ବଲାଙ୍ଗୀର

ଦୁଖିକଁର ପିଛା ନାଇଁ ଛାଡ଼ବାର ଦୁଖ୍‌

ଲୋଇସିଂହା,୧୬।୯(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗାଁର ଦୁଖି ପଧାନ(୪୫)। ଟଁକା ପଏସା ଅଭାବୁ ମାଏକିନାର ପଥରୀ ରୋଗ୍‌ର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ଫେର ଲଗେତ୍‌ ବରଷା ତାକର ପାରିବାରିକ୍‌ ଜୀବନକେ ଦୁହୁଲେଇ ଦେଇଛେ। ବରଷାରେ ତାକର ଘରଟା…

ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ମୁରିବାହାଲ, ୧୪।୯ (ଡି.ଏନ.ଏ) : ବଲାଙ୍ଗୀର ଜିଲା ମୁରିବାହାଲଠାରେ ଅନେକ ବର୍ଷର ପ୍ରତୀକ୍ଷା ପରେ ଜେଏମଏଫସି କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ଜିଲା ଓ ଦୌରାଜଜ ଶ୍ୟାମସୁନ୍ଦର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ଲକ ପରିସରସ୍ଥ ମାଡା କୋଠାରେ ହୋଇଥିବା…

‘ଦେଶାନ୍ତରୀ ଶିଶୁ, କିଶୋର ଶ୍ରମିକ ଚାଲାଣକୁ ନେଇ ଜାରି ହେବ ନିର୍ଦ୍ଦେଶାବଳୀ’

ବଲାଙ୍ଗୀର ଅଫିସ,୧୪ା୯ ବଲାଙ୍ଗୀର ଡିଆରଡିଏ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦେଶାନ୍ତର ଶିଶୁ ଓ ଯୁବ ଶ୍ରମିକ ଚାଲାଣକୁ ନେଇ ଏକ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା ା ଦେଶାନ୍ତର ଶ୍ରମିକ ଶିଶୁଙ୍କ ସମସ୍ୟା ଉପରେ କାମ କରୁଥିବା ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ…

ପୁଅର ସମାଧି ଉପରେ ପୂଜାର୍ଚ୍ଚନା, ଗୁଣିଗାରେଡି ସନ୍ଦେହ କଲେ ବାପା

ପାଟଣାଗଡ଼,୧୩ା୯ (ଡି.ଏନ.ଏ.): ବିଜ୍ଞାନର ଢେର ଅଗ୍ରଗତି ଘଟିଛି। ଅନ୍ଧବିଶ୍ୱାସ, କୁସଂସ୍କାର ଦୂର ହୋଇଛି ବୋଲି ପ୍ରଚାର ଚାଲିଛି । ହେଲେ ଆଜି ବି ଗୁଣିଗାରେଡି ପ୍ରତି ଲୋକଙ୍କ ବିଶ୍ୱାସ ରହିଛି । ବଲାଙ୍ଗୀର ଜିଲା ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ…

ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଯୁଗେ ଯୁଗେ ରହିବ

ବଲାଙ୍ଗୀର ଅଫିସ, ୧୩ା୯-ବଲାଙ୍ଗୀର ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ୍‌ ହଲଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀ ଦର୍ଶନ ଉପରେ ଏକ ଆଲୋଚନା ସଭା…

ରାସ୍‌ତାରେ ଆଁଠେ କାଦୋ: ଅସ୍‌ବିଧା ଭୁଗୁଛନ୍‌ ଛାତ୍ରୀଛାତ୍ର

ଲାଠୋର, ୧୧ା୯ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ହରିଶଙ୍କର ରୋଡ଼ ରେଲ ଷ୍ଟେଶନ ରାସ୍‌ତାର ଅବସ୍‌ତା ବହୁତ ଖରାପ ଅଛେ। ଇ ରାସ୍‌ତା ଦେଇ ଯାଉଥିବାର ଜନସାଧାରନ, ଛାତ୍ରୀଛାତ୍ର ବଡ଼ଭାରି ସମସିଆର ସାମନା କରୁଥିବାର ଅଭିଯୋଗ କରିଛନ୍‌। ସୂଚନା ଅନ୍‌ସାରେ ବଛର କେତେ…

ଦାଉ ସାଧ୍‌ଲା ବରଷା: ବାସହୀନ ହେଲେ ମା’ବାପ୍‌ ଛେଉଁଡ୍‌ କୁବେର

ଲାଠୋର, ୧୧ା୯ (ଡି.ଏନ୍‌.ଏ.): ଗଲା କେତେଦିନ ଧରି ହେଇଥିବାର ଲଘୁଚାପ ବରଷାରେ ବଲାଙ୍ଗୀର ଜିଲାରେ ବହୁତ୍‌ ଲୁକ୍‌କର କ୍ଷୟକ୍ଷତି ହେଇଛେ। ସେନ୍‌ତା ଜିଲାର ଖପ୍ରାଖୋଲ ବ୍ଲକ ଲାଠୋର ଗଁାର ଆରଝନେ ଗରିବ୍‌କଁର ଘର ବରଷା ପାଏନ୍‌ରେ ଭାଂଗି ଯାଇଥିବାର ଜନାଯାଇଛେ। ସୂଚନା…

୭୨ବର୍ଷ ପରେ ଭୁର୍ଷିବାଂଜି ଗାଁରେ ଜଳିଲା ବିଜୁଳି

ଖପ୍ରାଖୋଲ, ୧୦ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଭୁର୍ଷିବାଂଜି ଗାଁରେ ବିଜୁଳି ଆଲୁଆ ମଙ୍ଗଳବାର ଜଳିଛି ା ଗ୍ରାମବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ସ୍ବାଧୀନତାର ୭୨ ବର୍ଷ ପରେ ଏହି ଗାଁ ଲୋକ…

ଦାଉ ସାଧ୍‌ଲା ଲଘୁଚାପ ବରଷା: ବାସହୀନ ହେଲେ ଅନେକ ପରିବାର

  ଲାଠୋର, ୧୦ା୯ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାରେ ଦିନାକେତେ ହେଲା ଲଘୁଚାପ ପରଭାବରେ ଭରଷା ଲାଗି ରହିଛେ। ବରଷା ପାଏନ୍‌ରେ ଅନେକ୍‌ ପରିବାରର ଘରଦୁଆର ଭାଂଗି ବେସାହାରା ହେଇଯାଇଛନ୍‌। ସେନ୍‌ତା ଅନେକ ଲୁକ୍‌କର ଘର ଭିତରେ ଅଁାଠେ ପାଏନ୍‌ ପଶି ସବୁ…

ବରଷାରେ ଘର ଭାଂଗ୍‌ଲା: ମୁଡେ ଲାଗର ବୋଝ୍‌, କୁଟୁମ୍‌ ଚିନ୍‌ତା

ଲାଠୋର, ୯ା୯ (ଡି.ଏନ୍‌.ଏ.): ଗଲା ଦିନାକେତେ ହେଲା ଲଘୁଚାପ ପରଭାବରେ ପଶ୍ଚିମ ଓଡ଼ିଶାର ଅନେକ ଜିଲାରେ ବରଷା ଲାଗି ରହିଛେ। ବରଷା ପାଏନ୍‌ରେ ଗଲା ଶନିବାର ରାତି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ପିପଲବାହାଲ ବାଗପଡ଼ାର ବଲରାମ…

ବରଷାରେ ଘର ଭାଂଗଲା, ବରତିଲେ ୩ ମା’ଝି

ଲୋଇସିଂହା, ୯।୯ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଂଚଲରେ ଗଲା ଗୁରୁବାରନୁ ବରଷା ଲାଗି ରହିଛେ। ଇ ବରଷାରେ ବ୍ଲକ ଅଧୀନ ନେଗିପାଲି ଗଁାର ଝନେ ନିସାହା ବିଧବା ବୁଢ଼ିକଁର ଘର ଭାଂଗି ଯାଇଛେ। ଘରେ ଖାଇପିଇ ମା’ ଆର…

ବଲାଙ୍ଗୀର ଜିଲା ଚିଠି: ମରୁଡ଼ି ପରେ ବନ୍ୟା ଚିନ୍ତା

ବଲାଙ୍ଗୀର ଏକ ମରୁଡ଼ିପ୍ରବଣ ଜିଲା ଭାବେ ପରିଚିତ। ସ୍ବଳ୍ପ ବୃଷ୍ଟିପାତ କାରଣରୁ ଜିଲାରେ କ୍ରମାଗତ ମରୁଡ଼ି ଓ ଜଳସଙ୍କଟ ଏକ ସାଧାରଣ କଥା। ଖରାଦିନରେ ଗାଁ ଓ ସହର ଉତ୍ତପ୍ତ କଡ଼େଇରେ ପରିଣତ ହୋଇଯାଏ। ଲୋକେ ଅସହ୍ୟ କଷ୍ଟ ଭୋଗନ୍ତି। ଟିଟିଲାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?