ମିଳୁନି ମୂଳଧନ, କ୍ଷତିରେ ଚାଷୀ
ପଦ୍ମପୁର,୨୯।୧୨(ଡି.ଏନ.ଏ.): ପନିପରିବାର ଦାମ୍ ଆଶାତୀତ କମିଯିବାରୁ ଚାଷୀମୁଣ୍ତରେ ଚଡ଼କ ପଡିଛି। ଅକ୍ଲାନ୍ତ ପରିଶ୍ରମ ପରେ ଚଳିତ ବର୍ଷ ପନିପରିବା ଚାଷ ଭଲ ହୋଇଥିଲା। ଚାଷୀ କିଛି ଲାଭ ପାଇବ ବୋଲି ଆଶା କରିଥିଲେ। କିନ୍ତୁ ଅମଳ ସମୟରେ ପରିବା ଦର କମିଯିବାରୁ…
କନ୍ଧମାଳର ଡାକୁଲ ନୃତ୍ୟରେ ପ୍ରକମ୍ପିତ ହେଲା ବରଗଡ଼
ବାଲିଗୁଡା,୨୯।୧୨:(ଡି.ଏନ.ଏ.): ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଉଦ୍ଘାଟନ ଉତ୍ସବରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରାରେ ଯୋଗଦେଇ ଦର୍ଶକଙ୍କ ମନମୋହିଲେ କନ୍ଧମାଳ କଳାବିକାଶ କେନ୍ଦ୍ର ବାଲିଗୁଡାର କଳାକାର l କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା, ଜଗନ୍ନାଥ ବିଶୋଇ, ଏବଂ…
ଧାନ ଉଠୁନି, ଜିଲାପାଳଙ୍କୁ ଫେରାଦ
ବରଗଡ଼ ଅଫିସ୍,୨୭।୧୨: ବରଗଡ଼ ଜିଲାରେ ଧାନ ବିକ୍ରିବଟା ସମସ୍ୟା ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇ ନ ପାରି ଦୀର୍ଘଦିନ ଧରି ମଣ୍ଡିରେ ପଡ଼ି ରହୁଛି। ଏଭଳି ଅଭିଯୋଗ ନେଇ ସୋମବାର…
ରାତି ପାହିଲେ ବରଗଡ଼ ଧନୁଯାତ୍ରା
ବରଗଡ଼ ଅଫିସ୍,୨୬।୧୨: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚାଲିବ। ବରଗଡ଼ ସହର ମଥୁରାନଗରୀ, ସହର ଉପକଣ୍ଠ ଅମ୍ବାପାଲି ଗୋପପୁର ଏବଂ ଜିରା ନଦୀ ଯମୁନା ପାଲଟିବ। କୋଭିଡ୍ କଟକଣା ଯୋଗୁ…
୨୪ ଲକ୍ଷ ଠକେଇ: ୨ ଗିରଫ, ଜଣେ ଫେରାର
ବରଗଡ଼ ଅଫିସ୍,୨୫।୧୨: ଏକ ଔଷଧ କମ୍ପାନୀର ପରିଚୟ ଦେଇ ୨୪ ଲକ୍ଷ ଠକେଇ ଘଟଣାରେ ବରଗଡ଼ ଟାଉନ ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ଖଣ୍ଡହଥା ଗ୍ରାମର ଶିଶିର…
ସୁନା ବ୍ୟବସାୟ ଆଳରେ ସାଇବର କ୍ରାଇମ୍
ବରଗଡ଼ ଅଫିସ୍,୨୩।୧୨: ସୁନା ବ୍ୟବସାୟ ଆଳ ଦେଖାଇ ବରଗଡ଼ରେ ଏକ ସାଇବର କ୍ରାଇମ ଘଟଣା ସାମ୍ନାକୁ ଆସିଛି। ନକଲି ସୁନା ଦେଇ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୧୮ ବାନ୍ଦୁଟିକ୍ରା ନିବାସୀ ପ୍ରତିମାରାଣୀ ପ୍ରଧାନଙ୍କଠାରୁ ୧୩ଲକ୍ଷ ୭୨ହଜାର ଟଙ୍କା ଠକେଇ…
ଫସଲ ବଢ଼ିଆ, ଚାଷୀ କାନ୍ଦୁଛି
ବରଗଡ ଅଫିସ/ରସୁଲପୁର (ଡି.ଏନ୍.ଏ.),୨୦ା୧୨:ରାଜ୍ୟରେ ସମ୍ପ୍ରତି କ୍ଷେତଗୁଡ଼ିକରେ ଧାନ, ପରିବା ଭରିଯାଇଛି। ହେଲେ ଶୀତଳଭଣ୍ଡାର ନ ଥିବାରୁ ସେଗୁଡ଼ିକୁ ସାଇତି ରଖି ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ସମ୍ଭବ ହୋଇପାରୁନାହିଁ। ଏଥିଯୋଗୁ ଚାଷୀଙ୍କ କଷ୍ଟୋପାର୍ଜିତ ଫସଲର ମୂଲ୍ୟ ଅତି ନଗଣ୍ୟ ହୋଇଯାଇଛି। ତାହାକୁ…
ଜିରା ନଦୀପଠାରେ ହେବ ମେଳା
ବରଗଡ଼ ଅଫିସ୍,୧୭।୧୨: ମହାମାରୀ କରୋନା ଯୋଗୁ ୨ବର୍ଷ ଧରି ବରଗଡ଼ ଧନୁଯାତ୍ରା ମହୋତ୍ସବ ବନ୍ଦ ରହିଥିଲା। କରୋନା କଟକଣା ହଟିବା ପରେ ଏଥର ଧନୁଯାତ୍ରା ପାଇଁ ବରଗଡ଼ରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ମହୋତ୍ସବ ୭୫ବର୍ଷରେ ପଦାର୍ପଣ କରୁଥିବାବେଳେ ଅନ୍ୟବର୍ଷ ତୁଳନାରେ ଅଧିକ…
ଦିଲ୍ଲୀ ସମାବେଶରେ ଯୋଗଦେବେ ଚାଷୀ
ବରଗଡ଼ ଅଫିସ୍,୧୩।୧୨: ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ହୋଇରହିଛି। ବାରମ୍ବାର ଦାବି ସତ୍ତ୍ବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀ ମହଲରେ…
ବରଗଡ଼ ଧନୁଯାତ୍ରା: ବଳରାମ ଭୂମିକାରେ ଅଭିନୟ କରିବେ କିଷନ
ବରଗଡ଼ ଅଫିସ,୧୩।୧୨: ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାର ଅଭିନୟ କରିବେ କିଷନ ର୍ବିତ୍ତିଆ । ଗୋପପୁର ସାଜୁଥିବା ଅମ୍ବାପାଲି ଗ୍ରାମରେ ବୈଠକ ପରେ କିଷନଙ୍କ ନାମ ଘୋଷଣା କରାଯାଇଛି। ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ବାଳ…
ମଥୁରା କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ
ବରଗଡ଼ ଅଫିସ୍,୧୦।୧୨: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତା ୨୭ତାରିଖ ଆରମ୍ଭ ହେବ। ଅଭିନୟ ପାଇଁ ମନୋନୀତ କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଛି। ଗତ ୫ତାରିଖରୁ ଗୋପପୁର କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଥିଲା। ଶୁକ୍ରବାରରୁ ମଥୁରାନଗରୀ କଳାକାରଙ୍କ ପୂର୍ବାଭ୍ୟାସ କାର୍ଯ୍ୟକ୍ରମ…
ବରଗଡ଼ ଧନୁଯାତ୍ରା: ପୂର୍ବାଭ୍ୟାସ ଆରମ୍ଭ କଲେ ମଥୁରା କଳାକାର
ବରଗଡ଼ ଅଫିସ୍,୯।୧୨: ଆସନ୍ତା ୨୭ତାରିଖ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବ। ଏହା ପୂର୍ବରୁ ଅଭିନୟ ପାଇଁ ମନୋନୀତ କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଛି। ଗତ ୫ତାରିଖରୁ ଗୋପପୁର କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଥିଲା। ଶୁକ୍ରବାରରୁ ମଥୁରାନଗରୀ କଳାକାରଙ୍କ ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ…

