ଅନୁମତି ମିଳିଲେ ଲୋକ ମହୋତ୍ସବ ନିଷ୍ପତ୍ତି
ତାଳଚେର,୨୧।୩(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୦ ତମ ଲୋକ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲାପାଳ ତଥା ଟ୍ରଷ୍ଟବୋର୍ଡ ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥ…
ହମ୍ପସ୍ ବଢ଼ାଉଛି ରାଜପଥରେ ଦୁର୍ଘଟଣା
କଣିହାଁ,୨୧।୩(ଡି.ଏନ.ଏ.): ୫୩ନଂ. ଜାତୀୟ ରାଜପଥର କଣିହାଁ ବ୍ଲକ ସଦର ମହକୁମା ଠାରେ ଏକ ନୂଆ ହମ୍ପସ୍ ନିର୍ମାଣ କରାଯାଇଛି। ହେଲେ ନିୟମ ଅନୁସାରେ ଗାଡ଼ି ଚାଳକଙ୍କ ଅବଗତି ନିମନ୍ତେ ସେଠାରେ କୌଣସି ସଂକେତ ଦିଆଯାଇ ନାହିଁ। ଫଳରେ ଗତ ୫ ଦିନ…
ଆଠମଲ୍ଲିକରେ ସମ୍ମାନର ଲଢ଼େଇ
ବଇଣ୍ଡା,୨୧।୩(ଡି.ଏନ.ଏ.): ଆଠମଲ୍ଲିକ ଏନ୍ଏସି ସ୍ଥାପନ ପରଠାରୁ ୪ଥର ପୌର ନିର୍ବାଚନ ହୋଇଛି। ସେଥିରୁ ୩ଥର କଂଗ୍ରେସ ଓ ଥରଟିଏ ବିଜେଡି ଏନ୍ଏସି ଦଖଲ କରିବାରେ ସଫଳ ହୋଇଛି। ତେବେ ଶେଷ ଦୁଇଥର ଏଠାରେ କଂଗ୍ରେସ ବିଜୟୀ ହୋଇଥିବାରୁ ଚଳିତ ପୌର ନିର୍ବାଚନରେ ମଧ୍ୟ…
ଡ୍ରେନ୍ ସମସ୍ୟାର ସମାଧାନ ନାହିଁ
ଅନୁଗୋଳ ଅଫିସ,୧୮ା୩- ଅନେକଥର ପୌର ନିର୍ବାଚନ ହେଲାଣି। କେତେ କାଉନସିଲରଙ୍କ କାର୍ଯ୍ୟକାଳ ସରିଲାଣି। ହେଲେ ଅନୁଗୋଳ ପୌର ପରିଷଦର ୧୯ନଂ. ଓ୍ବାର୍ଡ ଏବେ ବି ଅବହେଳିତ ଅବସ୍ଥାରେ ପଡ଼ିଛି। ପ୍ରମୁଖ ସମସ୍ୟା କୁହାଯାଉଥିବା ଡ୍ରେନ୍ ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ।…
ଦୋଳରେ ଦୁଲୁକାଇବ ଦୁଲ୍ଦୁଲ
ଖମାର,୧୮ା୩(ଡି.ଏନ.ଏ.) ୨ବର୍ଷ ହେଲା କୋଭିଡ୍ କାରଣରୁ ଦୋଳ ଓ ହୋଲି ପର୍ବ ଫିକା ପଡ଼ିଯାଇଥିଲା। ହେଲେ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଚଳିତବର୍ଷ ଧୁମ୍ଧାମରେ ଦୋଳ ଉତ୍ସବ ପାଳନ ହେବ। ସମ୍ବଲପୁରୀ ଲୋକବାଦ୍ୟ ଦୁଲ୍ଦୁଲିରେ କମ୍ପିବ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକର…
ରାଜ୍ୟ ବାହାରୁ ଆସିବେ କଳାକାର
ଅନୁଗୋଳ ଅଫିସ,୧୭ା୩: କରୋନା ମହାମାରୀ ସଂକ୍ରମଣ କାରଣରୁ ଗତ ୨ବର୍ଷ ହେଲା ଅନୁଗୋଳ ଜିଲା ମହୋତ୍ସବ ଆୟୋଜନ ହୋଇପାରି ନ ଥିଲା। ହେଲେ ଚଳିତବର୍ଷ ଏହା ଧୁମ୍ଧାମରେ ଆୟୋଜନ କରାଯିବା। ଏପରି କି ରାଜ୍ୟ ବାହାରୁ କଳାକାରଙ୍କୁ ଆମନ୍ତ୍ରଣ କରାଯିବ। ଏଥିପାଇଁ ପ୍ରସ୍ତୁତି…
ନିର୍ମାଣ ହେଉନି ପ୍ରାଣୀ ଚିକିତ୍ସାକେନ୍ଦ୍ର
