କରୋନା ଭାଇରସ୍‌

ଚାରିଆଡେ ଜଳନ୍ତା ଜୁଇ…

ଭୋପାଳ,୧୭।୪: କରୋନା ସଂକ୍ରମଣ ନେଇ ମଧ୍ୟପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ପ୍ରତିଦିନ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ମଶାନରେ ଲମ୍ବା ଲାଇନ୍‌ ଲଗାଇବାକୁ ପଡୁଛି। ସେଥିପାଇଁ ପୂର୍ବରୁ ୪୦ରୁ ଅଧିକ ଚିତାକୁ ପ୍ରସ୍ତୁତ କରି…

ୟୁନିଭରସିଟିରେ କୋଭିଡ୍‌ ଓ୍ବାର୍ଡ…

ଲକ୍ଷ୍ନୌ,୧୭।୪: କରୋନା ସଂକ୍ରମଣ ନେଇ ଉତ୍ତରପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି। ଏପରିସ୍ଥଳେ ରାଜ୍ୟ ସରକାର ଆହ୍ଲାବାଦ ୟୁନିଭରସିଟିକୁ କୋଭିଡ୍‌ ଓ୍ବାର୍ଡ ପରିଣତ କରିବାକୁ ଯାଉନ୍ତି। ଇତିମଧ୍ୟରେ ରାଜ୍ୟସରକାରଙ୍କ ନିଷ୍ପତ୍ତି କ୍ରମେ ବିଶ୍ୱବିଦ୍ୟାଳୟର ହଷ୍ଟେଲକୁ ଖାଲି…

ଏଭଳି ହେଉଛି କି, ଶୀଘ୍ର ପିଲାଙ୍କୁ ନିଅନ୍ତୁ ହସ୍ପିଟାଲ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ନୂଆ ଷ୍ଟ୍ରେନ୍‌ର ନୂଆ ଲକ୍ଷଣ ଏବଂ ୩ ଗୁଣା ଅଧିକ ବେଗରେ ସଂକ୍ରମଣ ହେଉଥିବା ନେଇ ବିଶେଷଜ୍ଞ ବେଶ୍‌ ଚିନ୍ତାରେ ପଡ଼ିଛନ୍ତି। ନୂଆ ଷ୍ଟ୍ରେନ୍‌ ଟାର୍ଗେଟରେ ଏବେ…

ଆଉ ରକ୍ଷା ନାହିଁ, ଏବେ ଏଭଳି ବ୍ୟାପୁଛି କରୋନା…

ଓ୍ବାଶିଂଟନ/ଲଣ୍ଡନ,୧୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ପୂର୍ବରୁ କରୋନା ଭୁତାଣୁ ସଂକ୍ରମଣ ବାୟୁରେ ହୋଇ ନ ଥାଏ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଥିଲେ। ତେବେ ଏବେ…

ପୁଅ ପଛେ ପଛେ ଚାଲିଗଲେ ମା’

ଭୁବନେଶ୍ୱର,୧୭।୪(ବ୍ୟୁରୋ): କଂଗ୍ରେସର ପିପିଲି ପାର୍ଥୀ ଅଜିତ ମଙ୍ଗରାଜଙ୍କ ମା’ କ୍ଷେତ୍ରମଣିଙ୍କ ଶନିବାର ପରଲୋକ ଘଟିଛି। ପୁଅ ଆଖିବୁଜିବାର ୪ ଦିନ ପରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, କ୍ଷେତ୍ରମଣିଙ୍କ ହୃଦଘାତ…

ପୁଣି ମାଡ଼ି ଆସିଲା ବିପଦ: ସାବଧାନ ନ ହେଲେ ଯିବ ଜୀବନ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନାର ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟ କୋକୁଆ ଭୟ ସୃଷ୍ଟି ହୋଇଛି। ପୁଣି କରୋନା ବିପଦ ମାଡ଼ି ଆସୁଥିବାବେଳେ ସାବଧାନ ନ ହେଲେ ଜୀବନ ପ୍ରତି ସଙ୍କଟ ରହିଥିବା…

ଟିକା ରପ୍ତାନିକାରୀରୁ ଆମଦାନିକାରୀ ହେଲା ଭାରତ

ନୂଆଦିଲ୍ଲୀ, ୧୭।୪: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ିଚାଲିଛି। ଏପରିସ୍ଥଳେ ଦେଶରେ କୋଭିଡ୍‌ ଟିକାର ଅଭାବ ଦେଖାଦେଇଛି। ବିଭିନ୍ନ ଦେଶକୁ କୋଭିଡ୍‌ ଟିକାର ଲକ୍ଷ ଲକ୍ଷ ଡୋଜ୍‌ ଦାନ ତଥା ବିକ୍ରି କରିଥିବା ଭାରତକୁ ଏବେ ଅନ୍ୟ…

ରେମ୍‌ଡେସିଭିର୍‌ କଳାବଜାର

ନୂଆଦିଲ୍ଲୀ, ୧୭।୪: କୋଭିଡ୍‌ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଆଣ୍ଟିଭାଇରାଲ ଡ୍ରଗ୍‌ ରେମ୍‌ଡସିଭିର୍‌ର ଅଭାବ ବିଭିନ୍ନ ରାଜ୍ୟରେ ଦେଖାଦେଇଛି। ଏହି ଇଞ୍ଜେକ୍‌ଶନ ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଥିବାବେଳେ ଅସାଧୁ ବ୍ୟବସାୟୀମାନେ ଏହାର କଳାବଜାର ଆରମ୍ଭ କରିଦେଇଛନ୍ତି।…

ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ଆଜି କରୋନା ନେଲା ୪ ଜୀବନ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ରାଜ୍ୟରେ କରୋନାଜନିତ ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ…

ରାଜ୍ୟରେ ୩୧୪୪ କରୋନା ପଜିଟିଭ୍‌ ଚିହ୍ନଟ: ସର୍ବାଧିକ ସୁନ୍ଦରଗଡ଼, ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍‌ ଉପରମୁହାଁ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୪,୫୯୪ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ କରୋନା: ରିମାଣ୍ଡ ସ୍ଥଗିତ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ୧୨୦ ଘଣ୍ଟା ଘରେ ତେଲେଙ୍ଗାନାରୁ ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ ହାଇଦରଙ୍କୁ କରୋନା। ଆରଟି-ପିସିଆର ଟେଷ୍ଟ ପରେ ଶନିବାର ତାଙ୍କର ରିପୋର୍ଟ ପଜିଟିଭ ଆସିଛିି। ଏହାପରେ ହାଇଦରଙ୍କୁୁ ଚୌଦ୍ୱାର ଜେଲ୍‌ରେ ଆଇସୋଲେଶନ ୱାର୍ଡରେ ରଖାଯାଇଛି ବୋଲି କଟକ ଡିସିପି…

କରୋନା ମଧ୍ୟରେ ହଜ୍‌ ଯାତ୍ରାକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ବିଗିଡ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଏବେ ଭୟାନକ ରୂପ ଧାରଣ କରୁଛି। ପ୍ରତିଦିନ କରୋନା ସଂକ୍ରମଣ ନୂଆ ନୂଆ ରେକର୍ଡ ଭାଙ୍ଗୁଛି। ଏଭଳି ସ୍ଥିତିରେ ଦେଶରେ ସମସ୍ତ ଧାର୍ମିକ କାର୍ଯ୍ୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?