ବଲାଙ୍ଗୀର

ଯୁବକଙ୍କ ଅପହରଣ ନେଇ ଥାନାରେ ଅଭିଯୋଗ

ବଲାଙ୍ଗୀର ଅଫିସ/ ଲାଠୋର, ୧୯ା୯ (ଡି.ଏନ୍‌.ଏ.): ଜଣେ ଯୁବକଙ୍କୁ ଘରୁ ଅପହରଣ କରାଯାଇଥିବା ନେଇ ବଲାଙ୍ଗୀର ଜିଲା ଲାଠୋର ଥାନାରେ ଲିଖିତ ଅଭିଯୋଗ ହେବାପରେ ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ଅଭିଯୋଗକାରିଣୀ ୩ଜଣଙ୍କ ନଁାରେ ଏବଂ ଜଣେ...

ସାପ୍ତାହିକ ହାଟରେ ଲାଗିଲା ମାଓବାଦୀ ପୋଷ୍ଟର

ଲାଠୋର, ୧୯ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ଘୁନସର ଏବଂ ପୁଟକେଲଚୁଆଁ ମଧ୍ୟସ୍ଥଳରେ ଥିବା ସାପ୍ତାହିକ ହାଟ ପେଣ୍ଡାଲରେ ମାଓବାଦୀମାନେ ୩ଟି ବ୍ୟାନର ଲଗାଇ ଉପସ୍ଥିତି ଜାହିର କରିଛନ୍ତି। ସୋମବାର ସକାଳେ ଏହା ଜଣା ପଡିବା ପରେ ଲାଠୋର...

ପୋଖରୀ ହିଡ଼ ଖୋଳିବା ବେଳେ ଧସିଲା ମାଟି: ଚାଲିଗଲା ୨ ଚାଷୀଙ୍କ ଜୀବନ

ଟିଟିଲାଗଡ଼,୧୮ା୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅଦାବାହାଲ ପଞ୍ଚାୟତ ଅଧୀନ ଡୁଙ୍ଗରିଗୁଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଚାଷଜମିକୁ ପାଣି ମଡାଇବା ପାଇଁ ପୋଖରୀ ହିଡ଼ ଖୋଳିବା ବେଳେ ମାଟି ଧସିବାରୁ ତଳେ ଚାପି ହୋଇ...

ମିଛ କହି ଅଡୁଆରେ ପୋଲିସ

ବଲାଙ୍ଗୀର ଅଫିସ, ୧୮।୯: କଣ୍ଟାବାଞ୍ଜି ସହରର ଅନ୍ନପୂର୍ଣ୍ଣା ଲଜ୍‌ରେ ଗୁରୁବାର ପୋଲିସ ଚଢ଼ାଉ କରି ୫୮ ଲକ୍ଷ ଟଙ୍କା ଜବତ ସହ ୭ ଜଣ ରାଜ୍ୟ ବାହାର ବ୍ୟକ୍ତିଙ୍କୁ ଗିରଫ କରିବା ଘଟଣା ବଲାଙ୍ଗୀର ପୋଲିସକୁ ପ୍ରଶଂସା ଆଣିଦେବା ପରିବର୍ତ୍ତେ...

ସିଏସ୍‌ଓଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ: ପୋଲିସ ସହ ଧସ୍ତାଧସ୍ତି

ବଲାଙ୍ଗୀର ଅଫିସ, ୧୬।୯: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସରେ କାର୍ଯ୍ୟରତା ଜଣେ ଆଦିବାସୀ ମହିଳା ଏସ୍‌ଇଏସ୍‌ଓଙ୍କୁ ଜିଲା ମୁଖ୍ୟ ସିଏସ୍‌ଓ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ...

ଲଜ୍‌ରୁ ୫୯ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୧୬ା୯(ଡି.ଏନ୍‌.ଏ.): କଣ୍ଟାବାଞ୍ଜି ଥାନା ପୋଲିସ ସହରର ଏକ ନିର୍ଦ୍ଦିଷ୍ଟ ଲଜ୍‌ରେ ଗୁରୁବାର ରାତିରେ ଚଢ଼ାଉ କରି ପ୍ରାୟ ୫୯ ଲକ୍ଷ ଟଙ୍କା ଜବତ କରିବା ସହ ରାଜ୍ୟ ବାହାରର ୭ ଜଣଙ୍କୁ ଅଟକ ରଖିଛନ୍ତି । ଉକ୍ତ ଲଜ୍‌ରେ...

