ଅନୁଗୋଳ

ସ୍ବୀକୃତି ମିଳିଛି, ସୁବିଧା ମିଳୁନି

ଅନୁଗୋଳ ଅଫିସ, ୨୫।୨: ଶିଳ୍ପ ପାଇଁ ସମୃଦ୍ଧ ଅନୁଗୋଳ ସହରରେ ଥିବା ୨୭ ବସ୍ତି ମଧ୍ୟରୁ ୧୩ଟିକୁ ମିଳିଛି ସରକାରୀ ସ୍ବୀକୃତି। ଏସବୁ ବସ୍ତିରେ ରହିଛି ୨,୬୬୨ ଘର। ଅନୁଗୋଳ ପୌରପାଳିକା ପକ୍ଷରୁ ସ୍ବୀକୃତିପ୍ରାପ୍ତ ବସ୍ତିଗୁଡ଼ିକୁ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ…

ହାତୀ ସୁରକ୍ଷା ପ୍ରତି ହତାଦର

ପରିକ୍ଷିତ ସାହୁ ବଇଣ୍ଡା, ୨୪।୨:  ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା କମଳାଙ୍ଗଠାରେ ଓହଳି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ଜୀବନହାନି ପରେ ହାତୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଦ୍ୟୁତ୍‌…

ସୁବିଧା ଥାଇ ରୋଗୀଙ୍କୁ ଶୋଷଣ

ଅନୁଗୋଳ ଅଫିସ, ୨୩।୨ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ସମସ୍ତ ସେବା ଯେପରି ନିଃଶୁଳ୍କ ମିଳିପାରିବ ସେ ନେଇ ନାନା ବ୍ୟବସ୍ଥା କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ରୋଗୀଙ୍କୁ…

ଟାର୍ଗେଟକୁ ନେଇ ଟୋକନଧାରୀ ଅସନ୍ତୁଷ୍ଟ

ଅନୁଗୋଳ ଅଫିସ, ୨୨।୨: ଚାଷୀଙ୍କଠାରୁ ଧାନ କିଣିବାକୁ ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା ହୋଇଛି। କେତେ ଅନ୍ନଦାତା କେତେ ଜମିରେ କରିଥିବା ଫସଲ ବିକ୍ରି କରିବେ ସେ ନେଇ ସରକାରଙ୍କୁ ତଥ୍ୟ ପ୍ରଦାନ କରାଯାଉଛି। ପଞ୍ଜୀକୃତ କୃଷକଙ୍କ ତାଲିକାକୁ ଦେଖି ସରକାରଙ୍କ ପକ୍ଷରୁ…

ଆୟ କମାଇଛି ଆଖୁ

ଛେଣ୍ଡିପଦା,୨୧ା୨ : ଆଖୁ ହେଉଛି ଅର୍ଥକରୀ ଫସଲ। ସେଥିପାଇଁ ଧାନ ଅପେକ୍ଷା ଏହି ଚାଷକୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି ଚାଷୀ। କିନ୍ତୁ ଆଖୁଚାଷ ଓ ଚାଷୀଙ୍କ ପ୍ରତି ସରକାରୀ ଅବହେଳା ଦିନକୁ ଦିନ ବଢ଼ୁଛି। ଧାନ ପରି ଏହାକୁ ପ୍ରୋତ୍ସାହନ ଦିଆଯାଉ ନାହିଁ।…

ସେବା ନୁହେଁ ସନ୍ତୋଷଜନକ

ବଇଣ୍ଡା,୨୦।୨: ଜମା ହେଉ କି ଉଠାଣ, ବ୍ୟାଙ୍କକୁ ଗଲେ ଘଣ୍ଟା ଘଣ୍ଟା ସମୟ ଯାଉଛି। ଉପଭୋକ୍ତାମାନଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ କର୍ମଚାରୀଙ୍କ ମଧ୍ୟରେ ଆଗ୍ରହ ରହୁନି। ଏପରି କି ବରିଷ୍ଠ ନାଗରିକଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଉନି। ଅନୁଗୋଳ ଜିଲା କିଶୋରନଗର ବ୍ଲକ…

ଜନସାଧାରଣଙ୍କ ସହ ରହୁନି ସୁସମ୍ପର୍କ

ବଅଁରପାଳ,୧୯ା୨(ଡି.ଏନ.ଏ.) ଜନସାଧାରଣଙ୍କ ପ୍ରତି ଉତ୍ତମ ବ୍ୟବହାର ହିଁ ପୋଲିସକୁ ଲୋକଙ୍କ ପୋଲିସ କରିଦେବ। ଭୟମୁକ୍ତ ହୋଇ ସେମାନେ ଥାନା ସହ ସମ୍ପର୍କ ରକ୍ଷାକରିବେ। ଏହା ଅପରାଧ ହ୍ରାସ ଦିଗରେ ସହାୟକ ହେବ ଓ ଆଇନଶୃଙ୍ଖଳା ବିଗାଡ଼ିବାକୁ ଦେବନାହିଁ। ରାଜ୍ୟ ପୋଲିସ ମୁଖ୍ୟାଳୟ…

ପ୍ରାଣୀ ଚିକିତ୍ସାକୁ ଦିଆଯାଉନି ପ୍ରାଧାନ୍ୟ

ଖମାର,୧୮ା୨:  ଗ୍ରାମାଞ୍ଚଳର ଅର୍ଥନୀତିକୁ ଆଗକୁ ନେବାରେ ପ୍ରାଣୀଧନଙ୍କ ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରାଣୀଧନ ପାଳନ ନିମନ୍ତେ ବିଭିନ୍ନ ଯୋଜନାରେ ଯୁବତୀ ଯୁବକମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଅଳ୍ପ ସୁଧରେ ବ୍ୟାଙ୍କରୁ ଋଣ ପ୍ରଦାନ ସହ ସ୍ବାବଲମ୍ବୀ କରିବାର ବ୍ୟବସ୍ଥା…

ତ୍ୱରାନ୍ବିତ ହେବ ଉପଖଣ୍ଡ ଉନ୍ନୟନ

ମାଧପୁର/ ଆଠମଲ୍ଲିକ,୧୭ା୨ – ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ବାର୍ଷିକ ଅନୁଦାନକୁ ରାଜ୍ୟ ସରକାର ଦ୍ୱିଗୁଣିତ କରିଛନ୍ତି। ଏଥିସହ ପରିଷଦ ଅଧୀନରେ ଆସୁଥିବା ୧୦ ଜିଲା ଓ ଅନୁଗୋଳ ଜିଲାର ଆଠମଲ୍ଲିକ ଉପଖଣ୍ଡରେ ଡବ୍ଲ୍ୟୁଓଡିସିର ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯିବ ବୋଲି…

ପୈଠକରୁ ପଞ୍ଚାୟତ

ବଇଣ୍ଡା,୧୬ା୨: ପଞ୍ଚାୟତକୁ ପାଇପ୍‌ ପାଣି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗାଁଗୁଡ଼ିକରେ ଜଳଯୋଗାଣ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ହେଲେ କେଉଁଠି ଏହାର ରକ୍ଷଣାବେକ୍ଷଣ କରାଯାଉ ନାହିଁ ତ ଆଉ କେଉଁଠି ଆବଶ୍ୟକ ବିଦ୍ୟୁତ୍‌ ବିଲ୍‌ ପଞ୍ଚାୟତ ପକ୍ଷରୁ ଭରଣା…

ଶିଳ୍ପଜିଲା ହେବ ସୌନ୍ଦର୍ଯ୍ୟମୟ

ଅନୁଗୋଳ ଅଫିସ, ୧୫।୨( ଅମିତ କୁମାର ସାମଲ):  ପ୍ରକୃତିକୁ ଉପଭୋଗ କରିବାକୁ ଅନୁଗୋଳ ଆସୁଥିବା ପର୍ଯ୍ୟଟକ କେବଳ ସାତକୋଶିଆ ବୁଲି ଫେରିବେ ନାହିଁ। ଡେରଜାଙ୍ଗ ଡ୍ୟାମ୍‌ର ଆକର୍ଷଣ ସେମାନଙ୍କୁ ସେଠାକୁ ଟାଣିନେବ। ବନ୍ଧ ଉପର ବେଞ୍ଚ ମନକୁ ଶୀତଳ କରିଦେବ। ରାଣୀଗୁଡ଼ା…

ବଳ ଯାହାର ବୁଢ଼ାପଙ୍କ ତାହାର

ବଅଁରପାଳ,୧୫ା୨: ଅନୁଗୋଳ ଇତିହାସରେ ଗଡ଼ ବୁଢ଼ାପଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଏହା ଥିଲା ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଅଭେଦ୍ୟ ଦୁର୍ଗ। କିନ୍ତୁ ବ୍ରିଟିଶ୍‌ ଶାସନ ସମୟରେ ଏହାକୁ ଦଖଲ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଢେଙ୍କାନାଳ ରାଜା ସୁର ପ୍ରତାପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri