ବାଲେଶ୍ୱର

ନାବାଳିକା ଅସଦାଚରଣ ମାମଲା, ଦୋଷୀଙ୍କୁ ୩ ବର୍ଷ ଜେଲ

ବାଲେଶ୍ୱର, ୭।୭(ମାନସ ବିଶ୍ୱାଳ): ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଅଭିଯୁକ୍ତ ଜାକିର ଖାଁ (୨୨)ଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୨ ହଜାର ଟଙ୍କା…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ବନ୍ଧା ହେଲେ ୩ ରେଳ କର୍ମଚାରୀ

ବାଲେଶ୍ବର,୭।୭(ମାନସବିଶ୍ୱାଳ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ଜଣ ରେଳ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି। ଗିରଫ କର୍ମଚାରୀମାନେ ହେଲେ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ…

ଗେଷ୍ଟ୍‌ ହାଉସ୍‌ରୁ ମିଳିଲା ଝୁଲନ୍ତା ମୃତଦେହ

ବାଲେଶ୍ୱର,୭ା୭(ମାନସ ବିଶ୍ୱାଳ): ବାଲେଶ୍ବର ରାଜା ବଗିଚାସ୍ଥିତ ଗେଷ୍ଟ ହାଉସ ନିକଟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଗେଷ୍ଟ ହାଉସ୍‌ ନିକଟ ଏକ ଗଛରେ ଝୁଲୁଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ସେହି ଗେଷ୍ଟ…

ନୀଳଗିରିରେ ନରବଳି ଉଦ୍ୟମ

ନୀଳଗିରି,୭ା୭(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତର କଇଁଫୁଲିଆରେ ନିଛାଟିଆ ରାସ୍ତାରୁ ଜଣେ ଯୁବକଙ୍କୁୁ ଟେକି ନେଇ ନରବଳି ଉଦ୍ୟମ କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତନ୍ତ୍ର ସାଧନା ପାଇଁ ଜଣେ ତାନ୍ତ୍ରିକ ଓ ତାଙ୍କର ୪…

ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ବାଲେଶ୍ୱର,୬ା୭(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତର ନୂଆଁପୁର ସିନ୍ଧିଆ ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗ୍ରାମର ଆଦିତ୍ୟ ପ୍ରଧାନଙ୍କ ଦେହାନ୍ତ ପରେ…

ଖଁା ଖଁା ପ୍ରାଣୀ ଚିକିତ୍ସାଳୟ

ଖଇରା,୬।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଖଇରା ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ୬ମାସ ହେଲା ଡାକ୍ତରଶୂନ୍ୟ। ଏଠାରେ ୪ଟି ପଦବୀ ଥିବା ବେଳେ ଜଣକ ପରେ ଜଣେ ଏହିଭଳି ଭାବେ ସବୁ ଡାକ୍ତର ୨୨-୨୩ବର୍ଷ ମଧ୍ୟରେ ଅନ୍ୟତ୍ର ଚାଲିଯାଇଛନ୍ତି। ଏଣୁ ଦୈନିକ ଶହ…

ତାଳସାରୀ-ଉଦୟପୁର ପଥରବନ୍ଧ ଅନୁଧ୍ୟାନ କଲେ ଜିଲାପାଳ

ଭୋଗରାଇ, ୫।୭(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟ ପୁର-ତାଳସାରୀ ୨. ୭ କି.ମି. ତଟସୁରକ୍ଷା ପାଚେରି ପଥରବନ୍ଧ ପ୍ରାକ୍‌ ମୌସୁମୀରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ମଙ୍ଗଳବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏହି ପଥରବନ୍ଧ ଅନୁଧ୍ୟାନ କରିବା…

ଦୁଇ ବସ୍‌ ମଧ୍ୟରେ ଦୁର୍ଘଟଣା

ବାଲେଶର ଅଫିସ, ୫।୭: ବାଲେଶ୍ବର ସଦରଥାନା ସ୍ଥିତ କୁରୁଡା ଉଡନ୍ତାପୋଲ ଉପରେ ବୁଧବାର ଦୁର୍ଘଟଣା ଘଟିଛି। ଦୁଇଟି ବସ୍‌ ମଧ୍ୟରେ ଧକ୍କା ହୋଇ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏବେବି ଲୋକଙ୍କ ମନରେ ଭୟ

ବାହାନଗା, ୩ା୭(ଅରୂପ କୁମାର ଦାସ)-ଜୁନ୍‌ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ମାସେ ପୂରିଗଲାଣି। ଏବେ ବି ସେହି ସନ୍ଧ୍ୟାର ଦୃଶ୍ୟକୁ ମନେ ପକାଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡୁଛନ୍ତି। ଏହି ଷ୍ଟେଶନ ଅପ୍‌, ଡାଉନ୍‌ରେ ୭ଟି ପାସେଞ୍ଜର…

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ବର୍ଷା ପାଣି

ଔପଦା, ୩।୭(ଧରିତ୍ରୀ ପଣ୍ଡା): ଔପଦା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଗରେ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥାନ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ପାଣି ଜମି ରହି ଲହଡ଼ି ମାରୁଛି। ଏହି କାର୍ଯ୍ୟାଳୟ ଅଧୀନରେ ଥିବା ବିଭିନ୍ନ…

ପଡ଼ିଆ ପଡ଼ିବ ୮ହଜାର ହେକ୍ଟର ଚାଷଜମି

ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଅଧୀନ ଖଇରା, ଔପଦା ଓ ସୋର ବ୍ଲକର କିଛି ଅଂଶ ଚାଷଜମିକୁ ଜଳସେଚିତ କରିବାକୁ ଏବେ ଭୂତଳଜଳ ପାଇପ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ହେଲେ ଠିକାଦାର ଏହାକୁ ଠିକ୍‌ ଢଙ୍ଗରେ କରୁ ନ ଥିବାରୁ ଚାଷୀଙ୍କ…

ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା ଚର୍ଚ୍ଚା

ବାଲେଶ୍ୱର/ବାହାନଗା,୨।୭(ମାନସ ବିଶ୍ୱାଳ/ ଅରୂପ କୁମାର ଦାସ)ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାକୁ ଜୁଲାଇ ୨ତାରିଖ ରବିବାର ଏକ ମାସ ପୂରିବ। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧ହଜାରରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। କେତେଜଣ ଆହତ ଘରକୁ ଫେରିଥିବାବେଳେ ଅନେକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?