ଅପରାଧ

ମିଥ୍ୟା ଧର୍ମ କହି ମହିଳାଙ୍କୁ ପ୍ରେମ ଜାଲରେ ଫଶାଇଲେ ଯୁବକ; ତାପରେ…

ମିରଟ, ୨୨।୭: ଉତ୍ତର ପ୍ରଦେଶର ମିରଟରୁ ଏକ ଚାଞ୍ଚଲ୍ୟର ଡବଲ୍‌ ମର୍ଡର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଓ ତାଙ୍କ ୧୦ ବର୍ଷର ଝିଅକୁ ହତ୍ୟା କରାଯାଇ ମାଟିତଳେ ପୋତି ଦିଆଯାଇଥିବାବେଳେ ପୋଲିସ ଉଭୟଙ୍କ କଙ୍କାଳକୁ ଉଦ୍ଧାର କରିଛି। ଘଟଣାରୁ…

କରୋନା ଆକ୍ରାନ୍ତ ଯୁବତୀଙ୍କ ସହ ବଳାତ୍କାର ଉଦ୍ୟମ କରି ଡାକ୍ତର ଗିରଫ

ଆଲିଗଡ଼, ୨୨।୭: ଭାରତରେ କରୋନା ମହାମାରୀ ଗମ୍ଭୀର ରୂପ ଧାରଣ କରିଛି। ଗତ କିଛିଦିନ ଦେଶରେ ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୩୫ରୁ ୪୦ ହଜାର ମଧ୍ୟରେ ରହୁଛି। ଏହାକୁ ନେଇ ସରକାର ଚିନ୍ତାରେ ରହିଥିବାବେଳେ ଏଭଳି ଏକ ସମୟରେ ଏକ…

ଚାକରାଣୀଙ୍କୁ ୧୧ ମାସ ଧରି କରିଆସୁଥିଲେ ବଳାତ୍କାର; ଜଣାପଡ଼ିବା ପରେ..

ଉଜୈନ,୨୧।୭: ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ସମ୍ବେଦନଶୀଳ ମାମଲା ନଜରକୁ ଆସିଛି। ଘରେ କାମ କରୁଥିବା ୧୭ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଏକ୍ସାଇଜ୍‌ ଏସ୍‌ଆଇଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ପଙ୍କଜ ଜୈନ। ଉଜୈନ ପୋଲିସ…

ଭିଣୋଇ-ସ୍ତ୍ରୀଙ୍କ ଅନୈତିକ ସମ୍ପର୍କରେ ବଳି ପଡ଼ିଲେ ସ୍ବାମୀ

ନୋଏଡ଼ା, ୨୧।୭: ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ଓ ସମ୍ପତ୍ତି ଲୋଭ କାରଣରୁ ଗ୍ରେଟର ନୋଏଡାର ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣାର ଫର୍ଦ୍ଦାଫାଶ କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ଜେଲ୍‌ ପଠାଇ…

ନାବାଳିକାଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ

ରାଞ୍ଚତ୍, ୨୦।୨: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚତ୍ରୁ ଏକ ସମ୍ବେଦନଶୀଲ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ନାମକୁମ୍‌ ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ ହୋଇଛି। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଉଭୟ…

ସାବତ ମା’ଙ୍କ ତଣ୍ଟିଚିପି ହତ୍ୟା କଲା ପୁଅ

ନବରଙ୍ଗପୁର,୨୦ା୭(ବି.ପ୍ର.): ନବରଙ୍ଗପୁର ଗାଦବାଗଡ଼ା ସ୍ବାମୀ ବିକେକାନନ୍ଦ ବିଦ୍ୟାଳୟ ନିକଟରେ ରହୁଥିବା ଶ୍ରୀଧର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର ଏକ ଗାମୁଚା ସାହାଯ୍ୟରେ ସାବତ ମାଆ ରୁନି ମହାପାତ୍ର(୫୦)ଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି। ସେ ନିଜେ ପୋଲିସ ନିକଟରେ ଏହା ସ୍ବୀକାର କରିଛନ୍ତି।…

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରି ଜାଳିଦେଲେ!

ଯାଜପୁର ଅଫିସ,୨୦ା୭: ଯାଜପୁର ଜିଲା କଳିଙ୍ଗନଗର ଥାନା ସୁକିନ୍ଦା ବ୍ଲକ ପିଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମର ଏକ ଦମ୍ପତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମରେ…

ଚରିତ୍ରକୁ ସନ୍ଦେହ କରି ଝିଅକୁ ପିଟି ପିଟି ମାରିଦେଲା ବାପା

ବେମେତରା, ୧୯।୭: ଝିଅର ଚରିତ୍ରକୁ ସନ୍ଦେହ କରି ଜଣେ ବାପା କେତେ ହିଂସ୍ରରୂପ ଧାରଣ କରିବାରେ ତାହା ଛତିଶଗଡ଼ର ବେମେତରା ଜିଲାରେ ଦେଖିବାକୁ ମିଳିଛି। ବେମେତରାର ନାନ୍ଦଲ ଗ୍ରାମର ହରିଶଙ୍କର ସାହୁ କିଛିଦିନ ହେବ ତାଙ୍କ ୧୫ ବର୍ଷୀୟ ନାବାଳିକା ଝିଅର…

ବନ୍ଧୁକ ଦେଖାଇ ଅପହରଣ ଘଟଣା: ୪ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବଲାଙ୍ଗୀର ଅଫିସ,୧୯ା୭: ବନ୍ଧୁକ ଦେଖାଇ ଅପହରଣ ଓ ଡକାୟତି ଘଟଣାରେ ଟାଉନ ଥାନା ପୋଲିସ ୪ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଳପଡ଼ାର ସୋମ୍ୟରଞ୍ଜନ ଦାଶ, ସଞ୍ଜୀବ ମୁଗ୍ରୀ, ବିଶାଳ ସୁନା, ଆକାଶ ଷଣ୍ଢ…

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ

ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରୁ ରବିବାର ସକାଳେ ଏସ୍‌ଟିଏଫ୍‌ ୩.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନେଇ ଡିଜିପି ଅଭୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେହିଭଳି ଏହି ଘଟଣାରେ ଜଣେ ଅଟକ ଥିବା ନେଇ ସୂଚନା ଦେଇଛନ୍ତି। ଜବତ ହୋଇଥିବା…

ବାପାଙ୍କୁ ହତ୍ୟାକଲେ ଡାକ୍ତର ପୁଅ

ଭୁବନେଶ୍ୱର,୧୯। ୭(ବ୍ୟୁରୋ): ସନ୍ଦେହରୁ ପାରିବାରିକ ଅଶାନ୍ତି। ସ୍ଥିତି ଏପରି ହେଲା ଶେଷରେ ବାପାଙ୍କୁ ବିଧାମାରି ହତ୍ୟାକଲେ ଡାକ୍ତର ପୁଅ। ଖଣ୍ଡଗିରି ଥାନା ଅନ୍ତର୍ଗତ ଜଗମୋହନ ନଗରରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି। ମୃତକ ହେଲେ କୃଷି ବିଭାଗର ପୂର୍ବତନ ଅତିରିକ୍ତ…

ବିପଦ ବଢ଼ାଉଛି ଚୋରା କାରବାର

ବଇଣ୍ଡା, ୧୯ା୭(ଡି.ଏନ.ଏ.): ପେଟ୍ରୋଲ, ଡିଜେଲ ଭଳି ଦହନଶୀଳ ସାମଗ୍ରୀ ବହୁଳ ପରିମାଣରେ ଗଚ୍ଛିତ ବିପଦପୂର୍ଣ୍ଣ ହୋଇଥିଲେ ହେଁ ଏହାକୁ ଖାତିର କରୁନାହାନ୍ତି ଚୋରା ବ୍ୟବସାୟୀ। ବ୍ୟାରେଲ ବ୍ୟାରେଲ ତେଲକୁ ଅନେକେ ଘରେ ରଖି ବେପାର ଚଳାଇ ଏହାର ସମ୍ଭାବ୍ୟ ଭୟଙ୍କର ପରିଣତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?