ଅପରାଧ

କୁନିକୁନି ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଶିକ୍ଷକ ନିଲମ୍ବିତ

ବାରିପଦା,୨୮ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ପ୍ରତିମାଦେଇପୁର ବିଦ୍ୟାଳୟର କୁନିକୁନି ଛାତ୍ରୀଙ୍କୁ ଯୌନ ଶୋଷଣ ନେଇ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ବ୍ଲକ ଶିକ୍ଷାଧିକାରୀ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଏଭଳି...

ଜମିବାଡ଼ିକୁ କେନ୍ଦ୍ର କରି ବୁଲିଲା ଖଣ୍ଡା: ମହିଳାଙ୍କ ସମେତ ୪ ଗୁରୁତର

ପୁରୁଷୋତ୍ତମପୁର,୨୮ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗ୍ରାମରେ ଜମିଜମା ସମ୍ବନ୍ଧୀୟ ପୂର୍ବ ଶତ୍ରୁତାକୁ ନେଇ ଗୋଟିଏ ପରିବାର ଉପରେ ଅନ୍ୟ ଏକ ପରିବାର ଉପରେ ଆକ୍ରମଣ କରି ଖଣ୍ଡା ଏବଂ କଟୁରିରେ ହାଣି ପକାଇଛନ୍ତି। ଗୁରୁତରମାନେ...

ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ଘଟଣାସ୍ଥଳରୁ ମିଳିଲା…

ବାସୁଦେବପୁର,୨୭ା୭(କାଳୀପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ପଞ୍ଚାୟତରେ ପାରାପୋଖରୀ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଟଙ୍କା ପାଇଁ ସ୍ତ୍ରୀ ଗୁରୁବାରୀ ଜେନା (୪୫ )ଙ୍କୁ ତାଙ୍କ ସ୍ବାମୀ ଗୋପୀନାଥ...

ଗୁଣିଆ ସନ୍ଦେହରେ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଲେ, ଥାନାରେ ଏତଲା ପରେ…

ଦିଗପହଣ୍ଡି,୨୬ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର କେ.ପଞ୍ଚାନନଙ୍କୁ ଗୁଣିଆ(ତନ୍ତ୍ର ସାଧକ) ସନ୍ଦେହରେ ଗ୍ରାମର ବି. ନରସିଂହ,ବି. ପାଣ,ବି.କାଳିଆ, ବି.ସାବିତ୍ରୀ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପଞ୍ଚାନନ ଦିଗପହଣ୍ଡି ଥାନାରେ...

ହୋମ୍‌ଗାର୍ଡ ନିଯୁକ୍ତି ଦୌଡ଼ ସମୟରେ ଚେତାଶୂନ୍ୟ ହୋଇଥିଲେ ଯୁବତୀ, ଆମ୍ବୁଲାନ୍ସରେ ନେବା ସମୟରେ ଗଣବଳାତ୍କାର

ପାଟନା,୨୬ା୭: ବିହାରର ଗୟାଜୀ ଜିଲାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗତ ଗୁରୁବାର ହୋମଗାର୍ଡ ନିଯୁକ୍ତି ଦୌଡ଼ ସମୟରେ ଜଣେ ମହିଳା ପ୍ରାର୍ଥୀ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲ ନେବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର...

ଜୁଆଆଡ୍ଡାରେ ଚଢ଼ାଉ: ୪ ଲକ୍ଷରୁ ଅଧିକ ଟଙ୍କା ଜବତ, ୧୮ ଗିରଫ

ଜଗନ୍ନାଥପ୍ରସାଦ,୨୫ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ଥାନା ପୋଲିସ ଗୁରୁବାର ମଧ୍ୟ ରାତିରେ ଝାଡ଼ାଭୂମି ପଞ୍ଚାୟତର ବରକୋଳିଆ ଅଞ୍ଚଳରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୮ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪ ଲକ୍ଷ ୪ ହଜାର ୩୪୦ ଟଙ୍କା ସହ...

ଦାରିଙ୍ଗବାଡ଼ିରେ ଏ ହାତରୁ ସେ ହାତକୁ ଘୂରି ବୁଲୁଛି ୫୦୦ ଟଙ୍କିଆ ନୋଟ୍‌, ବ୍ୟାଙ୍କରେ ଜମା କରିବାବେଳେ…

ଦାରିଙ୍ଗବାଡ଼ି,୨୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୫ ଶହ ଟଙ୍କିଆ ନକଲି ନୋଟ୍‌ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ ଏବଂ ଲୋକଙ୍କ ଭିତରେ ଭୟ ଦେଖାଯାଇଛି। ବିଶେଷକରି ମୂଲିଆ ଶ୍ରେଣୀ ଲୋକଟି...

ବୁଗୁଡ଼ାରେ ଚାଲିଥିଲା ଚୋରା ମଦ କାରବାର: ଚଢାଉରେ ୫ହଜାର ଲିଟର ପୋଚ, ୨ଶହ ଲିଟର ଦେଶୀମଦ ଜବତ

ବୁଗୁଡା,୨୪ା୭(କାଳିଚରଣ ଦାଶ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ କରାଯାଇ ପ୍ରଚୁର ପରିମାଣର ପୋଚ ଓ ଦେଶୀମଦ ସହ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛିି। ପ୍ରକାଶ ଯେ, ବୁଗୁଡ଼ା ଅଞ୍ଚଳରେ...

ନିଶାରେ ଯୁବକଙ୍କ ଗାଲରେ ଭୁସିଥିଲେ ଛୁରୀ: ଜେଲ ଗଲେ ଅଭିଯୁକ୍ତ ଅରୁଣ ସେଠୀ

ଦିଗପହଣ୍ଡି,୨୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଜନତା ଲେନରେ ବୁଧବାର ପୂର୍ବାହ୍ନରେ ଅରୁଣ ସେଠୀଙ୍କ ଛୁରା ମାଡ଼ରେ ଦିଗପହଣ୍ଡି କମାର ସାହିର କାହ୍ନା ସେଠୀ ନାମକ ଯୁବକ ଗୁରୁତର ଆହାତ ହୋଇଥିଲେ। କାହ୍ନାଙ୍କ ମାଆ ଶକୁନ୍ତଳା ସେଠୀଙ୍କ ଏତଲା କ୍ରମେ ଦିଗପହଣ୍ଡି...

ସହପାଠୀଙ୍କ ସହ ବନ୍ଧୁତା ପରେ ଅଶ୍ଳିଳ ଫଟୋ ଉଠାଇ ଭାଇରାଲ କରିବା ଧମକ ଦେଉଥିଲେ, ଯୁବକଙ୍କୁ ବାନ୍ଧିଲା… 

ବୈଶିଙ୍ଗା,୨୪।୭(ରତନ ଦାଶ): ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ପଡ଼ିଲା ମହଙ୍ଗା। ଏହି ଘଟଣାରେ ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ, ଖୁଣ୍ଟା ଥାନା ଅଞ୍ଚଳର କେଶ...

ପ୍ରେମିକଙ୍କ ଗଳାକାଟି ସ୍କୁଟିରେ ଫେରାର ହୋଇଗଲେ ପ୍ରେମିକା

କେନ୍ଦ୍ରାପଡ଼ା,୨୪।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅଧୀନ ହଜାରୀ ଛକରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଗଳାକୁ ତାଙ୍କ ପ୍ରେମିକା କାଟି ଦେଇ ଫେରାର ହୋଇଯାଇଛନ୍ତି। ରାସ୍ତା ପାର୍ଶ୍ୱରେ ପଡିଥିବା ସେହି ଯୁବକଙ୍କୁ...

ମଦ ନିଶାରେ ଉନ୍ମତ୍ତକାଣ୍ଡ: ଯୁବକଙ୍କ ଗାଲରେ ଭୁସି କଲେ ରକ୍ତାକ୍ତ, ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୨୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜନତା ଲେନ୍‌ରେ ବୁଧବାର ମଧ୍ୟାହ୍ନରେ ଜଣେ ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ନିଶାରେ ଚୁର ଅବସ୍ଥାରେ ସେ ଜଣେ ଯୁବକଙ୍କ ଗାଲରେ ଛୁରୀ ଭୁଷି ଦେଇଥିଲେ। ଏଥିରେ ଯୁବକ କାହ୍ନା ସେଠୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri