ବାଲେଶ୍ୱର

ପାଣି ପାଇଁ ଡହଳବିକଳ, ଗରା ଧରି ରାସ୍ତାରେ ମହିଳା

ଜଳେଶ୍ୱର,୨୧।୪(ଡି.ଏନ.ଏ.): ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପିଇବା ପାଣି ସମସ୍ୟା ଉକତ୍ଟ ହେବାରେ ଲାଗିଛି। ଘନ ଘନ ବିଦ୍ୟୁତକାଟ୍‌ ଯୋଗୁ ପାଇପ୍‌ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଜଳେଶ୍ୱର…

ଉନ୍ନତ ଭାରତ ପାଇଁ ଶିକ୍ଷାର ବିକାଶ ଜରୁରୀ: ରାଜ୍ୟପାଳ

ବାହାନଗା/ସିମୁଳିଆ, ୧୯।୪ (ଡି.ଏନ.ଏ.) ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସୋମବାର ବାଲେଶ୍ୱର ଜିଲା ଗସ୍ତ କରି ଦୁଇଟି ପୃଥକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି। ଉନ୍ନତ ଭାରତ ଲାଗି ଶିକ୍ଷାର ବିକାଶ ଜରୁରୀ ବୋଲି ରାଜ୍ୟପାଳ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

ବସ୍ତିବାସିନ୍ଦାଙ୍କ ଭୟରେ ତହସିଲ ଅଫିସ ଫାଟକରେ ତାଲା

ବାଲେଶ୍ୱର ଅଫିସ, ୧୯ା୪ ବାଲେଶ୍ୱର ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ସଦର ତହସିଲ ଅଫିସ୍‌ ଫାଟକ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ଅଞ୍ଚଳରୁ ଲୋକମାନେ କାମ ପାଇଁ ତହସିଲ ଅଫିସ୍‌କୁ ଆସି ବନ୍ଦ ଥିବା…

ନିଆଁ ଲାଗି ୨ ଏକର ଜଙ୍ଗଲ ଜଳିଗଲା

ସୋର,୧୮।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ସରଳିଆ ନିକଟବର୍ତ୍ତୀ କୁଲଡିହା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଦେବଗିରି ପାଦଦେଶ ଜଙ୍ଗଲରେ ରବିବାର ନିଆଁ ଲାଗିଯାଇଥିଲା। ଏହା ଫଳରେ ୨ ଏକର ପରିମିତ ଜଙ୍ଗଲର ବିଭିନ୍ନ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ…

ଲକ୍ଷାଧିକ ଟଙ୍କାର ମାଛ ମରି ଭାସିଲେ

ସୋର,୧୮।୪(ଡି.ଏନ.ଏ): ପଞ୍ଚାୟତ ନିର୍ବାଚନକୁ ୨ ମାସ ବିତିଯାଇଥିଲେ ସୁଦ୍ଧା ଗଁା ଗଣ୍ଡାରେ ଲାଗି ରହିଥିବା ବିବାଦ ଥମି ନାହଁି। ନିର୍ବାଚନରେ ପ୍ରାର୍ଥୀ ହେବାକୁ କେନ୍ଦ୍ରକରି ଜଣେ ମହିଳାଙ୍କ ଉପରେ ରାଗ ରଖି ତାଙ୍କ ସ୍ବୟଂ ସହାୟକ ଗୋଷ୍ଠୀ ଲିଜ୍‌ରେ ନେଇଥିବା ଏକ ପୋଖରୀରେ…

ଶାରିଶୁଆ ଜଙ୍ଗଲରେ ନିଆଁ

ଖଇରା,୧୮।୪(ଡି.ଏନ.ଏ.)- ଶାରିଶୁଆ ପାହାଡର ପାଖାପାଖି ୫୦ବର୍ଗ କି.ମି. ଅଞ୍ଚଳ ଜଙ୍ଗଲରେ ନିଆଁଲାଗି ଗଛପତ୍ର ପୋଡ଼ି ଯାଉଥିବା ପାହାଡ଼ ସଂଲଗ୍ନ ଗ୍ରାମଗୁଡ଼ିକର ଅଧିବାସୀମାନେ ଅଭିଯୋଗ କରିଛନ୍ତି। ୨ଦିନ ଧରି ପାହାଡ଼ ଜଳୁଥିଲେ ହେଁ ବନ ବିଭାଗ ନିଆଁ ଲିଭାଇବା ପାଇଁ କୋଣସୀ ପଦକ୍ଷେପ…

