ବରଗଡ଼

ବାପାଙ୍କୁ ଗୁଳିକରି ବନ୍ଧାହେଲେ ଅଭିଯୁକ୍ତ ପୁଅ

ବରପାଲି,୨।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି ଥାନା ଅଧୀନ ଚିନାଜୁରି ନିକଟସ୍ଥ କଦଳୀମୁଣ୍ଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଗଙ୍ଗାଜଳ ମେହେରଙ୍କୁ ପୁଅ ବିକ୍ରମ ଗୁଳିମାଡ଼ କରିବାରୁ ସେ ଆହତ ହୋଇଛନ୍ତି। ଆହତ ଗଙ୍ଗାଜଳଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ରରେ…

ଅତାବିରା ଏନ୍‌ଏସି ନିର୍ବାଚନ: ବୁଥ୍‌ରେ ପହଞ୍ଚିଲେ ପୋଲିଂ ଅଧିକାରୀ

ସରଣ୍ଡା,୨।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ୍‌ ଗ୍ରହଣ କରାଯିବ। ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିବ। ଏଥିପାଇଁ ରବିବାର ପୋଲିଂ ଅଧିକାରୀମାନେ ଅତାବିରା ବ୍ଲକ ଅଫିସରୁ ଇଭିଏମ୍‌ ଓ ନିର୍ବାଚନ ସରଞ୍ଜାମ…

୨ ମାସର ଭତ୍ତା ଟଙ୍କା ଗାଏବ

ଭେଡେନ,୧।୪(ଡି.ଏନ୍‌.ଏ.): ସରକାର ଅସହାୟ ବୃଦ୍ଧାବୃଦ୍ଧ, ବିକଳାଙ୍ଗ ଏବଂ ବିଧବାମାନଙ୍କୁ ମାସିକ ୫ ଶହ ଏବଂ ୭୦ ବର୍ଷ ବୟସ ଟପିଲେ ୭ଶହ ଟଙ୍କା ଭତ୍ତା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ବିଗତ ଦିନରେ ଏହି ଟଙ୍କା ହିତାଧିକାରୀଙ୍କ ହାତକୁ ସିଧାସଳଖ ଦିଆଯାଉଥିଲା। ଏଥିରେ…

ନକଲି ସାର କାରଖାନା ଠାବ, ୯ ଗିରଫ

ବରଗଡ଼ ଅଫିସ୍‌,୧।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଧୀନ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲି ସାର କାରଖାନା ଠାବ କରିଛି । ସେଠାରୁ ଗୋଟିଏ ଟାଟା ପିକ୍‌ଅପ୍‌ ଭ୍ୟାନ୍‌ (ନଂ.ଓଡ଼ି୨୧ଏଚ୍‌/୫୯୫୪), ୨୫ କି.ଗ୍ରା ବିଶିଷ୍ଟ ୬୦…

ନକଲୀ ସାର କାରଖାନା ଠାବ: ୯ଗିରଫ

ବରଗଡ଼ ଅଫିସ୍‌,୩୧।୩: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲୀ ସାର କାରଖାନା ଠାବ କରିଛି । ସେଠାରୁ ଗୋଟିଏ ଟାଟା ପିକ୍‌ଅପ୍‌ ଗାଡ଼ି(ଓଡ଼ି୨୧ଏଚ୍‌ ୫୯୫୪), ୨୫କି.ଗ୍ରା ବିଶିଷ୍ଟ ୬୦ ପକେଟ୍‌…

ମା’ ସମଲେଶ୍ୱରୀଙ୍କ ଅନ୍ନପୂର୍ଣ୍ଣା ବେଶ

ବରଗଡ଼ ଅଫିସ୍‌,୩୧।୩: ଚୈତ୍ର ଶୁକ୍ଲପକ୍ଷ ମହାଦଶମୀ ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଶୁକ୍ରବାର ଅନ୍ନପୂର୍ଣ୍ଣା ବେଶରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ସହିତ ମା’ ସମଲେଶ୍ୱରୀଙ୍କ ଚୈତ୍ର ନବରାତ୍ର ପୂଜା ପୂର୍ଣ୍ଣାହୂତି ସହ ସମ୍ପନ୍ନ ହୋଇଛି। ଦିନ ୯ଟା ୧୦ମିନିଟରୁ…

ସଭିଙ୍କ ଏଜେଣ୍ଡା ବିକାଶ

ସରଣ୍ଡା, ୩୧।୩(ଡି.ଏନ.ଏ.): ଚଳିତ ଅତାବିରା ଏନ୍‌ଏସି ନିର୍ବାଚନକୁ ନେଇ ଚା’ ଖଟିରୁ ଆରମ୍ଭ କରି ଦୋକାନ ବଜାର, ରାସ୍ତାଘାଟ ସବୁଠି ଆଲୋଚନା। ଏନ୍‌ଏସିର ନଗରପାଳ ପଦବୀ ପାଇଁ ଏଥର ପ୍ରତ୍ୟକ୍ଷ ନିର୍ବାଚନ ହେବ। କାହା ମୁଣ୍ଡରେ ଭୋଟର ଢାଳିବେ ସୁନା କଳସ।…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ପାଇକମାଳ,୩୦।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଳ-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ରଞ୍ଜିତପୁର ଛକ ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରଞ୍ଜିତପୁର ଗ୍ରାମର ଯଶୋବନ୍ତ ମେହେର ଓ ଝାରବନ୍ଧ ଥାନା ବିଳାସପୁର ଗ୍ରାମର ଗୋପବନ୍ଧୁ…

ବରଗଡ଼ରେ ଚାଞ୍ଚଲ୍ୟ: ହତ୍ୟାପରେ ଅଜଣା ଯୁବକଙ୍କୁ ପୋଡ଼ିଦେଲେ

ବରଗଡ଼ ଅଫିସ,/ଭେଡେନ, ୨୮।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ଥାନା ରୂଷୁଡା ଫାଣ୍ଡି ଅନ୍ତର୍ଗତ ଦେଶଭଟଲି ମେଗା ଗ୍ରୀଡ୍‌ ନିକଟ ରାସ୍ତାରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଜଣେ ଅଜଣା ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହ ଉପରେ ପେଟ୍ରୋଲ ଢାଳି…

ବୃଦ୍ଧା ମା’ଙ୍କୁ ତଣ୍ଟି ଚିପି ହତ୍ୟା କଲା ପୁଅ

ବରଗଡ଼ ଅଫିସ,୨୬।୩: ପୁଅଟିଏ ଜନ୍ମହେଲେ ପରିବାରରେ ଖୁସିର ମାହୋଲ ଖେଳିଯାଏ। ପୁଅ ଦିନେ ବଡ଼ ହୋଇ ପରିଣତ ବୟସରେ ସାହା ଭରସା ପାଲଟିବ ବୋଲି ମା’ ବାପାଙ୍କ ମନରେ ଆଶା ବାନ୍ଧିଥାନ୍ତି । ମା’ ସେବା ସୁଶ୍ରୂଷା କରି ପୁଅକୁ ଛୋଟରୁ…

ନିର୍ବାଚନରେ ଖାତା ଖୋଲିବାକୁ ଭାଜପାର କସରତ

ସରଣ୍ଡା,୨୫ା୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ତତ୍ପରତା ଦେଖିବାକୁ ମିଳୁଛି। ସହର ସାରା ଖେଳି ଗଲାଣି ଦଳୀୟ ପତାକା ଓ ପୋଷ୍ଟର। ବିଜେଡି ଓ କଂଗ୍ରେସ ଜୋର୍‌ଦାର୍‌ ପ୍ରଚାର ଜମାଇଥିବା ବେଳେ ଶନିବାର…

ପଥର ଖାଦାନରେ ବେଆଇନ ବିସ୍ଫୋରଣ

ଭେଡେନ,୨୪।୩(ଡି.ଏନ.ଏ.): ବରଗଡ ଜିଲା ଭେଡେନ ତହସିଲ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଥିବା ପଥର ଖାଦାନ, ପଥର ଚଟାଣ ଓ ପାହାଡ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ଏଠାରେ ପ୍ରତିଦିନ ଉଚ୍ଚ ଶକ୍ତିସମ୍ପନ୍ନ ଡିନାମାଇଟ ବିସ୍ଫୋରଣ କରାଯାଇ ପଥର ଉତ୍ତୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?