କରୋନା ଭାଇରସ୍‌

ପୁଣି ଦିଲ୍ଲୀକୁ ଫେରିଲା କର୍ଫ୍ୟୁ

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀରେ ବେଲଗାମ ହେଉଛି କରୋନା। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ଥିତି ଏଭଳି ବିଗିଡ଼ିବାରେ ଲାଗିଛି ଯେ, ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍‌ ଖାଲି ନାହିଁ। କେବଳ ସେତିକି…

ସାଙ୍ଗରେ ଅକ୍ସିଜେନ ସିଲିଣ୍ଡର ଧରି ହସ୍ପିଟାଲରୁ ହସ୍ପିଟାଲ ବୁଲିଲେ କରୋନା ଆକ୍ରାନ୍ତ: ମିଳିଲାନି ବେଡ୍‌

ଲକ୍ଷ୍ନୌ,୧୫।୪: କରୋନା ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାର ଏହି ନୂଆ ଷ୍ଟ୍ରେନ୍‌ ଏବେ ଭୟଙ୍କର ରୂପ ଧାରଣ କରିଛି। ଯେଉଁଠି କରୋନାକୁ ନେଇ ସରକାର ଅଧିକ ସଜାଗ ରହିଛନ୍ତି ବୋଲି କହୁଛନ୍ତି ସେଠାରେ ସ୍ବାସ୍ଥ୍ୟସେବାର ନଗ୍ନ ଉଦାହରଣ ଦେଖିବାକୁ…

ହସ୍ପିଟାଲ ଖାଲି ନାହିଁ, ଏବେ ହୋଟେଲ ଭରସା: ଦିନକୁ ଭଡ଼ା ୪ ହଜାର…

ମୁମ୍ବାଇ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ମହାରାଷ୍ଟ୍ରରେ ଅବସ୍ଥା ଅଧିକ ସଙ୍କଟ ଜନକ ରହିଛି। ମୁମ୍ବାଇରେ ଥିବା ସମସ୍ତ ହସ୍ପିଟାଲରେ ବେଡ୍‌ ଆଉ ଖାଲି ନାହିଁ। ତେଣୁ ଏବେ ୫ ଷ୍ଟାର୍‌ ହୋଟେଲରେ…

ଘରକୁ ଯିବା ପରେ ଜେଲ୍‌ ଫେରିବାକୁ ଅମଙ୍ଗ…

ନୂଆଦିଲ୍ଲୀ,୧୫।୪: ତିହାର ଜେଲ୍‌ର ୩ ହଜାର ୪୬୮ କଏଦୀଙ୍କର କୌଣସି ଖୋଜ ଖବର ମିଳୁନି l ଜେଲ୍‌ରେ କରୋନା ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁ ୬ ହଜାର ୭୪୦ ଜଣ କଏଦୀଙ୍କ୍‌ୁ ପାରୋଲରେ ଘକୁ ଛଡ଼ା ଯାଇଥିଲା। ତେବେ…

ଦିଲ୍ଲୀରେ ଲାଗୁ ହୋଇପାରେ ସାପ୍ତାହିକ ଲକ୍‌ଡାଉନ: କେଜରିଓ୍ବାଲ-ଏଲ୍‌ଜିଙ୍କ ବୈଠକ ଜାରି

ନୂଆଦିଲ୍ଲୀ,୧୫।୪: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ, ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ମଧ୍ୟ ନାହିଁ।…

ଦେଖି ପାରିବେନି କି ଶୁଣି ପାରିବେନି: କରୋନାର ନୂଆ ଲକ୍ଷଣ…

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତେବେ ନୂଆ ଷ୍ଟ୍ରେନ୍‌ ଯୋଗୁ ଏବେ ଦୃଷ୍ଟି ଶକ୍ତି ଏବଂ ଶ୍ରବଣ ଶକ୍ତି ଉପରେ ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ସେହି ପେଟରେ…

