କରୋନା ଭାଇରସ୍‌

କରୋନ: ଗୋଟିଏ ଦିନରେ ୨୭ ମୃତ, ୧୦ ହଜାରରୁ ଅଧିକ ସଂକ୍ରମିତ, ଆକ୍ଟିଭ କେଶ ୫୩ ହଜାର ଟପିଲା

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି। ଏହାକୁ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ପଡି ଗଲେଣି। ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାପରେ ଦେଶରେ ଆକ୍ଟିଭ...

ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର କରୋନା ପଜିଟିଭ, ନିଜକୁ କଲେ ଆଇସୋଲେଟ

ଜୟପୁର,୧୪।୪: ରାଜସ୍ଥାନ ରାଜ୍ୟପାଳ କଲାରଜ ମିଶ୍ର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କୋଭିଡ ଟେଷ୍ଟ ପରେ ଶୁକ୍ରବାର ୧୪ ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି ସୂଚନା ରାଜ ଭବନ ପକ୍ଷରୁ ଦିଆଯାଇଛି। ଏହାସହ ରାଜଭବନ ପକ୍ଷରୁ...

ଦେଶରେ ଥମୁନାହିଁ କରୋନା ସଂକ୍ରମଣ, ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର

ନୂଆଦିଲ୍ଲୀ,୧୪।୪: ପୁଣି ଡରାଇ ଚାଲିଛି କରୋନା ସଂକ୍ରମଣ। ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ପଡିଗଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ଗତ ୨୪...

କରୋନା ମୁକାବିଲା: ଆଡଭାଇଜରୀ ଜାରି କଲା ଏମ୍ସ୍‌…

ନୂଆଦିଲ୍ଲୀ,୧୩।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ଏହାର କର୍ମଚାରୀମାନଙ୍କ ପାଇଁ କରୋନା ଭାଇରସ ସମ୍ବନ୍ଧରେ ଆଡଭାଇଜରୀ ଜାରି କରିଛି। ଦିଲ୍ଲୀ ଏମ୍ସର ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କ...

ଆଗାମୀ ୧୦-୧୨ ଦିନ ମଧ୍ୟରେ ବଢିପାରେ କରୋନା ସଂକ୍ରମଣ, ହେଲେ…

ନୂଆଦିଲ୍ଲୀ,୧୨।୪: ଦେଶରେ କରୋନା ସଂକ୍ରମଣ ଏଣ୍ଡେମିକ ଷ୍ଟେଜ ଆଡକୁ ଗତି କରୁଛି। ଆସନ୍ତା ୧୦-୧୨ ଦିନ ମଧ୍ୟରେ ଏହି ମାମଲା ବଢିପାରେ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏଣ୍ଡେମିକର ଅର୍ଥ ହେଉଛି ସଂକ୍ରମଣ ଏବେ ଆମରି...

ଏପ୍ରିଲ ୨୦ରୁ ହଟିଯିବ ବ୍ଲୁ ଟିକ, ଟୁଇଟ କରି ସୂଚନା ଦେଲେ ମସ୍କ

ଓ୍ବାଶିଂଟନ,୧୨।୪: ଯେବେଠାରୁ ଟୁଇଟରକୁ ଏଲନ ମସ୍କ କିଣି ନେଲେଣି ସେବେଠାରୁ ଟୁଇଟରର ବ୍ଲୁ ଟିକକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତାଜା ସୂଚନା ଅନୁଯାୟୀ, ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ...

କୋଓ୍ବିନ ପୋର୍ଟାଲରେ ବୁକ କରିପାରିବେ କୋଭୋଭ୍ୟାକ୍ସ ବୁଷ୍ଟର ଡୋଜ, ପୁନାଓ୍ବାଲା କହିଲେ ସବୁ ଭାରିଏଣ୍ଟ ପାଇଁ କରିବ କାମ

ନୂଆଦିଲ୍ଲୀ,୧୧।୪: ଦେଶର ଅଧିକାଂଶ ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ବଢିଚାଲିଥିବା ବେଳେ ସୋମବାର କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟର କୋଭୋଭ୍ୟାକ୍ସ ଟିକାକୁ ବୟସ୍କଙ୍କ ପାଇଁ ହେଟେରୋଲାଗସ ବୁଷ୍ଟର ଡୋଜ ଭାବେ କୋଓ୍ବିନ ପୋର୍ଟାଲରେ ସାମିଲ କରିବାକୁ ମଞ୍ଜୁରୀ ଦେଇଥିଲେ। ମଙ୍ଗଳବାର...