ବଢୁଛି ନିଶା କାରବାର

ଖଇରା,୧୮।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ବହୁ ଦାବି ପରେ ଏକ ଅବକାରୀ ଥାନା କାର୍ଯ୍ୟାଳୟ ୪ମାସ ଧରି ଭଡ଼ା ଘରେ ଆରମ୍ଭ ହୋଇଛି। ହେଲେ ଖୋଲିବା ଦିନଠାରୁ ୨/୪ଦିନ ଛାଡ଼ି ଦେଲେ ଅଧିକାଂଶ ଦିନ ବନ୍ଦ ହୋଇ ରହୁଛି। ୩୭ ପଞ୍ଚାୟତରୁ…

୨୦କି.ମି. ଦୂର କେନ୍ଦ୍ରରେ ପରୀକ୍ଷା ଦେବେ ସଂସ୍କୃତ ବିଦ୍ୟାଳୟ ଛାତ୍ରୀଛାତ୍ର, ଧାରଣାରେ ବସିଲେ ଅଭିଭାବକ

ଖଇରା, ୧୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକର ଅନ୍ୟତମ ପୁରାତନ ଗଡପୋଖରୀ ହାଇସ୍କୁଲ ପୂର୍ବରୁ ବୋର୍ଡ ପରୀକ୍ଷା କେନ୍ଦ୍ର ହୋଇଆସୁଥିବା ବେଳେ ଚଳିତ ବର୍ଷ ଏହାକୁ ଇଛାକୃତ ଭାବେ ତାଲିକାରୁ କାଟି ଦିଆଯାଇଛି। ଏହାକୁ ନେଇ ଅଭିଭାବକ ତଥା ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ…

ଏମ୍‌ସ ସାଟେଲାଇଟ୍‌ ସେଣ୍ଟରରେ ଓପିଡି ସେବା

ବାଲେଶ୍ୱର ଅଫିସ, ୧୭।୪: ବାଲେଶ୍ୱର ଜିଲା ଜାତୀୟ ରାଜପଥ ପାର୍ଶ୍ୱସ୍ଥିତ ରେମୁଣାଠାରେ ନବନିର୍ମିତ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ନିଜସ୍ବ କୋଠାରେ ଶନିବାରଠାରୁ ଓପିଡି ସେବା ଆରମ୍ଭ ହୋଇଛି। ପୂର୍ବାହ୍ନ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏଣ୍ଡୋକ୍ରାଇନୋଲୋଜି, ଜେନେରାଲ ସର୍ଜରି ଓ ଚର୍ମ…

ବାଲେଶ୍ୱର ଏମ୍‌ସରେ ଓପିଡି ସେବା

ବାଲେଶ୍ୱର ଅଫିସ, ୧୬।୪ : ବାଲେଶ୍ୱର ଏମ୍‌ସ ସାଟେଲାଇଟ ସେଣ୍ଟର ଶନିବାର ଲୋକାର୍ପିତ ହୋଇଯାଇଛି। ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ଓପିଡି ସ୍ବାସ୍ଥ୍ୟସେବା ମିଳିବ। ତେବେ ଡାକ୍ତରଙ୍କ ଅଭାବ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଡାକ୍ତରଙ୍କ ପଦବୀ…

ସ୍ବର୍ଣ୍ଣଚୂଡ ଜଙ୍ଗଲରେ ନିଆଁ

ସଜନାଗଡ଼, ୧୬।୪(ଡି.ଏନ.ଏ.) ହୁତୁ ହୁତୁ ହୋଇ ଜଳୁଥିଲା ନୀଳଗିରି ସଂରକ୍ଷିତ ସ୍ବର୍ଣ୍ଣଚୂଡ଼ ଜଙ୍ଗଲ। ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମାତ୍ର ପହଞ୍ଚତ୍ ପାରୁନି ବନବିଭାଗ। ଫଳରେ ଗ୍ରାମବାସୀ ଗରା ଓ ବାଲ୍‌ତି ଧରି ନିଆଁ ଲିଭାଇବାକୁ ପ୍ରୟାସ…

୭ଦିନ ଭିତରେ ଟଙ୍କା ନ ମିଳିଲେ ଧାରଣା

ବାହାନଗା, ୧୬।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତିରେ ଦୀର୍ଘ ୩ ବର୍ଷ ତଳେ ଚାଷୀମାନେ ମିଲ୍‌ରେ ଧାନ ବିକ୍ରି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟଙ୍କା ପାଇପାରି ନାହାନ୍ତି ା ଆଗାମୀ ୭ଦିନ ମଧ୍ୟରେ ଚାଷୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri