ଏଲୋନ୍ ମୁସ୍କ୍ଙ୍କ ବିବାଦୀୟ ଟୁଇଟ୍: ଟେସଲାର ୧୫ ଶହ କୋଟି ଡଲାର କ୍ଷତି
ନ୍ୟୁୟର୍କ,୨।୫: ଟେସଲା ଇଲେକ୍ଟ୍ରିକ୍ କାର୍ କମ୍ପାନୀ ପ୍ରାୟ ୧୫ ଶହ କୋଟି ଡଲାରର କ୍ଷତି ସହିଛି। ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିବାହୀ ଏଲୋନ୍ ମୁସ୍କ୍ଙ୍କର ଏକ ବିବାଦୀୟ ଟୁଇଟ୍ ଯୋଗୁ ଏଭଳି ଘଟିଛି। ସୂଚନାଯୋଗ୍ୟ, କମ୍ପାନୀର ଶେୟାର ଦାମ ଅଧିକ…
କମିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ,୧।୫: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ନନ୍- ସବ୍ସିଡି ରୋଷେଇ ଗ୍ୟାସ୍ର ଦାମ ଏବେ କମ୍ ହୋଇଛି। ଦେଶର ଅଏଲ ମାର୍କେଟିଂ କମ୍ପାନୀ ଏଚ୍ପିସିଏଲ୍, ବିପିସିଏଲ୍, ଓ ଆଇଓସି ଦ୍ୱାରା ଶୁକ୍ରବାର ଏହି ଘୋଷଣା କରାଯାଇଛି। ରାଜଧାନୀ ଦିଲ୍ଲୀରେ ନନ୍-…
ଅଭିବୃଦ୍ଧି ନେଇ ସରକାରଙ୍କ ଚିନ୍ତା
ନୂଆଦିଲ୍ଲୀ,୧।୫: ଲକ୍ଡାଉନ ପରେ ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଛିଡା କରାଇବା ଲାଗି ସରକାର ଯୋଜନା ହାତକୁ ନେଉଛନ୍ତି। ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ଏବେ ପ୍ରାଥମିକତା ଦିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ମନ୍ତ୍ରଣାଳୟ ସହ ଏ…
ନିବେଶକଙ୍କ ଲାଭ ୭.୬୮ ଲକ୍ଷ କୋଟି
ମୁମ୍ବାଇ,୧। ୫: ଗୁରୁବାର ଭାରତୀୟ ପୁଞ୍ଜିବଜାରର ସେନ୍ସେକ୍ସ ୯୯୭ ପଏଣ୍ଟ ବଢିଛି। ଗତ ୪ ଦିନ ଧରି ଶେୟାର ବଜାରରେ କାରବାର ଉନ୍ନତ ରହିବାରୁ ନିବେଶକଙ୍କ ସମ୍ପତ୍ତି ୭.୬୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ନଜରକୁ ଆସିଛି। ଗୁରୁବାର କାରବାରରେ…
ଜିଓର ଚତୁର୍ଥ ତ୍ରୈମାସ ନିଟ୍ ଲାଭରେ ବୃଦ୍ଧି
ନୂଆଦିଲ୍ଲୀ,୧-୫: ୨୦୧୯-୨୦ ଆର୍ଥିକ ବର୍ଷ ଚତୁର୍ଥ ତ୍ରୈମାସରେ ରିଲାଏନ୍ସ ଜିଓର ଲାଭ ୧୭୭.୫% ବୃଦ୍ଧି ଘଟି ୨୩୩୧ କୋଟି ଟଙ୍କା ରହିଛି। ଏହି ତିନି ମାସରେ ଜିଓର ନିଜସ୍ବ ରାଜସ୍ବ ୧୪,୮୩୫ କୋଟି ଟଙ୍କା ରହିଛି। ଗତବର୍ଷ ତୁଳନାରେ ଏଥିରେ ୧୬.୬%…
କୋଭିଡ୍ ଯୋଦ୍ଧାଙ୍କ ପିଲାଙ୍କ ଲାଗି ସି.ଭି. ରମଣର ସ୍କଲାରଶିପ
ଭୁବନେଶ୍ୱର,୧-୫: ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଏବଂ କୃତଜ୍ଞତା ଜ୍ଞାପନ କରାଯାଇଛି। କୋଭିଡ୍-୧୯ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ୫କୋଟି ଟଙ୍କା ମୂଲ୍ୟର ମେଧାବୃତ୍ତି ଘୋଷଣା କରାଯାଇଛି। ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ବିଭାଗ…
୧୦୦୦ ଏୟାରକୁଲର ଦେଲା ସିମ୍ଫୋନି
ନୂଆଦିଲ୍ଲୀ,୧-୫: କୋଭିଡ୍-୧୯ ଯୁଦ୍ଧରେ ପ୍ରମୁଖ ଏୟାରକୁଲର ମାନୁଫାକଚର କମ୍ପାନୀ ସିମ୍ଫୋନି ସାମିଲ ହୋଇଛି। ଗୁଜରାଟ ସରକାରଙ୍କୁ ଏହା ୧୦୦୦ ଏୟାରକୁଲର ଦାନ କରିଥିବା ସୂଚନା ଦେଇଛି। ଗୁଜରାଟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗରେ ଏହି କୁଲରଗୁଡିକ ବ୍ୟବହାର କରାଯିବା କାର୍ଯ୍ୟକ୍ରମ ରହିଛି। କୋଭିଡ୍…
କୋର୍ ସେକ୍ଟରକୁ କୋଭିଡ୍ ମାଡ଼
ନୂଆଦିଲ୍ଲୀ,୧ ।୫: କୋଭିଡ୍-୧୯ ଯୋଗୁ ସାରା ଦେଶରେ ମେ ୩ ଯାଏ ଲକ୍ଡାଉନ ଜାରି ରହିବ। ଏହି ସମୟରେ ଦେଶର ଶିଳ୍ପ କ୍ଷେତ୍ର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ଠପ୍ ରହିଛି। ଏଥିଲାଗି ପ୍ରମୁଖ ଶିଳ୍ପ କ୍ଷେତ୍ର ବା କୋର ସେକ୍ଟର ଅଭିବୃଦ୍ଧି…
ବ୍ୟାଙ୍କିଙ୍ଗ୍ ଉଦ୍ୟୋଗ ମହଙ୍ଗା ଭତ୍ତା ୭୬.୧%
ଭୁବନେଶ୍ୱର,୧-୫: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଫେବୃୟାରୀରେ ୩୨୮ ପଏଣ୍ଟ ଥିଲା। ଏଥିରେ ୨ ପଏଣ୍ଟ ହ୍ରାସ ଘଟି ମାର୍ଚ୍ଚରେ ୩୨୬ ପଏଣ୍ଟ ରହିଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୪୬ ପଏଣ୍ଟରେ ଅପରିବର୍ତ୍ତିତ…
ଚାଇନା ଆଣୁଛି ସରକାରୀ ଡିଜିଟାଲ କରେନ୍ସି
ନୂଆଦିଲ୍ଲୀ,୧।୫: ଚାଇନା ଏହାର ସରକାରୀ ଡିଜିଟାଲ କରେନ୍ସି ଇ-ଆର୍ଏମ୍ବିକୁ ପରିକ୍ଷଣ ଭିତ୍ତିରେ ଲାଗୁ କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଚାଇନାର ୪ ପ୍ରମୁଖ ସହରରେ ଏହି କରେନ୍ସି ଲାଗୁ ହେବ ବୋଲି ସେଠାକାର ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଚାଇନା କେନ୍ଦ୍ରୀୟ…
କରୋନା ଯୋଗୁ ରୋଜଗାର ହରାଇବେ ୧୬୦ କୋଟି: ଆଇଏଲ୍ଓ
ଜେନେଭା,୩୦।୪: କରୋନା ସଂକ୍ରମଣର ପ୍ରଭାବ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ସଙ୍କଟରେ ପଡ଼ିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏହାଦ୍ୱାରା ଆଗାମୀ ଦିନରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁ ଥିବା ୨୦୦ କୋଟି ଲୋକଙ୍କ ମଧ୍ୟରୁ…
ବ୍ୟାଙ୍କ ଜମା ଆଡ଼କୁ ମୁହାଁଉଛନ୍ତି ନିବେଶକ
ମୁମ୍ବାଇ,୩୦।୪: ଡେଟ୍ ବର୍ଗରେ ମିଳୁଥିବା ଲାଭକୁ ଦେଖିଲେ ଗୋଟିଏ ସମୟରେ ପୁଞ୍ଜି ବଜାରର ନିବେଶକଙ୍କ ଏହା ଏକ ଅନ୍ୟତମ ପ୍ରମୁଖ ନିବେଶ ବିକଳ୍ପ ରହି ଆସିଥିଲା। ମାତ୍ର ଫ୍ରାଙ୍କ୍ଲିନ୍ ଟେମ୍ପଲଟନ ଭଳି ହାଇ ପ୍ରୋଭାଇଲ କମ୍ପାନୀ ଏହାର ୬ ଡେଟ୍ ସ୍କିମ୍କୁ…

