ବଲାଙ୍ଗୀର

ଚିପ୍ସ ପ୍ୟାକେଟରେ ଥିବା ଖେଳଣା ହେଲା ବିସ୍ଫୋରଣ: ନାବାଳକଙ୍କ ଆଖି ନଷ୍ଟ, ଥାନାରେ ପହଞ୍ଚିଲେ ମା’ବାପା

ବଲାଙ୍ଗୀର,୧୩।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ ଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାନୁଯାୟୀ, ଚିପ୍ସ ପ୍ୟାକେଟରେ ଥିବା ଖେଳଣା ବିସ୍ଫୋରଣ ହେବାରୁ ଶଗଡ଼ ଘାଟ ଗ୍ରାମରେ ଜଣେ ନାବାଳକଙ୍କର ଆଖି ନଷ୍ଟ ହୋଇଯାଇଥିବା…

ଧନୁଯାତ୍ରା ମଞ୍ଚରେ ଚାଷୀଙ୍କୁ ଏମିତି କହିଥିଲେ ଉପମୁଖ୍ୟମନ୍ତ୍ରୀ: କ୍ଷମା ମାଗିବାକୁ କହିଲେ…

ବଲାଙ୍ଗୀର, ୧୨।୧ (ସୁନିଲ କୁମାର ମହାନ୍ତି): ଚାଷୀମାନେ ନଟଙ୍ଗି କରୁଛନ୍ତି ବୋଲି ବରଗଡ଼ ଧନୁଯାତ୍ରା ମଞ୍ଚରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ। ଯାହାକୁ ନେଇ ଏବେ ତାତିଛନ୍ତି ମିଳିତ କୃଷକ ମଞ୍ଚ। ସୋନପୁର ଲୋକ ଉତ୍ସବ ମଞ୍ଚରେ…

ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଅତିରିକ୍ତ ଏସ୍‌ପି, ସରପଞ୍ଚ କହିଲେ…

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତରୁ କିଛିଦିନ ତଳେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣି ପରେ ଛାଡ଼ିଦେଇଥିଲା। ସୋମବାର ସକାଳୁ କୁଶମେଲ ସରପଞ୍ଚ କୌସ୍ତୁଭ ସାହୁଙ୍କୁ…

ଚୋରଙ୍କୁ ପଚରାଉଚରା ପରେ ଛାଡ଼ିଦେଲା ପୋଲିସ, ଗିରଫ ଦାବିରେ ତାତିଲେ ଲୋକେ

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେଇବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣିଥିଲା ସତ ମାତ୍ର ପରେ ଛାଡ଼ିଦେଇଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ତେବେ ଏହାର ପ୍ରତିବାଦରେ…

ସରପଞ୍ଚଙ୍କୁ ଛାଡ଼ିଲା ସଦର ପୋଲିସ: ଏସ୍‌ପି ଅଫିସ ଅଭିମୁଖେ …

ବଲାଙ୍ଗୀର,୧୨।୧(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା କୁଶମେଲ ପଞ୍ଚାୟତ ସରପଞ୍ଚଙ୍କୁ ଛାଡିଲା ସଦର ପୋଲିସ। ଏବେ ଏସ୍‌ପି ଅଫିସ ଘେରାଉ ଅଭିମୁଖେ ବାହାରିଲେ ପଞ୍ଚାୟତବାସୀ। ଗତ କିଛିଦିନ ତଳେ ବଲାଙ୍ଗୀର ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି…

ସରପଞ୍ଚଙ୍କୁ ଅଟକ ରଖିଲା ସଦର ପୋଲିସ: ମାଡ଼ିିଆସିଲେ ଶହଶହ ପଞ୍ଚାୟତବାସୀ ଘେରିଲେ ଥାନା

ବଲାଙ୍ଗୀର,୧୨।୧(ସୁନିଲ କୁମାର ମହାନ୍ତି ): ଗତ କିଛିଦିନ ତଳେ ବଲାଙ୍ଗୀର ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଏ ନେଇ ଲୋକେ ପୋଲିସକୁ ଖବର ଦେଇଥିଲେ। ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣି ଛାଡ଼ିଦେଇଥିବା ପଞ୍ଚାୟତ ଲୋକେ…

ବ୍ଲକ ପ୍ରଶାସନ ଉପରେ ବର୍ଷିଲା କଳାକାର ସଂଘ: ଦେଲା ଏମିତି ଚେତାବନୀ, କଳାକାର ଭତ୍ତା ବନ୍ଦ ହେଲେ…

ଲୋଇସିଂହା, ୧୦।୧ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକସ୍ତରୀୟ ଲୋକ ଉତ୍ସବ ସ୍ଥାନୀୟ ସାପ୍ତାହିକ ବଜାର ପଡିଆରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ କିଛି କଳାକାର ସାମିଲ ହୋଇଥିବାବେଳେ ବ୍ଲକ କଳାକାର ସଂଘର ବହୁ ସଦସ୍ୟ ଆସି ନ ଥିବା…

କ୍ଷତିପୂରଣ ଦାବିରେ ରାସ୍ତାରୋକୋ: ପ୍ରଶାସନ-ପୋଲିସର ପ୍ରତିଶ୍ରୁତି ପରେ ହଟିଲା…

ବଲାଙ୍ଗୀର, ୯।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ପଥରଚେପା ଗାଁ ପୋଖରୀରେ ଶୁକ୍ରବାର ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତଦେହଟି ବଲାଙ୍ଗୀର ସହର ଶାନ୍ତିପଡା ନିବାସୀ ପ୍ରବୀଣ ମହାଲିଙ୍ଗ ଓରଫ ମୁଟୁଙ୍କ ବୋଲି…

ବେଆଇନ ଚାଲିଥିଲା ବାଲିଚାଲାଣ: ୫ ଟ୍ରାକ୍ଟର ମାଡ଼ିବସିଲା….

ଲୋଇସିଂହା,୧୦ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ୍‌ ଅଧୀନ ସାନଫାସଡସ୍ଥିତ ଅଙ୍ଗନଦୀ ପଠାରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣରେ ନିୟୋଜିତ ୫ଟି ଟ୍ରାକ୍ଟର ଜବତ କରାଯାଇଛି। ଲୋଇସିଂହା ପୋଲିସ ଉପସ୍ଥିତିରେ ବଲାଙ୍ଗୀର ଖଣି ବିଭାଗର ୫ ଜଣିଆ…

ପ୍ରଶାସନର ବିଚିତ୍ର ନୀତି: ପ୍ରଧାନମନ୍ତ୍ରୀ ଆବାସ ଘର ସମ୍ପୂର୍ଣ୍ଣ ନ କରିବାରୁ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା,ପିଡିଏସ ବନ୍ଦ

ଲୋଇସିଂହା,୯।୧(ସୁଶାନ୍ତ ବାରିକ): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଚାୟତରୁ ପିଡିଏସ ନେବାକୁ ହେଲେ ହିତାଧିକାରୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଆଖି କିମ୍ବା ଆଙ୍ଗୁଠି ସ୍କାନିଂ ନିଆଯାଇଥାଏ। କିନ୍ତୁ ଆଗଲପୁର ବ୍ଲକର କେତେକ ପଞ୍ଚାୟତରେ ଯୋଗାଣ ନିରୀକ୍ଷକମାନେ କିଛି ହିତାଧିକାରୀଙ୍କ ଆଖି…

ଅଡୁଆରେ ଚାଷୀ, ଧାନବିକ୍ରି କରିବା ପାଇଁ ମଣ୍ଡିରେ ଜଗି ରହିଥିଲେ, କିନ୍ତୁ…

ବଲାଙ୍ଗୀର, ୯।୧(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି। ମିଲରମାନଙ୍କ ଧର୍ମଘଟ ଯୋଗୁ ଚାଷୀଙ୍କ ଅଡୁଆ ଆହୁରି ବଢ଼ିଯାଇଛି। ଗତ ୪/୫ ଦିନ ହେଲା…

ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକୋ, ଜାତୀୟ ରାଜପଥରେ ମୃତଦେହ ରଖି…

ବଲାଙ୍ଗୀର,୯ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଶାନ୍ତିପଡ଼ାର ନିଖୋଜ ପ୍ରବୀଣ ମହାଲିଙ୍ଗ (ମୁଟୁ)ଙ୍କ ମୃତଦେହ ଶୁକ୍ରବାର ସଦରଥାନା ପଥରଚେପା ପୋଖରୀରୁ ୫ ଦିନ ପରେ ଉଦ୍ଧାର କରାଯାଇଥିଲା। ମୃତଦେହକୁ ୫୭ନଂ ରାଜ୍ୟ ରାଜପଥ ଶାନ୍ତିପଡ଼ା ଛକ ରାସ୍ତା ରଖି ପରିବାର ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?