ବଲାଙ୍ଗୀର

ପୁଣି ମାତିଲେ କଳା ପଲ୍‌ସର ଲୁଟେରା, ଝାମ୍ପି ନେଲେ ୯୦ ହଜାର

ଟିଟିଲାଗଡ, ୧୩ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଲୁଟେରା ଗ୍ୟାଙ୍ଗ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏହିପରି ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ସୋମବାର ଘଟଣାର ପୁଣି...

ଗୋଟିଏ ପୋଷ୍ଟରରେ ନବୀନ-ନରସିଂହ

ବଲାଙ୍ଗୀର ଅଫିସ୍‌,୯ା୬: ବଲାଙ୍ଗୀର ସହର ପାଟଣା ହୋଟେଲ ଛକ ଏବଂ ମ୍ୟୁନିସିପାଲିଟି ଷ୍ଟଲ୍‌ ଉପର ବିଜ୍ଞାପନ ବୋର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ନରସିଂହ ମିଶ୍ରଙ୍କ ଫଟୋ ଥିବା ଦୁଇଟି ବଡ଼ ପୋଷ୍ଟର ଲାଗିଛି। ଉକ୍ତ ପୋଷ୍ଟରରେ ବଲାଙ୍ଗୀରରେ...

ଜଳୁଛି ଟିଟିଲାଗଡ଼, ୪୫ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୮ା୬(ବ୍ୟୁରୋ): ରାଜ୍ୟରେ ଅଗ୍ନିବର୍ଷା ହେଉଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼ ଏବଂ ନୂଆପଡ଼ାରେ...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ଟିଟିଲାଗଡ଼,୫।୬(ଡି.ଏନ୍‌.ଏ.): ଟିଟିଲାଗଡ଼ ରେଳ ଷ୍ଟେଶନର ୫ନଂ. ପ୍ଲାଟଫର୍ମରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲ ଗାଡିର ୨ଟି ବଗିରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗର ଗୋଟିଏ ନିଆଁ ଲିଭାଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ...

ସାବିତ୍ରୀ ବ୍ରତରେ ଜୀବନ ହାରିଲେ ମହିଳା

ସଇଁନ୍ତଳା,୩୦।୫(ଡି.ଏନ୍‌.ଏ.): ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସୋମବାର ବିବାହିତା ମହିଳା ଧୁମଧାମରେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି l ଏନେଇ ଗାଁଠୁ ସହର ବେଶ୍‌ ଉତ୍ସବ ମୁଖର l ହେଲେ ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ତାଳବାହାଲ ଗାଁରେ ଏକ ଅଭାବନୀୟ...

୮ ବର୍ଷ ହେଲା ପଢ଼ାଉଥିଲେ ନକଲି ଶିକ୍ଷୟିତ୍ରୀ

ବଲାଙ୍ଗୀର ଅଫିସ,୨୮ା୫: ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ପରେ ଜଣାପଡ଼ିଛି ସତ। ୮ ବର୍ଷ ହେଲା ଏକ ସ୍କୁଲରେ ଦୁଇଜଣ ନକଲି ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ଘଟଣା ନଜରକୁ ଆସିଛି। ଏହି ଶିକ୍ଷୟିତ୍ରୀଦ୍ୱୟ ଏନ୍‌ଜିଓ ଦ୍ୱାରା ନିଯୁକ୍ତ ହୋଇଥିବା ବେଳେ...

ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅନୁମତି ନାହିଁ

ବଲାଙ୍ଗୀର ଅଫିସ,୨୫ା୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ରାଜନୈତିକ ନେତାମାନେ ଏହାକୁ ନେଇ ବୟାନବାଜି, ଆକ୍ଷେପ ପ୍ରତିଆକ୍ଷେପ ଜାରି ରଖିଛନ୍ତି। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣକୁ ନେଇ ଆମସାର୍‌ (ଦି ଆନ୍‌ସିଏଣ୍ଟ...

ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୨୦ ଛାତ୍ର ଅସୁସ୍ଥ

ବଲାଙ୍ଗୀର ଅଫିସ, ୨୪।୫: ବଲାଙ୍ଗୀର ଲର୍କିପାଲରେ ଥିବା ସରକାରୀ ଆଇଟିଆଇ କଲେଜ ହଷ୍ଟେଲରେ ୨୦ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ସୋମବାର ରାତିରେ ଛାତ୍ରମାନେ ଖାଉଥିବା ସମୟରେ ପ୍ରଥମ ବର୍ଷର...

ଗାଡ଼ି ଚଢାଇ ହତ୍ୟା ଷଡ଼ଯନ୍ତ୍ରରେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର ଅଫିସ, ୨୩।୫: ଗାଡ଼ି ଚଢାଇ ହତ୍ୟା ମାମଲାରେ ଅଭିଯୁକ୍ତ ଚିତ୍ତରଞ୍ଜନ ମହାନ୍ତିଙ୍କୁ ବଲାଙ୍ଗୀର ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁତର ଆହତ ସତ୍ତ୍ୱେ ଘରୋଇ ହସ୍ପିଟାଲରୁ ଚିତ୍ତରଞ୍ଜନ ମହାନ୍ତିଙ୍କୁ ସ୍ଥାନୀୟ ଏସ୍‌ଡିଜେଏମ କୋର୍ଟରେ...

ହାଇକୋର୍ଟ ବାର୍‌ ଆସୋସିଏଶନ ନିଷ୍ପତ୍ତିକୁ ବିରୋଧ

ବଲାଙ୍ଗୀର ଅଫିସ,୨୩।୫: ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସୋମବାର ବଲାଙ୍ଗୀରରେ ବିରୋଧ କରାଯାଇଛି। ଏପରିକି ବଲାଙ୍ଗୀର ଆକ୍ସନ କମିଟି କର୍ମକର୍ତ୍ତାଙ୍କ ସହ ବିଭିନ୍ନ...

ସିସିଟିଭିରେ ହତ୍ୟାର ଦୃଶ୍ୟ

ବଲାଙ୍ଗୀର ଅଫିସ,୨୩।୫: ବଲାଙ୍ଗୀର ଆର୍‌ଟିଓ ଅଫିସ ଛକରେ ଶନିବାର ପୂର୍ବାହ୍ନରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ। ଏହି ସିରିଜ୍‌ ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ୍‌...

ଲାଞ୍ଚ ନେଇ ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

ପାଟଣାଗଡ଼,୨୨ା୫(ଡି.ଏନ୍‌.ଏ.): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନର ଜଙ୍ଗଲ ବିଭାଗ ଫରେଷ୍ଟର ଭାଗବତ ଦାସ ଓ ଫରେଷ୍ଟ ଗାର୍ଡ ଗୋପାଳ ଗଡ଼ତ୍ୟାକୁ ବଲାଙ୍ଗୀର ଡିଏଫ୍‌ଓ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସୂଚନାରୁ ପ୍ରକାଶ ଯେ, ଲରମ୍ଭା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri