ବରଗଡ଼

ମୁଖ୍ୟମନ୍ତ୍ରୀ ପୁଣି ମିଛ କହିଲେ: ଜୟନାରାୟଣ

ପଦ୍ମପୁର,୩ା୧୨(ଡି.ଏନ.ଏ.): ଯେଉଁଠି ଉପନିର୍ବାଚନ ହୁଏ ସେହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନିଅନ୍ତି ବୋଲି ସବୁବେଳେ ଉପନିର୍ବାଚନ ପ୍ରଚାରରେ କୁହନ୍ତି। ହେଲେ ପ୍ରଥମ ଥର ପାଇଁ ସେ ପଦ୍ମପୁର ଉପନିର୍ବାଚନରେ ଦାୟିତ୍ୱ ମୋର ବୋଲି କହିଲେ ନାହିଁ। ବୋଧହୁଏ ବିଜେଡି…

‘୨୦୨୩ ସୁଦ୍ଧା ପଦ୍ମପୁର ହେବ ଜିଲା’

ବରଗଡ଼ ଅଫିସ୍‌/ପାଇକମାଳ/ ଝାରବନ୍ଧ/ପଦ୍ମପୁର,୩ା୧୨: କଥା ନୁହେଁ, କାମରେ ବିଶ୍ୱାସ କରେ। ଆସନ୍ତା ୨୦୨୩ ସୁଦ୍ଧା ପଦ୍ମପୁର ଜିଲା ଗଠନ ହେବ। ନିର୍ବାଚନ ଆଚରଣ ସଂହିତା ଉଠିଲେ ଚାଷୀଙ୍କ ଆକାଉଣ୍ଟରେ ମରୁଡ଼ି ସହାୟତା ଅର୍ଥାତ ଇନ୍‌ପୁଟ ସବ୍‌ସିଡ଼ି ଜମା ହେବ। ଶୁକ୍ରବାର ବିଜେଡ଼ି…

ପଦ୍ମପୁରରେ ନିର୍ବାଚନୀ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ଝାରବନ୍ଧ,୨।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପ୍ରଚାର ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଅଛନ୍ତି। ପଦ୍ମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିଲେ। ଏକ ଆୟୋଜିତ…

ତରୁଣ, ପ୍ରବୀଣ କଡ଼ା ମୁକାବିଲା

ବରଗଡ଼ ଅଫିସ୍‌,(ପ୍ରେମାନନ୍ଦ ଖମାରୀ)୨।୧୨: ପଦ୍ମପୁର ଉପନିର୍ବାଚନ ୩ ପ୍ରମୁଖ ଦଳ ବିଜେଡ଼ି, ଭାଜପା, କଂଗ୍ରେସ ପାଇଁ ଗୁରୁତ୍ୱ ବହନ କରୁଛି। ଉକ୍ତ ନିର୍ବାଚନ ମଣ୍ଡଳୀରେ ପୁରୁଖା ଓ ପ୍ରବୀଣ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିଲା। କିନ୍ତୁ ଚଳିତ ଉପନିର୍ବାଚନରେ ସେଥିରେ ବ୍ୟତିକ୍ରମ…

ରାଜରାସ୍ତାରେ ଧାନବସ୍ତା ପକାଇ ଆନ୍ଦୋଳନରେ ବସିଲେ ଚାଷୀ

ସରଣ୍ଡା,୨ା୧୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ ଋତୁର ଧାନ ବିକ୍ରି ଲାଗି ପ୍ରଥମରୁ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆରମ୍ଭରୁ ଟୋକନ ସମସ୍ୟା ଦେଖାଦେଇଛି। ଏପରି ସ୍ଥଳେ ଚାଷୀ ଓ ପ୍ରଶାସନର ଆଲୋଚନା ମଧ୍ୟ ବିଫଳ ହୋଇଛି। ଫଳରେ ଚାଷୀ ଗୁରୁବାରର ନିଷ୍ପତ୍ତି…

ଗାଁ ଗାଁ ବୁଲି ବିଜେଡି ପ୍ରାର୍ଥିନୀଙ୍କ ମାରାଥନ ପ୍ରଚାର

ପଦ୍ମପୁର/ବରଗଡ ଅଫିସ, ୧।୧୨: ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତରେ ମାରାଥନ ପ୍ରଚାର କରାଯାଛଛି। ଏହି କ୍ରମରେ ଗୁରୁବାର ଲଖମରା, ସାପଲହର, ବାଦିକଟା ବୁକୁରାମୁଣ୍ଡା, କୁଧରେନପାଲି, ବମରିତ, ଲହଙ୍ଗିର ଆଦି ଗାଁରେ ଦଳୀୟ ପ୍ରାର୍ଥତ୍ନୀ ବର୍ଷା…

ଭାଜପାରେ ମିଶିଲେ ପୂର୍ବତନ କଂଗ୍ରେସ ଏମ୍‌ପି

ପଦ୍ମପୁର,୧ା୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ନେଇ ଘଡ଼ିକୁ ଘୋଡା ଛୁଟୁଛି। ଗୁରୁବାର ପଦ୍ମପୁରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ବରଗଡ଼ର ପୂର୍ବତନ କଂଗ୍ରେସ ଏମ୍‌ପି ସଞ୍ଜୟ ଭୋଇ କଂଗ୍ରେସ ଛାଡ଼ି ଭାଜପାରେ ମିଶିଛନ୍ତି। ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତଃ କୃପାସିନ୍ଧୁ…

ନିର୍ଣ୍ଣାୟକ ହେବ ଆଦିବାସୀ ଭୋଟ୍‌

ପ୍ରେମାନନ୍ଦ ଖମାରୀ ବରଗଡ଼ ଅଫିସ୍‌,୩୦।୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଆଞ୍ଚଳିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ତଥାପି ଜାତିଭିତ୍ତିକ ଭୋଟ୍‌ ଉପରେ ୩ ପ୍ରମୁଖ ଦଳ କଂଗ୍ରେସ, ଭାଜପା ଓ ବିଜେଡିର ନଜର ରହିଛି। ଏହି ଦୃଷ୍ଟିକୋଣରୁ ପଦ୍ମପୁର ନିର୍ବାଚନ…

ଟଙ୍କା ମୁଣି ଧରି ବୁଲୁଛନ୍ତି ନବ ଦାସ: ଧର୍ମେନ୍ଦ୍ର

ପାଇକମାଳ, ୩୦।୧୧ (ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନକୁ ଆଉ ସପ୍ତାହେ ବାକି ଥିବାରୁ ସବୁଦଳର ହେଭିଓ୍ବେଟ୍‌ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ଆରମ୍ଭ…

ଜିଏସ୍‌ଟି ଚଢ଼ାଉକୁ ବିରୋଧ: ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା

ପଦ୍ମପୁର/ବରଗଡ଼ ଅଫିସ୍‌,୩୦।୧୧: ବରଗଡ଼ ଜିଲା ପଦ୍ମପୁର ଏବଂ ପାଇକମାଳରେ ସୋମବାର ଜିଏସ୍‌ଟି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉକୁ ବିରୋଧ କରି ଉଭୟ ପଦ୍ମପୁର ଓ ପାଇକମାଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଜିଏସ୍‌ଟି ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର…

ବିଜେଡି ବିଧାୟକ, ଭାଜପା ନେତାଙ୍କ ନାଁରେ ମାମଲା

ଝାରବନ୍ଧ,୩୦।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ସବୁ ଦଳ ପ୍ରଚାରରେ ମାତିଛନ୍ତି। ସୋମବାର ସନ୍ଧ୍ୟାରେ ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତର ଭାଜପା ପ୍ରଭାରୀ ତଥା ସୁନ୍ଦରଗଡ଼ ଜିଲା ଜାରଙ୍ଗଲୋଇ ଗ୍ରାମର ଦିଲୀପ କୁମାର ସେନାପତି ଓରଫ୍‌…

କଂଗ୍ରେସ ହେଭିଓ୍ବେଟ୍‌ଙ୍କ ପ୍ରଚାର

ପାଇକମାଳ/ଝାରବନ୍ଧ, ୩୦।୧୧(ଡି.ଏନ.ଏ.): ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳ ବ୍ଲକ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ କଂଗ୍ରେସର ଓଡିଶା ପ୍ରଭାରୀ ଏମ୍‌ପି ଡଃ ଏ ଚେଲ୍ଲାକୁମାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?