ଆଇନା ଦେଖାଇଲା ଚାଇନା: ମଣିଷଙ୍କଠାରୁ ଉତ୍ପତ୍ତି ହୋଇଛି କରୋନା

ବେଜିଂ,୧୦।୪ : କରୋନା ମହାମାରୀ ଭୂତାଣୁର ଉତ୍ପତ୍ତି ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ଚାଇନାର ଜଣେ ବୈଜ୍ଞାନିକ ନୂଆ ଦାବି କରିଛନ୍ତି। ପୂର୍ବରୁ ଚାଇନାର ଉହାନ ଲ୍ୟାବରୁ କରୋନାର ଉତ୍ପତ୍ତି ହୋଇଥିବାବେଳେ ଆମେରିକା ସମେତ ଅନ୍ୟ କେତେକ ଦେଶ କହି...

କରୋନା ସଂକ୍ରମଣ: ହରିୟାଣା-କେରଳ-ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

ନୂଆଦିଲ୍ଲୀ,୯।୪ : ପୁଣିଥରେ ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ପ୍ରତିଦିନ ପାଞ୍ଚରୁ ଛଅ ହଜାର ଲୋକ ସଂକ୍ରମିତ ହେଉଥିବା ଜଣାପଡିଛି। ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ପୁଣି ଥରେ...

ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଉଛି କରୋନା ଭାଇରସ, ବ୍ରେନ ଡେଡ ସହ ଜନ୍ମ ନେଇ ୨ ଶିଶୁ: ରିସର୍ଚ୍ଚ

ଓ୍ବାଶିଂଟନ,୯।୪: ଆମେରିକାର ମିୟାମି ବିଶ୍ୱବିଦ୍ୟାଳୟର ଗବେଷକ ଗୁରୁବାର କହିଛନ୍ତି କି ସାର୍ସ-ସିଓଭି-୨ରେ ପୀଡ଼ିତ ଦୁଇ ଜଣ ମହିଳା ଦୁଇଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ହେଲେ ଉଭୟଙ୍କ ଶିଶୁ ବ୍ରେନ ଡ୍ୟାମେଜ ସହ ଜନ୍ମ ନେଇଛନ୍ତି। କରୋନା ଯୋଗୁ ଶିଶୁଙ୍କ ବ୍ରେନ...

ମୁଣ୍ଡ ଟେକିଲା ମହାମାରୀ

ନୂଆଦିଲ୍ଲୀ,୮ା୪: ଉତ୍ତର ପ୍ରଦେଶର ଗଙ୍ଗାନଦୀ ବାଲିରେ କୁଢ଼ କୁଢ଼ ମୃତଦେହ, ଦିଲ୍ଲୀ ଶ୍ମଶାନରେ ଲିଭୁ ନ ଥିବା ଚିତା, ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସମେତ ଡାକ୍ତରୀ ଉପକରଣର ଅଭାବ ଯୋଗୁ ରାସ୍ତାକଡ଼ ଆମ୍ବୁଲାନ୍ସରେ ଚିକିତ୍ସା ନାମରେ ହୀନସ୍ତା। ୨୦୨୧ ମେ’ର ମହାମାରୀଜନିତ...

କରୋନାର ନୂଆ ଲହର ଆଶଙ୍କା କରି ହେଲା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ କହିଲେ, ୧୦-୧୧ ଏପ୍ରିଲରେ ହେବ ମକ ଡ୍ରିଲ

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ଦେଶରେ ବଢି ଚାଲିଥିବା କରୋନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri