ନାଚ,ଗୀତରେ ଝୁମିଲେ ବରଯାତ୍ରୀ
ବାହାନଗା,୬।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ଖରିଦା ଓ ଖନ୍ତାପଡ଼ା ପଞ୍ଚାୟତର ଚିତାପଦା ଗ୍ରାମରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଶେଷ ହୋଇଛି। ଚିତାପଦା ଗ୍ରାମସ୍ଥିତ ବାବା ଚିତ୍ରେଶ୍ୱରଙ୍କ ବିବାହ ନିମନ୍ତେ ମନ୍ଦିର ପରିସରରୁ ବରଯାତ୍ରୀ ଶୋଭାଯାତ୍ରାରେ ବାହାରି ଖନ୍ତାପଡ଼ା…
ହଟୁନି ଅଚଳାବସ୍ଥା, ଖାଦ୍ୟରୁ ବଞ୍ଚିତ ପିଲା
ଖଇରା,୬।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ବର୍ତ୍ତନା ଗ୍ରାମ ପଞ୍ଚାୟତ ଅଧୀନ ପଦୁନା ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ୨୦୧୪ରୁ ଲାଗି ରହିଥିବା ଅଚଳାବସ୍ଥା ଜିଲାପାଳଙ୍କ ହସ୍ତକ୍ଷେପ ପରେ ମଧ୍ୟ ହଟିପାରୁନି। ଯାହାର ପରିଣାମ କେନ୍ଦ୍ରରେ…
ନିର୍ବାଚନ ଅଧିକାରୀଙ୍କୁ ତାଲା
ନୀଳଗିରି, ୫।୬(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପ୍ସରେ ସମବାୟ ନିର୍ବାଚନ ପ୍ରକ୍ରିୟାରେ ବହୁ ବିଭ୍ରାଟ ଘଟିଥିବା ବେଳେ ନିର୍ବାଚନୀ ନୀତିନିୟମକୁ ସମ୍ପୃକ୍ତ ଲ୍ୟାମ୍ପ୍ସ ଶାଖା ପରିଚାଳକ ଓ ନିର୍ବାଚନ ଅଧିକାରୀ ଉଲ୍ଲଂଘନ କରିଥିବା ନେଇ ଉଭୟଙ୍କୁ ପ୍ରାର୍ଥୀମାନେ ତାଲା ପକାଇ ଦେଇଥିଲେ।…
ଗୋଚର, ଶ୍ମଶାନ ଓ ଜଙ୍ଗଲ ଜମିରେ ଖର୍ଚ୍ଚ ହେଉଛି ‘ୟାସ୍’ ଅର୍ଥ
ଖଇରା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତରେ ୟାସ୍ ବାତ୍ୟାରେ ଆସିଥିବା ଅର୍ଥ ବେନିୟମ ଭାବେ ଖର୍ଚ୍ଚ ହେଉଥିବା ନେଇ ବିଭିନ୍ନ ଗ୍ରାମର ବାସିନ୍ଦା ଅଭିଯୋଗ କରିଛନ୍ତି ା ଏଭଳିକି ହାଇକୋର୍ଟଙ୍କ ରାୟ ପରେ ମଧ୍ୟ ଜିଲାପାଳଙ୍କ ନିଷ୍ପତ୍ତିରେ ବିଳମ୍ବକୁ…
ପାଇଥିବା ମନିପର୍ସ ଫେରାଇଲେ
ରୂପସା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ବାହାର୍ଦ୍ଦା ପଞ୍ଚାୟତ ବାରିଦା ଗ୍ରାମର ସହୃଦୟ ଯୁବକ ଗଦାଧର ମହତା ମାନବିକତା ଦେଖାଇଛନ୍ତି। ପାଇଥିବା ପଇସା ଭର୍ତ୍ତି ମନି ପର୍ସ ସହ ଏଟିଏମ କାର୍ଡ଼, କ୍ରେଡିଟ କାର୍ଡ଼, ଆଧାର କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ…
ମହିଳାଙ୍କୁ ଦଳିଦେଲା ହାତୀ
ଖଇରା,୪ା୬(ଡି.ଏନ୍.ଏ.): ହାତୀ ଦଳିଦେବାରୁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ କଇଥଗଡ଼ିଆ ଗ୍ରାମର ସଜନୀ ସିଂ(୫୨) ଶନିବାର ପ୍ରାଣ ହରାଇଛନ୍ତି। ସଜନୀ ସକାଳେ ମୟୂରଭଞ୍ଜର ବଡ଼ହୁଡ଼ି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ହାତୀ ପାଦରେ ଦଳି ଦେଇଥିଲା। ସୋର ରେଞ୍ଜର…
