ଅନୁଗୋଳ

ମାଟିତଳୁ ମିଳିଲା ବୃଦ୍ଧାଙ୍କ ମୃତଦେହ

ବଇଣ୍ଡା,୧୩ା୧(ପରୀକ୍ଷିତ ସାହୁ): ଅନୁଗୋଳ ଜଲା କିଶୋରନଗର ଥାନା ଘୋଷର ଗ୍ରାମର ପଙ୍କଜିନୀ ପ୍ରଧାନ (୭୫)ଙ୍କ ମୃତଦେହ ଶନିବାର କିଶୋରନଗର ପୋଲିସ ମାଟିତଳୁ ଜବତ କରିଛି। ଏ ନେଇ ନମ୍ବର ୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ...

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର, ନଗଦ ୨୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୧ ୨।୧: ପୁଣି ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉଜଣେ ସରକାରୀ ଅଧିକାରୀ। ଶୁକ୍ରବାର ତାଳଚେରର ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରା କାର୍‌ରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ନିକଟରେ ନଗଦ ୧୧ ଲକ୍ଷ ଟଙ୍କା ସହ...

୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ଦିବ୍ୟାଙ୍ଗ

ଛେଣ୍ଡିପଦା, ୧ା୯ (ଅଜିତ ଧଳ)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ସୋମବାର ଏକ ୩ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରି...

ଓଡ଼ିଶା ସାଇନିଂ ଆଇକନରେ ଚମକିଲେ ନିଖିତା

ଅନୁଗୋଳ,୨୬।୧୨(ଅମିତ ସାମଲ): ରାଉରକେଲା ସହରର ଭଞ୍ଜ ଭବନଠାରେ ଅନୁଷ୍ଠିତ ଓଡ଼ିଶା ସାଇନିଂ ଆଇକନର ସବ୍‌ ଜୁନିଅର ବର୍ଗରେ ଚମକିଛନ୍ତି ଅନୁଗୋଳ ଝିଅ ନିଖିତା ସାହୁ। ପ୍ରାୟ ୧୦ ଜଣ ମଡେଲଙ୍କୁ ପଛରେ ପକାଇ ସେ ମିସ୍‌ ଓଡ଼ିଶା ଟାଇଟଲ ହାସଲ...

ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ

ଅନୁଗୋଳ,୨୩।୧୨ (ଅମିତ କୁମାର ସାମଲ): ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ୮୪ ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ। ଶନିବାର ମଧ୍ୟାହ୍ନ ସାଢ଼େ ୧୨ଟାରେ କୁଲାଡ଼ସ୍ଥିତ ବାସଭବନରେ...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ଅନୁଗୋଳ,୨୨ା୧୨: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟାରେ ଏକ ଅମାନବୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଆଠମଲ୍ଲିକ ଥାନା କନ୍ଧପଡ଼ାର ବୈଜୟନ୍ତୀ ସାହୁ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡ ପରଠାରୁ...

ବିଜୁଳି କଟିଲେ ସିଟିସ୍କାନ୍‌ ଠପ୍‌

ଅନୁଗୋଳ, ୨୦।୧୨ (ଅମିତ କୁମାର ସାମଲ): ବିଜୁଳି କଟିଲେ ଠପ୍‌ ହୋଇଯାଉଛି ଗୁରୁତ୍ୱପୂର୍ଣ୍ଣ ସିଟିସ୍କାନ ବ୍ୟବସ୍ଥା। ଜେନେରେଟର ଥିଲେ ବି ବ୍ୟାଟେରି ଚୋରି ହୋଇଯାଇଥିବାରୁ ତାହା କାର୍ଯ୍ୟରେ ଲାଗିପାରୁ ନାହିଁ। ଫଳରେ ସରକାରୀ ମେଡିକାଲରୁ ନିଃଶୁଳ୍କ ସେବା ପାଇ ନ...

ସ୍ବାସ୍ଥ୍ୟକେନ୍ଦ୍ରରୁ ମିଳୁନି ସେବା

ବଇଣ୍ଡା, ୧୮ା୧୨ (ପରିକ୍ଷିତ ସାହୁ): ସରକାରୀ ଡାକ୍ତରଖାନା ହୋଇଥିବାରୁ ଚିକିତ୍ସାରେ ନାନା ସୁବିଧାର ସୁଯୋଗ ନେବାକୁ ଆସୁଛନ୍ତି ରୋଗୀ। ହେଲେ ମେଡିକାଲରେ ପହଞ୍ଚିବା ପରେ ଧାରଣା ବଦଳି ଯାଉଛି ସେମାନଙ୍କର। ଡାକ୍ତରଙ୍କୁ ଦେଖା କରିବା ତ ଦୂରର କଥା ନର୍ସ...

ଝିଆରୀଙ୍କୁ କରୁଥିଲେ ପ୍ରେମ, ଯୋଜନା କରି ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲେ ଦାଦା

ଅନୁଗୋଳ,୧୦ ।୧୨: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଶନିବାର ଉଦ୍ଧାର ହୋଇଥିଲା। ଏହି ଘଟଣାର ଜରପଡ଼ା ପୋଲିସ ପର୍ଦ୍ଦାଫାସ କରିଛି। ଯୁବକ ଜଣଙ୍କ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ।...

ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ବଇଣ୍ଡା,୨୭ା୧୧ (ପରିକ୍ଷିତ ସାହୁ): ପ୍ରାଣୀ ସମ୍ପଦର ବିକାଶ ଦିଗରେ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଓ ଚାଷୀଙ୍କୁ ଅଧିକରୁ ଅଧିକ ଲାଭ ପହଞ୍ଚାଇବା ପାଇଁ ଗୋରୁ, ଛେଳି ଓ କୁକୁଡ଼ା ଚାଷ ନିମନ୍ତେ...

ବସ୍‌ ଚକା ପଙ୍କଚର ହେବାରୁ ଓହ୍ଲାଇପଡ଼ିଲେ ଯାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଅନୁଗୋଳ,୧୭ା୧୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୩ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍‌...

ବ୍ୟବସ୍ଥା ନ ଥିବାରୁ ବାରଣ୍ଡାରେ

ବଇଣ୍ଡା,୧୭ା୧୧ (ପରିକ୍ଷିତ ସାହୁ): ଛାତ୍ରୀଛାତ୍ରଙ୍କୁ ନେଇ ଭରପୂର ଅଛି ବିଦ୍ୟାଳୟ। ହେଲେ ଶିକ୍ଷାଦାନ ପାଇଁ ଏଠାରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ବିଶେଷକରି ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ବାରଣ୍ଡାରେ ହେଉଛି ପାଠପଢ଼ା। ସେହିପରି ଶୌଚାଳୟ, ବିଶୁଦ୍ଧ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri