ବାଲେଶ୍ୱର

ଦୁର୍ଘଟଣା ନେଲା ହତ୍ୟାକାଣ୍ଡ ରୂପ:ପ୍ରତିଶ୍ରୁତି ପରେ ରାସ୍ତାରୁ ହଟିଲେ ଗ୍ରାମବାସୀ

ଭୋଗରାଇ, ୩୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଦାହୁଣଦା ଗ୍ରାମରେ ଶନିବାର ରାତିରେ ଘଟିଥିବା ଦୁର୍ଘଟଣାଜନିତ ଲଙ୍କାକାଣ୍ଡ ରବିବାର ପୋଲିସର ହସ୍ତକ୍ଷେପ ପରେ ପ୍ରଶମିତ ହୋଇଛି। ଏହି ଗ୍ରାମର ସାଇକେଲ ଆରୋହୀ ଶଶୀକାନ୍ତ ଦାସ (୬୨)ଙ୍କୁ ତାଙ୍କ ପୁତୁରା ଘନଶ୍ୟାମ ଦାସ…

ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ, ୩୦।୬-କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ଏବଂ କ୍ଷୁଦ୍ର ମଧ୍ୟମଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କରି ରୋଗୀମାନଙ୍କ ସ୍ବାସ୍ଥ୍ୟସେବା ବୁଝିବା ସହିତ ମୁଖ୍ୟ ଚିକିତ୍ସାଳୟର ଉନ୍ନତି…

ଘୁଣ୍ଟିପଶି ଗ୍ରାମ୍ୟ ରାସ୍ତା ନିର୍ମାଣ ନିମ୍ନମାନର:ସୂଚନା ଫଳକରେ ଅସମ୍ପୂର୍ଣ୍ଣ ତଥ୍ୟ

ଝୁମ୍ପୁରା, ୩୦।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନହବେଡା ପଞ୍ଚାୟତର ଜଙ୍ଗଲାଞ୍ଚଳରେ ଅବସ୍ଥିତ ଘୁଣ୍ଟିପଶି ଗ୍ରାମ। ନହବେଡା ଗ୍ରାମ ପଞ୍ଚାୟତର ୱାର୍ଡ ନଂ ୧୨ରେ ଏହି ଗ୍ରାମଟି ରହିଥିବା ବେଳେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ଚିର ଅବହେଳିତ ଏହି ଗ୍ରାମରେ…

ସଞ୍ଜ ହେଲେ ଧାନ ଫସଲ ଉଜାଡ଼ୁଛନ୍ତି ହାତୀ

ଚମ୍ପୁଆ,୩୦ା୬(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଆରମ୍ଭ ହୋଇଥିବା ବେଳେ ଚାଷୀ କୂଳରେ ଚିନ୍ତା ବଢିବାରେ ଲାଗିଛି। ବିଲରେ ପାଚିଲା ଧାନ ଏବେ ହାତୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହେବାରେ ଲାଗିଛି। ସଞ୍ଜ ନଇଁଲେ ହାତୀ ପଲ ଫେରି ଆସୁଥିବାରୁ ଚାଷୀମାନେ ସଞ୍ଜ ନଇଁବା…

ହୋଇପାରୁନି ଅଘୋଷିତ ବିଦ୍ୟୁତକାଟର ସ୍ଥାୟୀ ସମାଧାନ:୧ତାରିଖରେ ତେଲକୋଇ ବନ୍ଦ

ତେଲକୋଇ, ୩୦।୬(ଡି.ଏନ.ଏ.)-ତେଲକୋଇ ଅଞ୍ଚଳରେ ଦୀର୍ଘଦିନ ଧରି ବିଦ୍ୟୁତ ବିଭ୍ରାଟ କୁ ନେଇ ବଣିକ ସଂଘ ଓ ଉପଭୋକ୍ତା ମାନେ ଆସନ୍ତା ୧ତାରିଖ ଠାରୁ ଏହାର ସ୍ଥାୟୀ ସମାଧାନ ପାଇଁ ତେଲକୋଇ ବନ୍ଦ ଡାକରା ଦେଇଛନ୍ତି । ଶନିବାର ବ୍ଲକ ମୁଖ୍ୟାଳୟରେ ପ୍ରଶାସନ…

ସଚେତନ ବାର୍ତ୍ତା ନେଇ କେନ୍ଦୁଝରରୁ ପୁରୀ ସାଇକେଲ ଯାତ୍ରା

କେନ୍ଦୁଝର,୩୦।୬(ସ୍ବ.ପ୍ର.): ସଚେତନତା ଯାତ୍ରାରେ ସଦର ବ୍ଲକ କାଉଁରୀକଳା ପଞ୍ଚାୟତ ଅନ୍ତର୍ଗତ ବଉଳମାଳ ଗ୍ରାମର ଜଣେ ଯୁବକ ସାଇକେଲରେ ପୁରୀ ବାହାରିଛନ୍ତି। ସେ ହେଲେ ତୁଳସୀ ମହାନ୍ତଙ୍କ ପୁତ୍ର ଲୋକନାଥ (୨୬)। ଜଙ୍ଗଲ, ବନ୍ୟଜନ୍ତୁ ସୁରକ୍ଷା ତଥା ପର୍ଯ୍ୟାବରଣର ସଚେତନତା ବାର୍ତ୍ତା ନେଇ…

ପାଟକନାରେ ହାତୀ ଉପଦ୍ରବ: ବନବିଭାଗ ଗାଡ଼ି ଅଟକାଇଲେ ଗ୍ରାମବାସୀ

ବନ୍ତ,୩୦।୬(ସ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ପାଟକନା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗ୍ରାମର କାର୍ତ୍ତିକ ଘଡେଇଙ୍କ କାନ୍ଥକୁ ହାତୀ ଭାଙ୍ଗିଦେଇଛି । ବାଡିରେ ପନିପରିବା ନଷ୍ଟ କରିବା ସହ ଗୋରୁଖାଦ୍ୟ ଖାଇ ନଷ୍ଟ…

ଡାକ୍ତରଖାନାରେ ୫ ଅନଶନକାରୀ ଚିକିତ୍ସାଧୀନ: ପ୍ରତିଶ୍ରୁତି ପରେ ଅନଶନ ସ୍ଥଗିତ ରଖିଲା ଭିନ୍ନକ୍ଷମ ମଞ୍ଚ

କପ୍ତିପଦା,୩୦।୬(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ୭ ଦଫା ଦାବି ନେଇ ଗତ ବୁଧବାରଠାରୁ ଧାରଣା ଓ ଆମରଣ ଅନଶନ ଆନ୍ଦୋଳନ ଜାରି ରହିଥିଲା। ପ୍ରଶାସନ ପକ୍ଷରୁ ଦାବି ପୂରଣ କରାଯିବା ଲାଗି ଆଶ୍ୱାସନା ଦିଆଯିବାରୁ ଶନିବାର ଅନଶନକୁ ସ୍ଥଗିତ…

ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି ଜୋର

ବାରିପଦା ଅଫିସ, ୩୦।୬- ବିଶ୍ୱ ବିଖ୍ୟାତ ପୁରୀ ରଥଯାତ୍ରା ପରେ ବାରିପଦା ସ୍ବତନ୍ତ୍ର ଗୁରୁତ୍ୱ ରଖୁଥିବାରୁ ଏହାକୁ ‘ଦ୍ୱିତୀୟ ଶ୍ରୀକ୍ଷେତ୍ର’ ମାନ୍ୟତା ପ୍ରଦାନ ଦାବି ଜୋର ଧରିଛି। ବାରିପଦା ଜଗନ୍ନାଥ ମନ୍ଦିରର ସେବାୟତମାନେ ଶନିବାର ଭୁବନେଶ୍ୱର ଯାଇ ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ…

ଡାକ୍ତର ଓ ସ୍ବାସ୍ଥ୍ୟ ସେବିକାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୩ ଘଣ୍ଟା ଧରି ରୋଗୀସେବା ବ୍ୟାହତ

ବାରିପଦା ଅଫିସ, ୩୦।୬- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍‌ପିଟାଲରେ ଚିକତ୍ସା ସେବା ନ ମିଳିବା ଘଟଣାକୁ ନେଇ ଶନିବାର ଗଣ୍ଡଗୋଳ ଘଟି କାର୍ଯ୍ୟବନ୍ଦ ଆନ୍ଦୋଳନ ଯାଏ କଥା ଯାଇଛି। ରୋଗୀଙ୍କ ସମ୍ପର୍କୀୟ ଏବଂ ସ୍ବାସ୍ଥ୍ୟସେବିକାଙ୍କ…

ଶିକ୍ଷକଙ୍କଠାରୁ ଲୁଟ୍‌ କରି ପଳାଉଥିବା ବେଳେ ଧରା ପଡ଼ିଲେ ଲୁଟେରା

ବସ୍ତା, ୨୯।୬(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ଓ ତାହାର ଆଖପାଖ ଅଞ୍ଚଳରେ ଲୁଟେରାଙ୍କ ଦୌରାମତ୍‌ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ବିଶେଷ କରି ବିଭିନ୍ନ ବ୍ୟାଙ୍କରୁ ବାହାରୁଥିବା ଲୋକଙ୍କ ଉପରେ ତୀକ୍ଷ୍‌ଣ ନଜର ରଖି ସେମାନଙ୍କ ଦୃଷ୍ଟି…

ରାଜପଥରେ ଓଲଟିଲା ବିଲାତି ବୋଝେଇ ଟ୍ରକ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ରୂପ୍‌ସା/ବସ୍ତା, ୨୯।୬(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ୍‌ଠାରେ ଏକ ବିଲାତି ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ଏହି ଟ୍ରକ (ନଂ.ଡବ୍ଲ୍ୟୁବି୧୭ଏନ୍‌-୨୦୩୫) ବାଙ୍ଗାଲୋରରୁ ବିଲାତି ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଭାରସାମ୍ୟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?