କରୋନା ଭାଇରସ୍‌

ହଜାରେ ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧,୦୭୦ ଆକ୍ରାନ୍ତ…

ନୂଆଦିଲ୍ଲୀ, ୧୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା...

କରୋନା ଉତ୍ପତ୍ତି ତଥ୍ୟ ଇଣ୍ଟରନେଟରେ ଜାରି କରି ହଟାଇବା ମାମଲା: ଚାଇନାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜବାବ ତଲବ…

ବେଜିଂ,୧୮।୩ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରୋନାଭାଇରସର ଉତ୍ପତ୍ତି ବିଷୟରେ ବୈଜ୍ଞାନିକ ଅନୁସନ୍ଧାନକୁ ଅବରୋଧ କରିଥିବାରୁ ଚାଇନା କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛି। ଚାଇନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ତିନି ବର୍ଷ ପୂର୍ବେ ତଥ୍ୟ ପ୍ରକାଶ ନ କରିବାର କାରଣ ଏବଂ ଜାନୁଆରୀରେ...

ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ: ଆଗାମୀ ଲହରର ଆଶଙ୍କା କହିଲେ ଏକ୍ସପର୍ଟ

ନୂଆଦିଲ୍ଲ,୧୭।୩: ଭାରତରେ ଗତ କିଛି ଦିନରୁ କୋଭିଡ-୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତରେ ପ୍ରାୟ ଚାରିମାସ ପରେ ଗୁରୁବାର ୭୦୦ରୁ ଊର୍ଦ୍ଧ୍ୱ କରୋନା ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ବତ୍ତର୍ମାନ ଭାରତରେ ସକ୍ରିୟ ମାମଲା ସଂଖ୍ୟା...

ମୁମ୍ବାଇରେ ପୁଣି ବଢ଼ୁଛି କରୋନା ମାମଲା: ମହାରାଷ୍ଟ୍ରକୁ ଚିଠି ଲେଖିଲା କେନ୍ଦ୍ର

ମୁମ୍ବାଇ,୧୬।୩: ସମଗ୍ର ଦେଶରେ ଏଚ୍‌୨ଏନ୍‌୩ ଇନ୍‌ଫ୍ଲୁଏଞ୍ଜା ଫ୍ଲୁ ବୃଦ୍ଧି ମଧ୍ୟରେ କରୋନା ଭାଇରସ୍‌ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ଲୋକଙ୍କୁ କରୋନା ଭୟ ଘାରିଲାଣି। ମଙ୍ଗଳବାର ଏଠାରେ କୋଭିଡର ୩୬ଟି ମାମଲା...

କରୋନା ମହାମାରୀ ପାଇଁ ଦାୟୀ କିଏ ? ଆମେରିକା ନା ଚାଇନା, ଗବେଷଣା ପାଇଁ ଟଙ୍କା ଦେଇଥିବା ଅବା ଲିକ୍‌ କରିଥିବା ଦେଶ ଦୋଷୀ !…

ଓ୍ବାଶିଂଟନ/ବେଜିଂ,୧୩।୩: କରୋନା ଭୂତାଣୁର ଲିକ୍‌ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏନେଇ ଚାଇନାକୁ ଦୋଷୀ ବୋଲି ସଭତଏଁ କହୁଛନ୍ତି। ତେବେ ଏଥିପାଇଁ ଆମେରିକା ଏବଂ ଚାଇନା ଉପରେ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଛି। ଚାଇନାର ଉହାନ ଲ୍ୟାବରୁ ଏହା...

କିଏ ସେ ରହସ୍ୟମୟୀ ମହିଳା ? ଦାବି କରିିଥିଲେ ଉହାନ ଲ୍ୟାବରୁ ହୋଇଛି କରୋନ ଭୂତାଣୁ ଲିକ୍‌…

ଓ୍ବାଶିଂଟନ,୧୩।୩:  କରୋନା ଭୂତାଣୁର ଲିକ୍‌ ନେଇ ନାନା ଚର୍ଚ୍ଚା ଜାରି ରହିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ଅନ୍ୟ ରାଷ୍ଟ୍ର ଏହାର ଉତ୍ପତ୍ତି ସାର୍ବଜନୀନ କରିବାକୁ ଦାବି କରୁଛନ୍ତି। ଏପରିସ୍ଥଳେ ଆମେରିକା ଗୁପ୍ତଚର ଏଜେନ୍ସି ଦ୍ୱାରା ରାଷ୍ଟ୍ରପତି ଜୋ ବାଇଡେନଙ୍କ...

କରୋନା ଭୂତାଣୁ ଲିକ୍‌ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବ ଆମେରିକା: ବାଇଡେନଙ୍କ ମଞ୍ଜୁରୀକୁ ଅପେକ୍ଷା…

ଓ୍ବାଶିଂଟନ,୧୩।୩ : କରୋନା ମହାମାରୀର ଉତ୍ପତ୍ତି ସହ ଜଡିତ ସମସ୍ତ ସୂଚନା ପ୍ରସ୍ତୁତ କରିବାକୁ ଆମେରିକା ସଂସଦ ସର୍ବସମ୍ମତି କ୍ରମେ ଏକ ବିଲ ଅନୁମୋଦନ କରିଛି। ଏହାର ଲିକ୍‌ ବିଷୟରେ ସର୍ବସାଧାରଣ ସୂଚନା ଦେବାକୁ ବିଲ ନ୍ୟାଶନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କୁ...

ଚାଇନାର ଲ୍ୟାବରୁ ହୋଇଛି କରୋନା ଲିକ୍‌: ଏଫବିଆଇ…

ଓ୍ବାଶିଂଟନ,୧।୩ : କରୋନା ଭାଇରସ ବିଷୟରେ ଏକ ବଡ ଖବର ଆସିଛି। ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛନ୍ତି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି।...

ସକ୍ରିୟ ମାମଲା ଉପର ମୁହାଁ…

ନୂଆଦିଲ୍ଲୀ, ୨୭।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ଉହାନ ଲ୍ୟାବରେ ତିଆରି ହୋଇଥିଲା କରୋନା ଭୂତାଣୁ: ଆମେରିକା…

ଓ୍ବାଶିଂଟନ/ବେଜିଂ,୨୭।୨ : କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଅନେକ ଦେଶ ଟିକା ଦେବାରେ ସଫଳ ହୋଇଥିଲେ ମଧ୍ୟ କରୋନା ମାମଲା ଥମି ନାହିଁ। ସମଗ୍ର ବିଶ୍ୱରେ ଅନୁସନ୍ଧାନକାରୀ ସଂସ୍ଥା ଚାଇନାକୁ କରୋନାଙ୍କ ଉତ୍ପତ୍ତି ପାଇଁ ଦାୟୀ...

ଦୈନିକ ସଂକ୍ରମଣ ୨ ଶହ ଟପିଲା…

ନୂଆଦିଲ୍ଲୀ, ୨୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

ସକ୍ରିୟ ମାମଲା ୨ ହଜାର ଉପରେ…

ନୂଆଦିଲ୍ଲୀ, ୨୫।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri