ବାଣିଜ୍ୟ

ଋଣ ମାଫ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ

ନୂଆଦିଲ୍ଲୀ,୩୦।୪: ନୀରବ ମୋଦି, ମେହୁଲ ଚୋକ୍‌ସି ଏବଂ ବିଜୟ ମାଲ୍ୟାଙ୍କ ଭଳି ବ୍ୟକ୍ତିବିଶେଷ ବ୍ୟାଙ୍କରୁ ବହୁ କୋଟି ଟଙ୍କାର ଋଣ ଠକେଇକରି ଏବେ ବିଦେଶରେ ରହୁଛନ୍ତି। ସରକାର କାହିଁକି ସେମାନଙ୍କ ଋଣକୁ ରାଇଟ ଅଫ୍‌ କରିଛନ୍ତି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା…

ଭୋଡାଫୋନ୍‌କୁ ରିଫଣ୍ଡ ଲାଗି ଆଇଟି ବିଭାଗକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୪: ୨୦୧୪-୧୫ ଆସେସମେଣ୍ଟ ବର୍ଷରେ ଭୋଡାଫୋନକୁ ୭୩୩ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ଆୟକର ବିଭାଗ(ଆଇଟି)କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪-୧୫ ଠାରୁ ୨୦୧୭-୧୮ ଯାଏ ୪୭୫୯.୦୭ କୋଟି ଟଙ୍କାର ରିଫଣ୍ଡ ଦେବା ଲାଗି ଭୋଡାଫୋନ ପକ୍ଷରୁ ଦାବି…

କୋଭିଡ୍‌ ଲାଗି ଆଖିଦୃଶିଆ ନୁହେଁ ସରକାରୀ ସହାୟତା

ନୂଆଦିଲ୍ଲୀ,୩୦ ।୪: କୋଭିଡ୍‌-୧୯ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବା ନେଇ ବିଭିନ୍ନ ଏଜେନ୍ସି ଆକଳନ କରିଛନ୍ତି। ଘରୋଇ ବଜାର ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନାଜନିତ ଲକ୍‌ଡାଉନ ଯୋଗୁ ଆର୍ଥତ୍କ…

ଭାରତ ଉପରେ ୟୁଏସ୍‌ କମ୍ପାନୀଙ୍କ ନଜର

ନୂଆଦିଲ୍ଲୀ,୩୦ ।୪: ଚାଇନାରେ ମହାମାରୀ ଯୋଗୁ ବିଭିନ୍ନ ସମସ୍ୟା ଉପୁଜୁଥିବାରୁ ୟୁନାଇଟେଡ୍‌ ଷ୍ଟେଟସ ଅଫ୍‌ ଆମେରିକା(ୟୁଏସ୍‌)ର କମ୍ପାନୀଗୁଡିକ ପରିଚାଳନାରେ ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ କିଛି କମ୍ପାନୀ ଚାଇନାରୁ ବାହାରି ଆସିବାକୁ ମନ ବଳାଇଛନ୍ତି। ଏହି କମ୍ପାନୀଗୁଡିକର ନଜର ଏବେ…

କ୍ଷତିଗ୍ରସ୍ତ କ୍ଷେତ୍ରଗୁଡ଼ିକୁ ମିଳିବ ପ୍ୟାକେଜ

ନୂଆଦିଲ୍ଲୀ,୩୦।୪:ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତିରେ କ୍ଷତିଗ୍ରସ୍ତ ଶିଳ୍ପକ୍ଷେତ୍ରଗୁଡ଼ିକୁ ସରକାର ପ୍ୟାକେଜ ପ୍ରଦାନ କରିବେ। ଏ ନେଇ ବିସ୍ତୃତ ଭାବେ ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏ ଦିଗରେ ଶୀଘ୍ର ନିଷ୍ପତ୍ତି ନେବ ବୋଲି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ସୂଚନା…

ସାମ୍ନାକୁ ଆସୁଛି ଦୈନିକ ୧୮ ନିୟୁତ ମାଲ୍‌ଓ୍ବେର

ନୂଆଦିଲ୍ଲୀ,୩୦ ।୪: ଗତ କିଛି ସପ୍ତାହ ମଧ୍ୟରେ ଦୈନିକ ୧୮ ନିୟୁତ ମାଲ୍‌ଓ୍ବେର ସାମ୍ନାକୁ ଆସୁଥିବା ଜଣାପଡ଼ିିଛି। କୋଭିଡ୍‌-୧୯ ଆଳରେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବାକୁ ଏଭଳି ଷଡ଼ଯନ୍ତ୍ର କରୁଥିବା ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଗୁଗଲ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।…

ଏସ୍‌ବିଆଇ ମହିଳା ସଂଘ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର,୩୦ ।୪: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମହିଳା ସଂଘ ଭୁବନେଶ୍ୱର ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। କୋଭିଡ୍‌-୧୯ ଯୋଗୁ ଫସି ରହିଥିବା ଲୋକଙ୍କ ଲାଗି ସଂଘ ପକ୍ଷରୁ ଏଭଳି ବ୍ୟବସ୍ଥା ହାତକୁ ନିଆଯାଇଛି। ଭୁବନେଶ୍ୱର ୟୁନିଟ-୮ ସ୍ଥିତ ନାରାୟଣ ବସ୍ତି…

ଟିକସ ବୃଦ୍ଧି ପ୍ରସଙ୍ଗରେ ୩ ଅଧିକାରୀଙ୍କୁ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୯।୪: ଅତି ଧନୀଙ୍କ ଉପରେ ଟିକସ ବୃଦ୍ଧି କରିବା ନେଇ ସରକାରଙ୍କୁ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌)ର ୫୦ ଜଣ ଅଧିକାରୀ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)କୁ ପ୍ରସ୍ତାବ ଦେଇଥିଲେ। ଆୟକରରେ ବୃଦ୍ଧି ନେଇ ମଧ୍ୟ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବ ଲୋକଙ୍କ…

ବନ୍ଦର କର୍ମଚାରୀଙ୍କୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀଙ୍କ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ ସେମାନଙ୍କୁ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦେଶର ସବୁ ପ୍ରମୁଖ ବନ୍ଦରର କର୍ମଚାରୀ…

ଭବିଷ୍ୟନିଧି ପାଣ୍ଠିରୁ ଉଠାଇଲେ ୩ ହଜାର କୋଟି

ନୂଆଦିଲ୍ଲୀ,୨୯।୪: ବର୍ତ୍ତମାନ ଲକ୍‌ଡାଉନ ଲାଗି ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଲୋକଙ୍କର ଆର୍ଥତ୍କ ସ୍ଥିତିକୁ କରୋନା ଖରାପ କରିଥିବା ନଜରକୁ ଆସିଛି। ଲକ୍‌ଡାଉନର ବର୍ତ୍ତମାନ ସମୟ ଯାଏ ଲୋକମାନେ ସେମାନଙ୍କ ଭବିଷ୍ୟନଧି ପାଣ୍ଠି ଖାତାରୁ ଟଙ୍କା ଉଠାଉଥିବା ଦେଖାଯାଉଛି। ଏଭଳି…

ଏଡିବି ଦେଲା ୧୨ ହଜାର କୋଟି ଋଣ ସହାୟତା

ନୂଆଦିଲ୍ଲୀ,୨୯।୪: କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିବା ଲାଗି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଭାରତକୁ ୧.୫ ବିଲିୟନ ଡଲାର( ପ୍ରାୟ ୧୨ ହଜାର କୋଟି ଟଙ୍କା)ର ଋଣ ସହାୟତା ସମ୍ପର୍କରେ ମଙ୍ଗଳବାର ଘୋଷଣା କରିଛି। ଗରିବ, ସାମାଜିକ ଦୁର୍ବଳ ବର୍ଗ ଏବଂ…

ଭାରତର ରେଟିଂ ଉପରେ ଚାପ ଆସିପାରେ

ନୂଆଦିଲ୍ଲୀ,୨୯।୪: ଭାରତର ସୋଭରେନ ରେଟିଂ ଉପରେ ଚଳିତ ବର୍ଷ ଚାପ ଆସିପାରେ। ଭାରତ ଚଳିତ ବର୍ଷ ନିମ୍ନ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଏହାଦ୍ୱାରା ଦେଶର ବିତ୍ତୀୟ ପରିଦୃଶ୍ୟ ଖରାପ ହେବା ନେଇ ଆଶଙ୍କା ଉପୁଜିଛି। ବିତ୍ତୀୟ ଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?