ବାହାର୍ଦ୍ଦାରେ ହେବ ସର୍ବବୃହତ୍ ମାଛ ମାର୍କେଟ୍
ବାଲେଶ୍ୱର ଅଫିସ/ବସ୍ତା, ୧୮।୮(ଡି.ଏନ.ଏ.): ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜନେସ ପାର୍କ ସମ୍ମିଳନୀ କକ୍ଷରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବୈଠକରେ ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ, ମତ୍ସ୍ୟ ବ୍ୟବସାୟୀଙ୍କ ଉପସ୍ଥିତିରେ ବସ୍ତା ବ୍ଲକ ବାହାର୍ଦ୍ଦାଠାରେ ଅତ୍ୟାଧୁନିକ…
ଉଚ୍ଛେଦ ପ୍ରତିବାଦରେ ଉଠାଦୋକାନୀଙ୍କ ବିକ୍ଷୋଭ
ବାଲେଶ୍ୱର ଅଫିସ,୧୭।୮: ବାଲେଶ୍ୱର ସହର ଓଟି ରୋଡ଼ ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ଏହାକୁ ବିରୋଧ କରି ଉଠାଦୋକାନୀ ସଂଘ ବିିକ୍ଷୋଭ କରିଛନ୍ତି। ବାଲେଶ୍ୱର ସହରର ଓଡ଼ିିଶା ଟ୍ରଙ୍କ ରୋଡକୁ ୬ଟିକିଆ ରାସ୍ତା ନିର୍ମାଣର ଦ୍ୱାହିଦେଇ ବାଲେଶ୍ୱର ଟାଉନ…
୯ ବର୍ଷ ବିତିଲାଣି, ସରୁନି ସେତୁ ନିର୍ମାଣ
ନୀଳଗିରି, ୧୭।୮(ସ୍ବ.ପ୍ର.): ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ବିଜୁ ସେତୁ ଯୋଜନାରେ କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରକଳ୍ପ ନିର୍ମାଣର…
ଭାରତ ସ୍ବାଧୀନତାରେ ବାଲେଶ୍ୱରର ଅବଦାନ ଅତୁଳନୀୟ କହିଲେ ମନ୍ତ୍ରୀ
ବାଲେଶ୍ୱର ଅଫିସ ୧୫।୮: ବାଲେଶ୍ୱର ଜିଲା ପୋଲିସ ରିଜର୍ଭ ପଡ଼ିଆରେ ସୋମବାର ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଭାରତ ସ୍ବାଧୀନତାରେ…
ଚିନ୍ତା ବଢ଼ାଉଛି ଜଳକା ବନ୍ୟା
ରୂପସା,୧୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲାର ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ୩ଦିନ ଧରି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଏହି ନଦୀରେ ଆସିଥିବା ବନ୍ୟା ପାଇଁ ଜନସାଧାରଣଙ୍କ ଚିନ୍ତା ବଢ଼ି ଯାଇଛି। ରବିବାର ୭ଟି ପଞ୍ଚାୟତର…
୬୬୭.୩୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ
ବାଲେଶ୍ୱର ଅଫିସ,୧୫।୮: ବାଲେଶ୍ୱର ଜିଲାରେ ପାନୀୟ ଜଳ ଓ ଲୁଣା ବନ୍ଧ ପ୍ରକଳ୍ପ ପାଇଁ ଗତ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ୍ ୬୬୭.୩୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଥିବାରୁ ଜିଲା ବିଜେଡି ପକ୍ଷରୁ ଶନିବାର ସନ୍ଧ୍ୟାରେ ଆୟୋଜିତ…
ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ
ବାଲିଆପାଳ, ୧୪ ।୮(ସ୍ବ.ପ୍ର.): ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣବର୍ଷା ଫଳରେ ଶନିବାର ଅପରାହ୍ନଠାରୁ ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଦିପଦସଂକେତ ଉପରେ ଜଳ ପ୍ରବାହିତ ହେଲେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ…
ବୋଳଙ୍ଗ-ପାଉଁଶିଆ ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ
ବାଲେଶ୍ୱର ଅଫିସ,୧୨ା୮: ଲଘୁଚାପ ଜନିତ ଲଗାଣ ବର୍ଷା ୭ ଦିନ ଧରି ହେବା ଫଳରେ ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଙ୍ଗ ପଞ୍ଚାୟତରୁ ପାଉଁଶିଆ ରାସ୍ତାକୁ ସଂଯୋଗ କରୁଥିବା ଆର୍ଡି ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଫଳରେ ଏହି ରାସ୍ତା…
ଚାଷଜମିରେ ଢେଉ ମାରୁଛି ବନ୍ୟାଜଳ
ବାହାନଗା,୧୨ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ୬ଦିନ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷା ଫଳରେ କେତେକ ପଞ୍ଚାୟତରେ ଥିବା ହଜାର ହଜାର ଚାଷ ଜମିରେ ବନ୍ୟାଜଳ ଢେଉ ମାରୁଛି। ଯେଉଁଥିପାଇଁ ସମ୍ପୃକ୍ତ ପଞ୍ଚାୟତରେ କ୍ଷତିଗ୍ରସ୍ତ ଜମିର ଚାଷୀମାନେ ମୁଣ୍ଡରେ ହାତ…
ବିପଦସଙ୍କେତ ଟପିଲା ଜଳକା
ରୂପସା, ୧୨।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଏହି ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବା ସହିତ ଚଳିତବର୍ଷ ପ୍ରଥମଥର ପାଇଁ ବିପଦସଂକେତ ଉପରକୁ…
ଦିଲ୍ଲୀରୁ ଧରାହେଲେ ନାଇଜେରୀୟ
ବାଲେଶ୍ୱର ଅଫିସ, ୧୨ା୮:ସାଇବର ଠକ ଏବେ ଆପଣାଇଛନ୍ତି ଅଭିନବ ଉପାୟ। ବିଦେଶିନୀଙ୍କ ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନିକଟରେ ହନିଟ୍ରାପର ଶିକାର ହୋଇ ବାଲେଶ୍ୱର ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହରାଇଛନ୍ତି ୩୦ ଲକ୍ଷ ଟଙ୍କା।…
ଅତଡ଼ା ଖସୁଛି, ଟାଙ୍ଗଣା ପୋଲ ବିପଦସଙ୍କୁଳ
ନୀଳଗିରି, ୧୧ା୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଶେରଗଡ଼ ନୀଳଗିରି ଝରଣଘାଟି ୧୯ନଂ. ରାଜ୍ୟ ରାଜପଥ ଟାଙ୍ଗଣା ଛକ ନିକଟରେ ଥିବା ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସୋମବାର ରାତିରେ ପୋଲ ମଝିରେ ୫ଫୁଟ ଲମ୍ବର ଅତଡ଼ା ଖସିପଡିଛି। କେଉଁ…