ଶ୍ମଶାନ ଆଗରେ ଲମ୍ବା ଲାଇନ୍‌: ଦିନରାତି ଜଳୁଛି ଜୁଇ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ଅଣାୟତ୍ତ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ସହିତ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ତେବେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ…

ଶ୍ରଦ୍ଧାଳୁଙ୍କୁ ଆଖଣ୍ଡଳମଣି ମନା

ଭଦ୍ରକ ଅଫିସ,୧୫।୪: ରାଜ୍ୟରେ କରୋନା ଆତଙ୍କ ଖେଳାଇବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଗୁରୁବାର ଭଦ୍ରକ ଆରଡି ଆଖଣ୍ଡଳମଣି ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ମନ୍ଦିରକୁ ୩ ଦିନ…

ଜଣାପଡ଼ିଲା ସତକଥା: ୪ ବର୍ଷ ତଳେ ଚାଇନାରେ ହୋଇଥିଲା କରୋନା ସଂକ୍ରମଣ…

ବେଜିଂ,୧୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଥିଲେ ମଧ୍ୟ ଏବେ ଏହାର ପର୍ଦ୍ଦାଫାଶ୍‌ ହୋଇଛି। ଏକ ରିପୋର୍ଟ ଅନୁସାରେ ଚାଇନାରେ ୪ ବର୍ଷ ତଳେ ୨୦୧୬-୧୭ରେ…

ଗଞ୍ଜାମ ଥାନା ପୋଲିସ ପକ୍ଷରୁ ମାସ୍କ, ହେଲ୍‌ମେଟ ଯାଞ୍ଚ

ଗଞ୍ଜାମ,୧୫।୪(ଡି.ଏନ୍‌.ଏ.): ମହାମାରୀ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଆସିବା ପରଠାରୁ ପ୍ରଶାସନର ନିଦ ହଜିଯାଇଛି। ଏହାର ମୁକାବିଲା ନିମନ୍ତେ ଏବେ ଲୋକଙ୍କୁ ସଚେତନତା ହେବା ଜରୁରୀ ହୋଇପଡ଼ିଛି। ଜିଲା ଉଚ୍ଚ ପ୍ରଶାସନର ନିଦ୍ଦେର୍ର୍ଶକ୍ରମେ ମାକ୍ସ ଓ ହେଲିମେଟ ଯାଞ୍ଚକୁ କଡ଼ାକଡ଼ି କରିଛି ଗଞ୍ଜାମ…

ସାମ୍ପୁଲ ନ ଦେଇ ଏମ୍‌ପିଙ୍କ ମୋବାଇଲ୍‌ରେ ଆସିଲା ମେସେଜ…

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏପରିସ୍ଥଳେ କରୋନା ଟେଷ୍ଟ ପାଇଁ ସଂଗ୍ରହ ହେଉଥିବା ସାମ୍ପୁଲ ସମ୍ପର୍କିତ ମେସେଜ ନେଇ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। କଂଗ୍ରେସ ରାଜ୍ୟସଭା ଏମ୍‌ପି ଦିଗ୍‌ ବିଜୟ ସିଂଙ୍କ…

ଖୁବ୍‌ଶୀଘ୍ର ସ୍ପୁଟ୍‌ନିକ ଭି

ନୂଆଦିଲ୍ଲୀ, ୧୫।୪: ଭାରତରେ କୋଭିଡ୍‌ ଟିକାକରଣରେ ତୃତୀୟ ଟିକା ଭାବେ ସାମିଲ ହେବାକୁ ଯାଉଥିବା ସ୍ପୁଟ୍‌ନିକ ଭି ଖୁବ୍‌ଶୀଘ୍ର ଭାରତରେ ପହଞ୍ଚତ୍ବ। ଭାରତରେ ଏହାର ପାର୍ଟନର ଥିବା ଡ. ରେଡିସ୍‌ ଲାବରେଟୋରିଜ୍‌ ଚଳିତ ତ୍ରୟମାସିକ ସୁଦ୍ଧା ଏହାର ଯୋଗାଣ ଆରମ୍ଭ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?