ନିର୍ମାଣ ହେବ ମିନି ଷ୍ଟାଡିୟମ
ବାଲେଶ୍ୱର ଅଫିସ,୪।୬ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ଶ୍ରୀଜଙ୍ଗ ପଡ଼ିଆରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ମିନି ଷ୍ଟାଡ଼ିୟମ୍ ହେବାର ଏକ ପ୍ରକଳ୍ପ ସୁପାରିଶ ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ପ୍ରକଳ୍ପ ବାବଦରେ ୩୦ଲକ୍ଷ ଟଙ୍କା ଅର୍ଥରାଶି…
ନିଃଶୁଳ୍କ ସ୍ଵାସ୍ଥ୍ୟସେବା ଯୋଜନା ବାଟବଣା
ବାଲେଶ୍ୱର ଅଫିସ, ୪।୬ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ୍ କଲେଜ ହସପିଟାଲରେ ନିଯୁକ୍ତି ପାଇଥିବା କେତେକ ବିଶେଷଜ୍ଞ ଡାକ୍ତର ନିଜର କର୍ତ୍ତବ୍ୟରେ ଅବହେଳା କରି ଘରୋଇ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଏନେଇ ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଉଦ୍ବେଗ…
ଯୁବକଙ୍କୁ ହାଣି ରାସ୍ତାକଡ଼ରେ ପିଙ୍ଗିଦେଲେ
ବାଲେଶ୍ୱର ଅଫିସ ୪।୬: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକରେ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଛନ୍ତି। ମୃତକ ଜଣକ ହେଲେ ସୁନାହାଟ ଅଞ୍ଚଳର ବାପୁନୁ ଓରଫ…
୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁର୍ନୀତି ଅଭିଯୋଗ
ବାହାନଗା, ୩।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁର୍ନୀତି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୫ଟି ଅଧୀନରେ ଯେଉଁ ବିଦ୍ୟାଳୟଗୁଡିକ ସାମିଲ ହେଉଛି ସେହି ବିଦ୍ୟାଳୟଗୁଡିକର ରୂପରେଖ ବଦଳିଯାଉଛି। ସମସ୍ତ କାର୍ଯ୍ୟକ୍ରମ ବିଡିଓ,…
ପାଇଲଟ୍ ପ୍ରକଳ୍ପ ବାଟବଣା
ଜଳେଶ୍ୱର, ୩।୬(ଡି.ଏନ.ଏ.) ଦୁଇବର୍ଷ ତଳେ ବାଲେଶ୍ୱର ଜିଲାର କ୍ଲଷ୍ଟର ରୁରାଲ ହାଉସିଂ କଲୋନୀ ଜଳେଶ୍ୱର ବ୍ଲକରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ା ଅଦ୍ୟାବଧି କାର୍ଯ୍ୟ ଶେଷ ହେବାର ନାମ ଧରୁନାହିଁ। ସେଠାରେ ୬୦ପରିବାର ରହିବାକୁ ଥିବା ବେଳେ…
ନଳିତା ଚାଷରୁ ମୁହଁ ଫେରାଇଲେଣି ଚାଷୀ
ବାଲିଆପାଳ,୨।୬: ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ସୁବର୍ଣ୍ଣରେଖା ନଦୀ ଅବବାହିକାର ମୃତ୍ତିକା ଓ ଜଳବାୟୁ ନଳିତା ଚାଷ ପାଇଁ ବେଶ୍ ଅନୁକୂଳ। ପୂର୍ବରୁ ଏଠାରେ ଏତେ ପରିମାଣରେ ନଳିତା ଚାଷ ହେଉଥିଲା ଯେ ତାହା କୃତ୍ରିମ ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ଏହାକୁ…
Archives


