଞ୍ଚଳବାସୀଙ୍କୁ ସୁଯୋଗ ଦେଇଛି। ଏଥିପାଇଁ ନିର୍ବାଚନ ମଣ୍ଡଳୀ ଅଧିନ ବିଭିନ୍ନ ସ୍ଥାନରେ ଜନଜନଆନ୍ଦୋଳନ ମୁଣ୍ଡ ଟେକୁଛି। ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକବାସୀ ବିଭିନ୍ନ ଅନୁସଙ୍ଗିକ ସମସ୍ୟାକୁ ନେଇ…

ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମଇଦାନରେ ୧୦ ପ୍ରାର୍ଥୀ

ପଦ୍ମପୁର,୨୧।୧୧(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ ରହିଥିଲା । ତେବେ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ରେବତୀ ଗିରି ଶେଷଦିନରେ ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ନାମାଙ୍କନ ଦାଖଲ କରିଥିବା ୧୩…

ଶେଷରେ ଧାନ ଉଠାଇଲା ପ୍ରଶାସନ

ସରଣ୍ଡା,୨୧।୧୧(ଡି.ଏନ୍‌.ଏ. ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ଜିଲାର ଅତାବିରା ବ୍ଲକ ଅଧୀନ ଗୋଡ଼ଭଗା ମଣ୍ଡିରେ ଏହାର ଶୁଭାରମ୍ଭ କରାଯାଇଛି। ସକାଳେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ପକ୍ଷରୁ ଧାନ ବିକିବାକୁ ଆସିଥିବା ଚାଷୀଙ୍କ…

ଖୋଲିଲା ମଣ୍ଡି, କିଣି ପାରିଲାନି ପ୍ରଶାସନ

ସରଣ୍ଡା,୨୧।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ସୋମବାର ଧାନ କିଣା ଆରମ୍ଭ ହୋଇଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ୨୧ତାରିଖ ସୋମବାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ସମସ୍ତ ମଣ୍ତି ଖୋଲାଯାଇଛି । ହେଲେ ମୁଖ୍ୟ ମଣ୍ତି ଅତାବିରା ସାପ୍ତାହିକ ବଜାର ଯୋଗୁ…

ବିକାଶଧାରାକୁ କେହି ରୋକିପାରିବେନି

ପଦ୍ମପୁର,୨୧।୧୧(ଡି.ଏନ.ଏ.): ପଦ୍ମପୁର ନିର୍ବାଚନ ମଣ୍ଡଳୀର ପଲସାପାଲିଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ସମେତ ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ, ମନ୍ତ୍ରୀ ରୀତା ସାହୁ ଉପସ୍ଥିତ ଥିଲେ। ଏଥିରେ ପଲସାପାଲି ସରପଞ୍ଚ ଭାସ୍କର…

ପକେଟ୍‌ ଭୋଟକୁ କଂଗ୍ରେସର ଭରସା

ପଦ୍ମପୁର,୨୧।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡ଼ି ଓ ଭାଜପା ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ପଛରେ ପଡିଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନ ସ୍ଥିତିରେ ଏଠାରେ କଂଗ୍ରେସର ସଙ୍ଗଠନ ଦୁର୍ବଳ ହୋଇପଡିଥିବାରୁ ବିଗତ ୩ଟି…

ଆଜିଠୁ ଖରିଫ ଧାନ କିଣା

ବରଗଡ଼ ଅଫିସ୍‌,୨୦।୧୧: ବରଗଡ଼ ଜିଲାରେ ସୋମବାରଠାରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାର ୨୨୦ ମଣ୍ଡିରେ ଧାନ କିଣାବିକା ଚାଲିବ। ଏଥର ଜିଲାରେ ଧାନକ୍ରୟ ଲକ୍ଷ୍ୟ ୫୫ଲକ୍ଷ ୨୬ହଜାର ୯୧୧ କୁଇଣ୍ଟାଲ ରହିଛି। ପ୍ରାଥମିକ କୃଷି ସମବାୟ ସମିତି…

ପଦ୍ମପୁର ଉପନିର୍ବାଚନ: ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ ଜିଲାପାଳ

ବରଗଡ଼ ଅଫିସ,୧୯ା୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ରେ ଭୋଟ ଗ୍ରହଣ ହେବ। କଂଗ୍ରେସ, ବିଜେଡି, ଭାଜପା ପ୍ରାର୍ଥୀଙ୍କ ସମେତ ୧୧ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ସେହିପରି ନିର୍ବାଚନକୁ ନିରପେକ୍ଷ…

ବିଜେଡି-ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ପଦ୍ମପୁର,୧୯।୧୧(ଡି.ଏନ.ଏ.): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏନେଇ ରାଜନୀତି ସରଗରମ ରହିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋରଦାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ବିଜେଡି ଏବଂ ଭାଜପା ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ…

ଯାଞ୍ଚ ସରିଲା, ପ୍ରଚାର ଜୋରଦାର

ବରଗଡ଼ ଅଫିସ୍‌,୧୯।୧୧: ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଭୋଟ ଗ୍ରହଣ ହେବ। ଶୁକ୍ରବାର ଏଥିପାଇଁ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଏହାପରେ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋର୍‌ ଧରିବାରେ ଲାଗିଛି। ଭାଜପା ଏବଂ ବିଜେଡ଼ି ପ୍ରଚାରରେ ଲାଗିପଡ଼ିଥିବା…

ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ଗାଡ଼ି ନାହିଁ, ଇନୋଭା ଚଢୁଛନ୍ତି ଭାଜପା ପ୍ରାର୍ଥୀ

ପଦ୍ମପୁର,୧୯।୧୧(ଡି.ଏନ.ଏ.): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଅଧିକାରୀ। ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହା ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଖରେ କୌଣସି ଦୁଇ ଚକିଆ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?