ବଲାଙ୍ଗୀର

ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ: କହିଲେ ରାଜ୍ୟର ଚାଷୀଙ୍କ ଆୟ…

ବଲାଙ୍ଗୀର,୧୭।୬: ବଲାଙ୍ଗୀର ପଥରଚେପା ଠାରେ ମଙ୍ଗଳବାର ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ କୃଷକ ମାନଙ୍କ ଯୋଗଦାନ ଓ ଭୂମିକା ସମ୍ପର୍କରେ କହିଥିଲେ।…

କଳା ବ୍ୟାଜ୍‌ ପିନ୍ଧି ଆନ୍ଦୋଳନ କଲେ ବନ କର୍ମଚାରୀ

ବଲାଙ୍ଗୀର,୧୬ା୬(ସୁନୀଲ କୁମାର ମହାନ୍ତି): ରାଜ୍ୟର ଜଙ୍ଗଲ ସୁରକ୍ଷା ଓ ପରିଚାଳନାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ପଦବୀରେ ଥିବା ବନ ବିଭାଗର କର୍ମଚାରୀ। ଜଙ୍ଗଲରେ ନିଆଁ ଲିଭାଇବା, ଗଛକୁ ସୁରକ୍ଷା ଦେବା, ଶିକାରୀଙ୍କଠାରୁ ବନ୍ୟଜନ୍ତୁଙ୍କୁ ରକ୍ଷା…

ବଲାଙ୍ଗୀର ଆସିବେ ମୁଖ୍ୟମନ୍ତ୍ରୀ, ସ୍ବତନ୍ତ୍ର ପ୍ୟାକେଜ ଦାବି ନେଇ ଉନ୍ନୟନ ପରିଷଦର ପ୍ରସ୍ତୁତି

ବଲାଙ୍ଗୀର,୧୫ା୬(ସୁନୀଲ କୁମାର ମହାନ୍ତି): ଆସନ୍ତା ୧୭ ତାରିଖରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଲାଙ୍ଗୀର ପଥରଚେପାଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସି ଜିଲା ପାଇଁ…

ସଇଁତଳା ପେଡ଼ା: ନାଁ ଅଛି, ମିଳୁନି

କିଛି ବର୍ଷ ତଳେ ରସଗୋଲାକୁ ନେଇ କୋଲକାତା ଏବଂ ଓଡ଼ିଶା ମଧ୍ୟରେ ଦ୍ୱନ୍ଦ୍ୱ ଚାଲିଥିବା ବେଳେ ଶେଷରେ ଓଡ଼ିଶା ରାଜ୍ୟ ରସଗୋଲାର ଜିଆଇ ଟ୍ୟାଗ୍‌ ହାତେଇ ନିଜ ନାମରେ ରସଗୋଲା ପ୍ରସ୍ତୁତିର ଶ୍ରେୟ ନେଇଥିଲା। ବର୍ତ୍ତମାନ ରାଜ୍ୟର କେତେକ ଅଞ୍ଚଳରେ ବିଭିନ୍ନ…

ଧରିତ୍ରୀରେ ଖବର ପ୍ରକାଶ ପରେ ଉପରଉଡ଼ା ଗାଁରେ ଖନନ ହେଲା ନଳକୂପ

ଲୋଇସିଂହା,୯ା୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତଲିଉଡ଼ାର ଗ୍ରାମରେ ୪ ମାସ ହେଲା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ି ଥିବାବେଳେ ୩ଟି ନଳକୂପ ମଧ୍ୟରୁ ୨ଟି ଅକାମୀ ହୋଇଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ‘ଉପରଉଡ଼ାର ଗାଁରେ ଉତ୍କଟ…

ଚାଲାଣ ହେଉଥିଲା ଖଇର କାଠ: ମାଡ଼ି ବସିଲା ବନବିଭାଗ

ଲାଠୋର,୭।୬(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଉଁରାଖମନ ଛକ ନିକଟରୁ ଲାଠୋର ବନବିଭାଗ ଚୋରା ଚାଲାଣ ହେଉଥିବା ଖଇର କାଠ ସହ ଏକ ପିକଅପ ଭ୍ୟାନ୍‌ ଜବତ କରିଛି । ଏପରି କି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନରେ ସାମିଲ ହେଲେ ଛାତ୍ରୀଛାତ୍ର

ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନରେ ସାମିଲ ହେଲେ ଛାତ୍ରୀଛାତ୍ର ବଲାଙ୍ଗୀର,୫ା୬(ସୁନୀଲ କୁମାର ମହାନ୍ତି): ସ୍ଥାନୀୟ ସରକାରୀ ବସ୍‌ଷ୍ଟାଣ୍ଡ ପରିସରରେ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସପିଟାଲ ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ ଜରିଆରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ…

ଗଞ୍ଜେଇ ଚାଲାଣ କରୁଥିବାବେଳେ ୨ ମହିଳାଙ୍କୁ ଧରିଲା ବେଳବାଇ ପୋଲିସ

ବଲାଙ୍ଗୀର,୫ା୬(ସୁନୀଲ ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ ଗଞ୍ଜେଇ ଓ କପ୍‌ ସିରପ ଜୋରସୋର ଚାଲିଥିବା ବେଳେ ଗୁରୁବାର ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି ଦୁଇ ଜଣ ମହିଳା। ବଲାଙ୍ଗୀର ରେଳଓ୍ବେ ଷ୍ଟେଶନରେ ଦୁଇ ଜଣ…

ଜିଲାରେ ଚାଲିଛି ରବି ଧାନ କିଣା: ଛତିଶଗଡ଼ରୁ ଆସୁଛି ଧାନ, ଟ୍ରକକୁ ଜବତ କଲା ସ୍କ୍ବାର୍ଡ

ବଲାଙ୍ଗିର, ୨ା୬(ସୁନୀଲ ମହାନ୍ତି): ସୋମବାର ପୂର୍ବାହ୍ନରେ ଛତିଶଗଡ଼ରୁ ଏକ ଟ୍ରକ୍ ଯୋଗେ ଧାନ ଆସୁଥିବା ଖବର ପାଇ ସ୍କ୍ବାର୍ଡ ପାର୍ଟି ଚଢ଼ାଉ କରିଥିଲା l ଏବେ ବଲାଙ୍ଗିର ଜିଲାରେ ରବି ଧାନ କିଣା ଚାଲିଛି l ଏହାର ଫାଇଦା ନେଇ ଛତିଶଗଡ଼ରୁ…

ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ ବ୍ୟକ୍ତି, ୪ ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା

ବଲାଙ୍ଗୀର,୨ା୬: ବଲାଙ୍ଗୀରର ପାଟଣାଗଡ଼ ଅଂଚଳରେ ଦିବାଲୋକରେ ଏକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ ସୋମବାର ରାମଜୀ ଛକ ନିକଟରେ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ସୂଚନା ଅନୁଯାୟୀ ବ୍ୟକ୍ତିଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ: ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇଙ୍କ ସହ ୪ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ବଲାଙ୍ଗୀର,୩୧।୫(ସୁନୀଲ, ବଲାଙ୍ଗୀର): ରାସ୍ତା ଗାର୍ଡୱାଲ କାମରେ ଦୁର୍ନୀତି ହୋଇଥିବା ଖବର ପରିବେଷଣ କରିବାରୁ ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ସର୍ବସାଧାରଣ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧି ବିଜୟ ପ୍ରଧାନଙ୍କୁ ନିସ୍ତୁକ ମାଡ଼ ମାରିବା ଓ ମାଡ ମରାଯିବା ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ…

ହାଇକୋର୍ଟ ଯିବେ ପୁଞ୍ଜିଲାଲ: ପୁଅ ସହ କଲେ ଆଲୋଚନା

ବଲାଙ୍ଗୀର,୩୦ା୫(ବୀରେନ୍ଦ୍ର କୁମାର ଝାଙ୍କର):ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୁଞ୍ଜିଲାଲ ମେହେର ହାଇକୋର୍ଟ ଯିବାକୁ ମନସ୍ଥ କରିଥିବା ଜଣାପଡିଛି। ବୁଧବାର ପାଟଣାଗଡ ଏଡିଜେ ଏହି ଚର୍ଚ୍ଚିତ ମାମଲାରେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?