ବଲାଙ୍ଗୀର

ପୋଲିସ ବିଫଳତା ଏଡ଼ାଇବାର ଅପଚେଷ୍ଟା: ସାଲୁଜା

ବଲାଙ୍ଗୀର ଅଫିସ/ବେଲପଡ଼ା,୩ା୨ (ଡି.ଏନ୍‌.ଏ.):କଣ୍ଟାବାଞ୍ଜି-ବେଲପଡା ରାସ୍ତାରେ ଥିବା ଆଲିସାନ୍‌ ସିନେମା ହଲ୍‌ରେ ବୁଧବାର ରାତିରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ବେଲପଡା ଥାନା ପୋଲିସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ୍‌ ଓରଫ୍‌ ସେଜି ସିଂ ସାଲୁଜାଙ୍କ ସମେତ ୬ ଜଣଙ୍କୁ ଗିରଫ…

ସାଲୁଜା ପରିବାର ଦାଦାଗିରି ଦେଖାଉଛନ୍ତି: ବିଜେଡି

ବଲାଙ୍ଗୀର ଅଫିସ, ୩ା୨:କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ ଥିବା ଆଲିସାନ୍‌ ସିନେମା ହଲ୍‌ରେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଅମିତ ସିଂ ଓରଫ୍‌ ସେଜି ସିଂ ସାଲୁଜାଙ୍କ ଧମକଚମକ ଘଟଣାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ବିଜେଡି ଜିଲା ଉପସଭାପତି ଉମାକାନ୍ତ ସାହୁ, ରାଜ୍ୟ ସାଧାରଣ…

ବାଇକ୍‌ରେ ଯାଉଥିଲେ ଦମ୍ପତି: ପଡ଼ିଲା ଗଛଡାଳ

ମୁରିବାହାଲ,୨ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ ଚନାବାହାଲ ଗ୍ରାମ ନିକଟରେ ଗୁରୁବାର ଜଣେ ବାଇକ୍‌ ଆରୋହୀଙ୍କ ଉପରେ ଏକ ଗଛ ଡାଳ ଭାଙ୍ଗି ପଡିଥିଲା। ଫଳରେ ବାଇକ୍‌ରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।…

ଥାନାରେ ପୋଲିସ ଅଧିକାରୀଙ୍କ ଗୁପ୍ତ ବୈଠକ

ବେଲପଡ଼ା,୨ା୨(ଡି.ଏନ୍‌.ଏ.): ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ବେଲପଡ଼ା ଥାନାରେ ଗୁରୁବାର ଏକ ଗୁପ୍ତ ବୈଠକ ବସିଥିଲା। ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଥିଲା। ଏପରିକି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମଧ୍ୟ କିଛି ସମୟ ପାଇଁ ବାହାରେ ରଖାଯାଇଥିଲା। ବୈଠକରେ ପାଟଣାଗଡ଼ ଏସ୍‌ଡିପିଓ…

ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ

ବଲାଙ୍ଗୀର ଅଫିସ,୨ା୨: ବଲାଙ୍ଗୀର ସହରରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରେ ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ପୋଲିସ ଚୁପ୍‌ ବସି ରହିଛି। ସହରରେ ଏବେ ପ୍ରତିଦିନ ଚୋରି,ଡକାୟତି,ରାହାଜାନୀ ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଲୋକେ। ଏହି ସବୁ…

ଅବଧି ସରିଲା, ଧାନ ଉଠିଲାନି

ଟିଟିଲାଗଡ,୨ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ବିଜେପୁର ମଣ୍ଡିରେ ଧାନକିଣା ଟାର୍ଗେଟ ସରିଯାଇଛି। ଏହିଭଳି କୁହାଯାଇ ଚାଷୀଙ୍କ ଧାନ କିଣାଯାଉନାହିଁ। ଏହାର ପ୍ରତିବାଦ କରି ଚାଷୀମାନେ ବୁଧବାର ଟିଟିଲାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନେ ଅଭିଯୋଗ କରିଥିଲେ…

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗୀର ଅଫିସ,୨ା୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ବେଲପଡ଼ା ପୋଲିସ ବୁଧବାର ରାତିରେ ଗିରଫ କରିଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ ଥିବା ଆଲିସାନ ସିନେମା ହଲର ମାଲିକଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।…

ବ୍ରିଜ୍‌ ତଳକୁ ଖସିଲା ଅଟୋ, ୧୦ ଛାତ୍ରୀଛାତ୍ର ଆହତ

ମୁରିବାହାଲ, ୩୧ା୧(ଡ଼ି. ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନେଇ ସ୍କୁଲ ଯାଉଥଇବା ଏକ ଅଟୋ ସୋମବାର ଗୁଡିଘାଟ ନିକଟରେ ଥିବା ଏକ ବ୍ରିଜ ତଳକୁ ଭାରସାମ୍ୟ ହରାଇ ଖସି ପଡିଥିଲା। ଫଳରେ ଏଥିରେ ଥିବା ୧୦ଛାତ୍ରୀଛାତ୍ର ଗୁରୁତର…

ପୁଣି ଗ୍ରାମସଭା ବର୍ଜନ କଲେ ୩୧୭ ସରପଞ୍ଚ

ବଲାଙ୍ଗୀର ଅଫିସ, ୩୧ା୧: ଗତ ୨୬ ତାରିଖରେ ସ୍ବତନ୍ତ୍ର ଗ୍ରାମସଭା ବର୍ଜନ କରିବା ପରେ ସୋମବାର ପୁଣି ଥରେ ବଲାଙ୍ଗୀର ଜିଲାର ୩୧୭ ସରପଞ୍ଚ ଆବାସ ଯୋଜନା ପାଇଁ ଆୟୋଜିତ ହେବାକୁ ଥିବା ଗ୍ରାମସଭା ବର୍ଜନ କରିଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ଆବାସ…

ପ୍ରତିଶ୍ରୁତି ମିଳିଲା, ମିଳିନି ମୌଳିକ ସୁବିଧା

ଖପ୍ରାଖୋଲ, ୩୦ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ରାଜସ୍ବ ଗାଁ। ବ୍ଲକ ସଦର ମହକୁମାଠାରୁ ୨୦ କିମି ଦୂର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗାଁରେ ୨୦ଆଦିବାସୀ ପରିବାରର ଶହେରୁ ଊର୍ଦ୍ଧ୍ୱ ଲୋକେ ବାସ କରନ୍ତି।…

ଗାଈ ଗୁହାଳରେ ପଦ୍ମଶ୍ରୀ ପଟ୍ଟାୟତଙ୍କ ପରିବାର

ଭବାନୀପାଟଣା,୩୦।୧(ସ୍ବ.ପ୍ର.):ବଣ ମଲ୍ଲି ଆଉ ବଣରେ ଶୋଭା ପାଉନି, ଏବେ ଘରେ ମଧ୍ୟ ଏହି ବଣମଲ୍ଲି ଶୋଭା ବଢ଼ାଉଛି। ୩ ହଜାରରୁ ଊଦ୍ଧର୍‌ବ ଔଷଧୀୟ ବୃକ୍ଷ ରୋପଣ କରି ୨୦୨୧ ସେପ୍ଟେମ୍ବର ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ସେ…

ବାଳକ ପେଟରେ ପଶିଗଲା ବର୍ଚ୍ଛା

ବଲାଙ୍ଗୀର ଅଫିସ, ୩୦ା୧:ବଲାଙ୍ଗୀର ବେଲପଡ଼ା ଥାନା ଅଏଁଲାଭଟା ଗାଁରେ ରବିବାର ସକାଳେ ଏକ ଅଘଟଣ ଘଟିଥିଲା। ଗଁାର ରାଜୁ ଥନାପତି ନାମକ ଜଣେ ୧୬ ବର୍ଷ ବାଳକଙ୍କ ପେଟରେ ଏକ ବର୍ଚ୍ଛା ପଶିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ମାଛମରା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?