ଅପରେଶନ ‘ସ୍ୟାଣ୍ଡ ଷ୍ଟର୍ମ’
ବାଲେଶ୍ୱର ଅଫିସ, ୫।୨: ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିରାମ ଚଭନଙ୍କୁ ଆକ୍ରମଣ ପରେ ବାଲି ଚୋରା ଚାଲାଣକାରୀଙ୍କୁ ସାବାଡ୍ କରିବା ଲାଗି ଆକ୍ସନ ମୁଡ୍ରେ ଉଭୟ ପ୍ରଶାସନ ଓ ପୋଲିସ। ମୋରମ, ପଥର, ବାଲି ଓ ମାଟି ଚୋରା ଚାଲାଣକାରୀଙ୍କ ଉପରେ…
ଚୋରା କାଠ ବୋଝେଇ ଗାଡ଼ି ଜବତ
ନୀଳଗିରି,୪।୨(ସ୍ବ.ପ୍ର)- ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଶୁକ୍ରବାର ଚଢ଼ାଉ କରି ଚୋରାକାଠ ବୋଝେଇ ଏକ ପିକଅପ୍ ଭ୍ୟାନ ଜବତ କରିଛି। ଅଯୋଧ୍ୟାରୁ ସଜନାଗଡ଼କୁ ସଂଯୋଗ କରୁଥିବା ରାସ୍ତାର ଆନନ୍ଦପୁରଠାରେ ଏହି ଗାଡ଼ି ଜବତ କରାଯାଇଛି। ଚଢ଼ାଉ ବେଳେ ଗାଡ଼ି ଛାଡ଼ି…
ଜମି ଅଧିଗ୍ରହଣରେ ଚଞ୍ଚକତା
ବାଲିଆପାଳ,୪।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ରେଳ ରାସ୍ତା ପାଇଁ ଚଞ୍ଚକତା କରାଯାଇ ଜମି ଅଧିଗ୍ରହଣ କରାଯାଇଥିବା ନେଇ ଶୁକ୍ରବାର ପୂର୍ବାହ୍ନରେ ବାଲିଆପାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କେତେଜଣ ଜମି ମାଲିକ…
ଟିପିଏନ୍ଓଡିଏଲ୍କୁ ଏକ୍ସଲେନ୍ସ ଇନ୍ ଚେଞ୍ଜ ମ୍ୟାନେଜ୍ମେଣ୍ଟରେ ଗୋଲ୍ଡ ପୁରସ୍କାର
ବାଲେଶ୍ୱର ଅଫିସ,୪।୨: ବାଲେଶ୍ୱର ଜିଲା ରେମୁଣା ଜାନୁଗଞ୍ଜ ଗୋଲେଇ ସ୍ଥିତ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍)କୁ ମିଳିଛି ସଫଳତା। ଗତ ଗୁରୁବାର ଗୁରୁଗ୍ରାମର ହାୟାତ ରିଜେନ୍ସିରେ ଇକୋନମିକ୍ ଟାଇମ୍ସ ହ୍ୟୁମାନ୍ କ୍ୟାପିଟାଲ୍ ଆୱାଡର୍ର୍ସ୍ ସମାରୋହର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ…
ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ସୋର,୪ା୨(ଡି.ଏନ୍.ଏ): ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅଧୀନ ବାଲେଶ୍ୱର ଗ୍ରାମରେ ଥିବା ମିଶ୍ର ନର୍ସିିଂହୋମ୍ରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ଅପରାହ୍ନରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳାଙ୍କ ସମ୍ପର୍କୀୟମାନେ ନର୍ସିିଂହୋମ୍ରେ ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା। ଗତ…
ଉପଜିଲାପାଳଙ୍କୁ ଆକ୍ରମଣ
ବାଲେଶ୍ୱର ଅଫିସ,୪।୨: ବେଆଇନ ବାଲି ଉତ୍ତୋଳନ ଏବଂ ଚୋରା ଚାଲାଣ ରୋକିବାକୁ ଯାଇ ବାଲେଶ୍ୱର ଉପ ଜିଲାପାଳ କୁନାଲ ମୋତିରାମ ଚଭନ ଶୁକ୍ରବାର ଆକ୍ରମଣର ଶିକାର ହୋଇଛନ୍ତି। ବାଲି ଚୋରାଚାଲାଣକାରୀଙ୍କ ଟେକା ପଥର ମାଡ଼ରେ ତାଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ…
ଚୋରା କାଠ ବୋଝେଇ ଗାଡ଼ି ଜବତ
ନୀଳଗିରି,୩।୨(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଶୁକ୍ରବାର ଚଢ଼ାଉ କରି ଚୋରାକାଠ ବୋଝେଇ ଏକ ପିକଅପ୍ ଭ୍ୟାନ ଜବତ କରିଛି। ଅଯୋଧ୍ୟାରୁ ସଜନାଗଡ଼କୁ ସଂଯୋଗ କରୁଥିବା ରାସ୍ତାର ଆନନ୍ଦପୁରଠାରେ ଏହି ଗାଡ଼ି ଜବତ କରାଯାଇଛି। ଚଢ଼ାଉ ବେଳେ ଗାଡ଼ି ଛାଡ଼ି…
ଦୁର୍ଘଟଣାରେ ଆଇନ ଛାତ୍ରଙ୍କ ମୃତ୍ୟୁ
ରୂପସା,୧।୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ବାଇପାସ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଜଣେ ଆଇନ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି ।…
୪ ମାସ ହେଲା ଚାଲିଛି ଫାଇଲ କାମ
ଖଇରା, ୧।୨(ଡି.ଏନ.ଏ): ବାଲେଶ୍ୱର ଓ ଭଦ୍ରକ ୨ ଜିଲାର ଉପାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ଅନ୍ତରା ଆରଡି ରାସ୍ତା କାର୍ଯ୍ୟ ୨ମାସ ଧରି ଦ୍ରୁତଗତିରେ ଆଗେଇ ଚାଲିବା ପରେ ଏବେ ବିଦ୍ୟୁତ ବିଭାଗର ଅସହଯୋଗ ଯୋଗୁ କାର୍ଯ୍ୟରେ…
ଦୋଷୀଙ୍କୁ ୨୦ ବର୍ଷ ଜେଲ
ବାଲେଶ୍ୱର ଅଫିସ, ୩୧।୧: ଏକ ଶିଶୁକନ୍ୟା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଜଜ୍ (ପୋକ୍ସୋ) ରଞ୍ଜନ କୁମାର ସୂତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ୍ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନ ଅନାଦେୟ…
ହିତାଧିକାରୀଙ୍କ ସହ ଧାରଣାରେ ବସିଲେ ବିଧାୟକ
ନୀଳଗିରି, ୩୧।୧(ସ୍ବ.ପ୍ର.): ନୀଳଗିରି ବ୍ଲକରେ ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ କରାଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କ ନାମ ଦେଖି ଅନେକ ଯୋଗ୍ୟ ହିତାଧିକାରୀ ପ୍ରଶାସନିକ କଳର ନିଷ୍କ୍ରିୟତାକୁ ଦାୟୀ…
ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେଉ
ବାଲେଶ୍ୱର ଅଫିସ,୨୯।୧: ବାଲେଶ୍ୱର ଜିଲାର କୃଷି ଓ କୃଷକଙ୍କ ସ୍ବାର୍ଥରକ୍ଷା ନିମନ୍ତେ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି। ଜିଲାବାସୀଙ୍କୁ ସଙ୍ଗଠିତ କରିବା ସକାଶେ ଗଠିତ କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ରବିବାର ସହରର ଏଡିଏମ୍…
Archives