ବଇଣ୍ଡା,୧୭ା୩(ଡି.ଏନ.ଏ.): କିଶୋରନଗର ବ୍ଲକ ବଇଣ୍ଡାଠାରେ ନୂତନ ପ୍ରାଣୀ ଚିକିତ୍ସାକେନ୍ଦ୍ର ନିର୍ମାଣ ହେଉନାହିଁ। ଫଳରେ ରୋଗରେ ପଡ଼ୁଥିବା ବହୁ ସଂଖ୍ୟକ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ହୋଇପାରୁ ନାହିଁ। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବାବେଳେ ବଇଣ୍ଡାଠାରେ ଏକ ପ୍ରାଣୀ ଚିକିତ୍ସାଳୟ…
ଆଖିଦୃଶିଆ ଉନ୍ନୟନ ହେଉ
ଅନୁଗୋଳ ଅଫିସ,୧୭ା୩: ପୌର ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଅନୁଗୋଳ ସହର। ଓ୍ବାର୍ଡର ଘର ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି ନଗରପାଳ ଓ କାଉନସିଲର ପ୍ରାର୍ଥୀ। ଏଥିସହ ବର୍ଷ ବର୍ଷ ଧରି ଥିବା ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ଅନୁଗୋଳ…
କମରେଇ ଜଙ୍ଗଲ ଜଳୁଛି
ବଇଣ୍ଡା,୧୬।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା କମରେଇ ଜଙ୍ଗଲ ୨ ଦିନ ହେବ ଜଳୁଛି। ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉ ନ ଥିବା ଯୋଗୁ ବନ୍ୟଜନ୍ତୁ ଗାଁ ମୁହାଁ ହୋଇଛନ୍ତି। ଗ୍ରାମବାସୀ କହିଛନ୍ତି, ଏହି…
‘ବିଜେଡି ଅହଂକାରୀ ହୋଇଯାଇଛି’
ଅନୁଗୋଳ ଅଫିସ,୧୫।୩ ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଦି ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଜାଣିଶୁଣି ଗାଡି ଚଢ଼େଇଦେବା ଘଟଣାର ପ୍ରତିବାଦରେ ଅନୁଗୋଳ ଜିଲା ଭାଜପା ପକ୍ଷରୁ ସୋମବାର ଏକ ମୌନ ସତ୍ୟାଗ୍ରହ ତହସିଲ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା…
ବଇଣ୍ଡାରେ ଫଗୁଦଶମୀ
ବଇଣ୍ଡା,,୧୫।୩(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିର ପରିସରରେ ରବିବାର ରାଧାକୃଷ୍ଣଙ୍କ ଫଗୁ ଦଶମୀ ନୀତି ପାଳିତ ହୋଇଯାଇଛି। ପୂଜକ ମଦନ ମୋହନ ମିଶ୍ର ପୂଜା କରିଥିବାବେଳେ ଘାସିନାଥ ବେହେରା କର୍ତ୍ତା ଭାବେ ଯୋଗଦେଇଥିଲେ। ଠାକୁରଙ୍କଠାରେ ଫଗୁ ଲାଗିପରେ ଅଞ୍ଚଳବାସୀଙ୍କ ମଧ୍ୟରେ…
ମଇଦାନରେ ୨୦୪ ପ୍ରାର୍ଥୀ
ଅନୁଗୋଳ ଅଫିସ,,୧୫।୩ ଅନୁଗୋଳ ଜିଲାରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସମୟ ସୀମା ଶେଷ ହେବା ପରେ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଜିଲାର ଅନୁଗୋଳ ପୌରପାଳିକା, ତାଳଚେର…
Archives


