ଜେଏସ୍ପିଏଲ୍ ପ୍ରଦାନ କଲା ୨୫ କୋଟି
ଭୁବନେଶ୍ୱର,୧।୪: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ (ଜେଏସ୍ପିଏଲ୍) ପ୍ରଧାନମନ୍ତ୍ରୀଙ୍କ ପିଏମ୍ କେୟାର୍ସ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ ସମ୍ପର୍କରେ ଘୋଷଣା କରିଛି। କୋଭିଡ୍-୧୯ ବିରୋଧରେ ଦେଶର ଲଢେଇରେ…
ଏପ୍ରିଲରୁ ନୂଆ ନିୟମ, ନୂଆ ସୁବିଧା
ନୂଆଦିଲ୍ଲୀ,୧। ୪: ମାସ ବଦଳିବା ସହ ପହିଲାରୁ କିଛି କିଛି ନୂଆ ନିୟମ ଏବଂ ସୁବିଧା କାର୍ଯ୍ୟକାରୀ ହୋଇଥାଏ। ସେହିଭଳି ଏପ୍ରିଲ ୧ରୁ ନୂଆ ଆର୍ଥତ୍କ ବର୍ଷ ଆରମ୍ଭ ହେଉଛି। ଏମିତି କିଛି ନିୟମ ରହିଛି ଯାହା ପହିଲାରୁ ପରିବର୍ତ୍ତନ ହେବା…
କରୋନା ସଙ୍କଟରେ ସହାୟତା ପାଇଁ ଅଣ୍ଟା ଭିଡ଼ିଛି ଭାରତୀୟ ରେଲଓ୍ବେ
ନୂଆଦିଲ୍ଲୀ,୩୧।୩: ସାରା ଭାରତରେ କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଅପରିହାର୍ଯ୍ୟ। ତେଣୁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରି ସଙ୍କଟଜନକ…
୨ ମାସ ପର୍ଯ୍ୟନ୍ତ ମାଗଣାରେ ଜି-ସୋନୀ-ଷ୍ଟାର୍-କଲର୍ସ ଚ୍ୟାନେଲ ଦେଖିବେ ଲୋକେ: ଆଇବିଏଫ୍ କଲା ଘୋଷଣା
ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ ଯୋଗୁ ଶୁଟିଂ ହୋଇ ପାରୁନି। ତେଣୁ ଡିଡି-୧ ଏବଂ ଡିଡି-୨ରେ ଲୋକପ୍ରିୟ ଧାରାବାହିକ…
ଅଭିବୃଦ୍ଧି ପୂର୍ବାନୁମାନ ୪.୬%କୁ କମାଇଲା ଫିଚ୍
ନୂଆଦିଲ୍ଲୀ,୩୧। ୩: ରେଟିଂ ଏଜେନ୍ସି ଫିଚ୍ ସଲ୍ୟୁଶନ ଭାରତ ଲାଗି ଅଭିବୃଦ୍ଧି ପୂର୍ବାନୁମାନକୁ ସୋମବାର କମାଇ ଦେଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତର ବିକାଶ ହାର ୪.୬%କୁ ଖସିବ ବୋଲି ଏହା ପୂର୍ବାନୁମାନରେ କହିଛି। ଘରୋଇ ଚାହିଦା ଖସିବା, ନିବେଶ ହ୍ରାସ…
ଏସ୍ଇଜେଡ୍ ସଂସ୍ଥାଙ୍କ ଅନୁପାଳନ ନିୟମ କୋହଳ
ନୂଆଦିଲ୍ଲୀ,୩୧। ୩: ଲକ୍ଡାଉନ ପ୍ରଭାବରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଏହାବାଦ୍ କେତେକ ଜରୁରିକାଳୀନ ସେବା ଅଳ୍ପ କିଛି କର୍ମଚାରୀଙ୍କ ସହାୟତାରେ ପ୍ରଦାନ କରାଯାଉଛି। ଏଭଳି ସ୍ଥିତିରେ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ବାଣିଜ୍ୟ…
୨୦ ହଜାର କୋଚ୍ରେ ହେବ ଆଇସୋଲେଶନ ୟୁନିଟ୍
ନୂଆଦିଲ୍ଲୀ,୩୧। ୩: କୋଭିଡ୍-୧୯ରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ରେଲଓ୍ବେ ଆଗେଇ ଆସିଛି। ଏହାର ୨୦ ହଜାର କୋଚ୍କୁ ଆଇସୋଲେଶନ ୟୁନିଟରେ ରୂପାନ୍ତରିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ପ୍ରସ୍ତୁତ ରହିବାକୁ ରେଳ ବୋର୍ଡ ପକ୍ଷରୁ ଏହାର ଜୋନ ସ୍ତରୀୟ…
ଔଷଧପତ୍ର ଯୋଗାଣ ଲାଗି କାର୍ଗୋ ବିମାନକୁ ଅନୁମତି
ନୂଆଦିଲ୍ଲୀ,୩୧। ୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଞ୍ଚଳକୁ ଔଷଧପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଞ୍ଚାଇବା ଲାଗି କାର୍ଗୋ ବିମାନ ଚଳାଚଳକୁ ସରକାର ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ…
ମାସକୁ ୧୦ ହଜାର ଭେଣ୍ଟିଲେଟର ବନାଇବ ମାରୁତି ସୁଜୁକି
ନୂଆଦିଲ୍ଲୀ,୩୧। ୩ : ମାରୁତି ସୁଜୁକି କରୋନା ବିରୋଧୀ ଲଢ଼େଇକୁ ଜୋର୍ଦାର କରିବା ସହ ଭେଣ୍ଟିଲେଟର ଉତ୍ପାଦନ କରିବା ନେଇ ସ୍ପଷ୍ଟ କରିଛି। ମାରୁତି ସୁଜୁକି ମାସକୁ ୧୦ ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବ ବୋଲି କମ୍ପାନୀର ଅଧ୍ୟକ୍ଷ ଆର୍.ସି.ଭାର୍ଗଭ ସୂଚନା…
ଭେଣ୍ଟିଲେଟର ପ୍ରସ୍ତୁତ କରିବେ ଅଟୋମୋବାଇଲ କମ୍ପାନୀ
ନୂଆଦିଲ୍ଲୀ,୩୧। ୩: ବର୍ତ୍ତମାନ କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶ ମଧ୍ୟରେ ଭେଣ୍ଟିଲେଟର ବ୍ୟବହାର ମଧ୍ୟ ବଢ଼ିଛି। ଏହାକୁ ପ୍ରସ୍ତୁତ କରୁଥିବା ମାନୁଫାକଚର୍ସଙ୍କ ସଂଖ୍ୟା କିନ୍ତୁ ବହୁତ କମ୍ । ଏହି ପ୍ରସଙ୍ଗକୁ ନଜରରେ ରଖି ଦେଶର ଅଟୋମୋବାଇଲ…
ଟିଭିଏସ୍ ଗ୍ରୁପ୍ କମ୍ପାନୀ ଦେଲା ୨୫ କୋଟି
ନୂଆଦିଲ୍ଲୀ,୩୧। ୩: କରୋନା ବିରୋଧୀ ଲଢେଇରେ ଟିଭିଏସ୍ ଗ୍ରୁପ୍ ସାମିଲ ହୋଇଛି। ଗ୍ରୁପ୍ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଭିଡ୍-୧୯ ବିରୋଧରେ ସମସ୍ତେ ଏକାଠି ହୋଇ ଲଢ଼ିବାର ସମୟ ଆସିଛି ବୋଲି ଟିଭିଏସ୍ ମୋଟର…
ପିପିଇ ପ୍ରସ୍ତୁତ ପାଇଁ ୧୧ ସଂସ୍ଥାକୁ ଦାୟିତ୍ୱ
ନୂଆଦିଲ୍ଲୀ,୩୧। ୩: ବ୍ୟକ୍ତିଗତ ସ୍ବାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ କିଟ୍ସ ତିଆରି କରିବା ଲାଗି ୧୧ ସଂସ୍ଥାକୁ ବଛାଯାଇଛି। ଏହି ସଂସ୍ଥାଗୁଡିକ ୨୧ ଲକ୍ଷ ପିଇଇ କିଟ୍ସ ପ୍ରସ୍ତୁତ କରିବା ନେଇ ଅର୍ଡର ଦିଆଯାଇଛି। ବର୍ତ୍ତମାନ ପ୍ରାୟ ୬ରୁ ୭…
Archives