ଗୋରସ ପିଇ ଗାଈ ଛାଡ଼ିବା ଅଭ୍ୟାସ ବନ୍ଦ କର

ବଲାଙ୍ଗୀର ଅଫିସ, ୧୫ା୯: ବୁଲା ଗୋରୁଙ୍କ ଅବାଧ ବିଚରଣ ଯୋଗୁଁ ପ୍ରତିଦିନ ବଲାଙ୍ଗୀର ସହରର ବିଭିନ୍ନ ରାସ୍ତାଘାଟରେ ଟ୍ରାଫିକ ସମସ୍ୟା ଏବଂ ଦୁର୍ଘଟଣା ବୃଦ୍ଧି ପାଉଛି। ମ୍ୟୁନିସିପାଲିଟି ପକ୍ଷରୁ ବୁଲା ଗୋରୁଙ୍କୁ ଆୟତ୍ତରେ ରଖିବା ପାଇଁ ବାରମ୍ବାର ତାଗିଦ୍‌ କରାଯିବା...

ଲୋଭରେ ବୁଡ଼ିଲା ୧୦ଲକ୍ଷ: ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗୀର ଅଫିସ, ୧୫ା୯: ଶେୟାର ମାର୍କେଟରେ କମ୍‌ଦିନରେ ଟଙ୍କା ଦ୍ୱିଗୁଣିତ ହେବା ଆଶାରେ ଧାର ଉଧାର କରି ୧୦ ଲକ୍ଷ ଟଙ୍କା ଖଟାଇଥିବା ଜଣେ ବ୍ୟକ୍ତି ସର୍ବସ୍ବାନ୍ତ ହେବା ପରେ ବିଷପିଇ ଜୀବନ ହାରିଛନ୍ତି। ଏଭଳି ଏକ ଅଘଟଣ ଘଟିଛି...

ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ

ବଲାଙ୍ଗୀର ଅଫିସ, ୧୧।୯- ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁ ଦାଣ୍ଡରେ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗାଁର କୁମ୍ଭାର ଗଳିରେ ରହୁଥିବା ସୁରେଶ...

ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟ ମାମଲା: ଗିରଫ ହେଲେ ଯୁବତୀଙ୍କ ସହ ପୁରୁଷବନ୍ଧୁ

ବଲାଙ୍ଗୀର ଅଫିସ,୧୦।୯: ବଲାଙ୍ଗୀର ସହର ସାଗର କଲୋନୀର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଭଡା ରହିବାକୁ ଆସି ଯୁବତୀଙ୍କ ସହ ତାଙ୍କର ପୁରୁଷବନ୍ଧୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ତରଭା ଅଞ୍ଚଳର ସମ୍ପୃକ୍ତା ଯୁବତୀ ମୃଦୁ ପାନୀୟରେ...

ଗୋଟିଏ ସ୍ଥାନରେ ଜଳିଲା ଜୁଇ

ଲୋଇସିଂହା,୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଜଡାମୁଣ୍ଡା ସ୍କୁଲପଡାରେ ବୁଧବାର ସନ୍ଧ୍ୟାରେ ବଜ୍ରପାତରେ ଗ୍ରାମର ୩ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ରାଜୁ ଝାଙ୍କରଙ୍କ ପୁଅ ଚନ୍ଦନ(୧୨), ପ୍ରଶାନ୍ତ ତାଣ୍ଡି(୨୭) ଓ କାହ୍ନା ମୁଣ୍ଡା(୨୦)। ଗୁରୁବାର...

ମମିତା ହତ୍ୟା ମାମଲା: ଆରମ୍ଭ ହେଲା ଶୁଣାଣି

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୯ା୯(ଡି.ଏନ୍‌.ଏ.): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଶୁଣାଣି ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୁରୁବାର ଆରମ୍ଭ ହୋଇଛି। ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri