ଚର୍ଚ୍ଚାରେ ରାଜାଘର ରାଜନୀତି
ବଲାଙ୍ଗୀର,୨୨ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଓଡ଼ିଶା ରାଜନୀତିରେ ଯେଉଁ କେତୋଟି ଚର୍ଚ୍ଚିତ ରାଜନୈତିକ ପରିବାର ରହିଛନ୍ତି, ସେଥିମଧ୍ୟରୁ ବଲାଙ୍ଗୀର ରାଜପରିବାର ବା ସିଂଦେଓ ପରିବାର ଅନ୍ୟତମ। ସ୍ବାଧୀନତା ପରଠାରୁ ଦୀର୍ଘ ୭୬ ବର୍ଷର ରାଜନୀତିକୁ ବିଶ୍ଳେଷଣ କଲେ ବଲାଙ୍ଗୀର ରାଜପରିବାରର ଏକାଧିକ ସଦସ୍ୟ…
ରାସ୍ତା, ପାଣି ମୁଖ୍ୟ ସମସ୍ୟା
କଣ୍ଟାବାଞ୍ଜି,୧୮ା୧୨(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଆଦିବାସୀ ବହୁଳ କୁଇବାହାଲ ଗ୍ରାମ ପଞ୍ଚାୟତ। ପଞ୍ଚାୟତ ସଦର ଗ୍ରାମ କୁଇବାହାଲ ସହିତ କଲୋନୀପଡା, ସୁରିପଡା, ମହୁଲପଡା, ଦେବାହାଲିଆ ପଡା, କିନ୍ଦେରକେଲା ଓ ଖଲିଆପଡା ଆଦି ୬ଟି ପଡା ରହିଛି। ଆଜି ବି…
ଧରିତ୍ରୀ ପ୍ରଭାବ: ଖାଦ୍ୟନଳୀ ନଥିବା ଶିଶୁକୁ ମିଳିବ ଚିକିତ୍ସା ସୁବିଧା
ବଲାଙ୍ଗୀର,୧୮ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଖାଦ୍ୟନଳୀ ନ ଥିବା କାରଣରୁ ଜଣେ ଶିଶୁ କିଭଳି ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି ଏବଂ ଏକ ଦିନମଜୁରିଆ ଦମ୍ପତି କିଭଳି ଦୀର୍ଘ ୯ ମାସ ଧରି ଡାକ୍ତରଖାନା ଦୌଡୁଛନ୍ତି ସେନେଇ ଗତ ୧୪ତାରିଖ ଧରିତ୍ରୀରେ ଏକ…
ଏଟିଏମ୍ କାଟି ନେଇଗଲେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା
ପାଟଣାଗଡ଼,୧୭।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ସରମୁହାଣ ଏସ୍ବିଆଇ ଏଟିଏମ୍ କାଉଣ୍ଟରରୁ ଏକ ବଡ଼ ଧରଣର ଲୁଟ୍ ହୋଇଛି। କେତେକ ଦୁର୍ବୃତ୍ତ ଏଟିଏମ୍ କାଉଣ୍ଟରକୁ କଟର ମେଶିନରେ କାଟି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଖବର ପାଇ ପାଟଣାଗଡ଼…
କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା
ଟିଟିଲାଗଡ଼୧୭।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମର କେଶରୀ ବାଗଙ୍କ ପୁଅ ଚାଷୀ ଚମରୁ ବାଗ (୪୯) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଶନିବାର ସନ୍ଧ୍ୟାରେ ସେ ଏଭଳି କାଣ୍ଡ କରିଥିବା କୁହାଯାଉଛି। ପ୍ରଥମେ ତାଙ୍କୁ ଟିଟିଲାଗଡ଼…
୯ ମାସ ଶିଶୁକନ୍ୟାର ଜନ୍ମରୁ ନାହିଁ ଖାଦ୍ୟନଳୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ
ବଲାଙ୍ଗୀର,୧୪ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ବିନ୍ଧାପାଲି ଗାଁର ସରୋଜ ସାହୁଙ୍କ ଘରେ ପ୍ରାୟ ୯ ମାସ ତଳେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ଉକ୍ତ ଶିଶୁକନ୍ୟା ଆରତୀ (୯ମାସ)ଙ୍କ ଖାଦ୍ୟନଳୀ ନଥିବା ଜଣାପଡିବା ପରେ ତାଙ୍କୁ କଟକ…
ସରିଲା ଆୟକର ଚଢାଉ, ଭୁବନେଶର ଫେରିଲେ ଅଧିକାରୀ
ବଲାଙ୍ଗୀର,୧୨।୧୨( ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଓ ଟିଟିଲାଗଡ଼ରେ ଗତ ୭ ଦିନ ଧରି ଚାଲିଥିବା ଆୟକର ଚଢାଉ ମଙ୍ଗଳବାର ଶେଷ ହୋଇଛି । ବଲାଙ୍ଗୀର କ୍ଳବପଡା ମଦଭାଟି ଅଫିସରୁ ବାହାରି ଜଣେ ଅଧିକାରୀ ଆୟକର ଚଢାଉ ଅଭିଯାନ ବଲାଙ୍ଗୀରରୁ ଶେଷହେଲା…
ଗଣତି ସରିଲା, ବିଭ୍ରାନ୍ତି ବଢ଼ିଲା
ବଲାଙ୍ଗୀର, ୧୨ା୧୨ (ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାର ବିଭିନ୍ନ ମଦଭାଟି, ମଦ ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚାଲିଥିବା ଆୟକର ବିଭାଗ ଚଢ଼ାଉ ସୋମବାର ଷଷ୍ଠଦିନରେ ପହଞ୍ଚତ୍ଛି। ରବିବାର ରାତି ୯ଟା ସୁଦ୍ଧା ମଦଭାଟିରୁ ଜବତ ଟଙ୍କା ଗଣତି ସରିଥିବା…
ଷଷ୍ଠ ଦିନରେ ଆୟକର ବିଭାଗର ଚଢାଉ: ଭାଟି ମ୍ୟାନେଜରଙ୍କୁ ପଚରାଉଚରା
ବଲାଙ୍ଗୀର,୧୧।୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ମଦଭାଟି, ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚଢ଼ାଉ କରି ଆୟକର ବିଭାଗ ଜବତ କରିଥିବା କୋଟି କୋଟି ଟଙ୍କାର ଶେଷରେ ହିସାବ ମିଳିଛି। କେବଳ ବଲାଙ୍ଗୀର ଏସ୍ବିଆଇ ମୁଖ୍ୟ ଶାଖାରେ ଚାଲିଥିବା ଗଣତି…
ଦିନେ କଳାଧନ ପାଇଁ ଭାଷଣ ଦେଉଥିଲେ, ଏବେ ଆୟକର ପଞ୍ଝାରେ ପଡିଲେ ଧୀରଜ ସାହୁ
ନୂଆଦିଲ୍ଲୀ,୧୦।୧୨: କଂଗ୍ରେସର ପୂର୍ବତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ମଦ ଭାଟି ସହିତ ଘର ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଆୟକର ବିଭାଗର ଚଢ଼ାଉ ପରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର…
ସରୁନି ଟଙ୍କାଗଣା ଆହୁରି ଲାଗିବ ଦୁଇଦିନ
ବଲାଙ୍ଗୀର ୧୦।୧୨: ବଲାଙ୍ଗୀର ସୁଦପଡା ମଦଭାଟିରେ ରବିବାର ଆୟକର ବିଭାଗର ଚଢ଼ାଉ ଚାଲିଛି । ୫୦ଟି ମେଶିନରେ ଟଙ୍କା ଗଣତି ଜାରି ରହିଛି। ତେବେ ପୁଳା ପୁଳା ଟଙ୍କା ବାହାରୁଥିବାରୁ ଗଣନା ସରୁନି। ଏହା ଆହୁରି ଦୁଇଦିନ ଲାଗିବ ବୋଲି ଅନୁମାନ…
Video: ସରୁନି ବଲାଙ୍ଗିର ମଦ ବ୍ୟବସାୟୀଙ୍କ ଟଙ୍କା ଗଣତି, ଆସିଲା SBI ଭିତରେ ଟଙ୍କା ଗଣା ଦୃଶ୍ୟ
ବଲାଙ୍ଗୀର,୧୦ା୧୨: ରବିବାର ବଲାଙ୍ଗୀର ସୁଦପଡା ମଦଭାଟିରେ ଚଢାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୪୦ଟି ବ୍ୟାଗର ଗଣତି ଶେଷ ହୋଇଥିବା ବେଳେ ଏହା ଆଗକୁ ମଧ୍ୟ ଚାଲିବ ବୋଲି ସୂଚନା ମିଳିଛି। ସେହିପରି ବଲାଙ୍ଗିର ସୁଦପଡା SBI ମ୍ୟାନେଜର ଭଗତ ବେହେରା…
Archives


