ସିକେପି ସମବାୟ ବ୍ୟାଙ୍କ ବିରୋଧରେ କଟକଣା
ନୂଆଦିଲ୍ଲୀ,୪। ୫: ବ୍ୟାଙ୍କଗୁଡ଼ିକରେ ଟଙ୍କା ରଖିବା ସୁରକ୍ଷିତ ବୋଲି ବିଚାର କରାଯାଇଥାଏ। ହେଲେ ବର୍ତ୍ତମାନ ଏମିତି କିଛି ଘଟଣା ଘଟୁଛି ଯାହା ଲୋକଙ୍କର ବ୍ୟାଙ୍କ ବ୍ୟବସ୍ଥାକୁ ନେଇ ରହିଥିବା ବିଶ୍ୱାସକୁ ଦୋହଲାଇ ଦେଇଛି। ସିକେପି ସମବାୟ ବ୍ୟାଙ୍କରେ ସେହିଭଳି ଏକ ଘଟଣା…
ସ୍ଥିତି ସୁଧୁରିବାକୁ ଲାଗିପାରେ ବର୍ଷେରୁ ଅଧିକ
ନୂଆଦିଲ୍ଲୀ,୪।୫: କରୋନା ଲଢ଼େଇ ଲାଗି ସରକାର ଜାରି କରିଥିବା ଲକ୍ଡାଉନ ଫଳରେ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପକୁ ଶକ୍ତ ଧକ୍କା ଲାଗିଛି। ବଜାରରେ ସ୍ଥିତି ସୁଧାର ଆସିବାକୁ ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବା ନେଇ ଅନୁମାନ କରାଯାଇଛି। ଚଳିତ ଆର୍ଥତ୍କ…
ଆର୍ଥତ୍କ ପ୍ୟାକେଜ ନେଇ ମାନସ ମନ୍ଥନ
ନୂଆଦିଲ୍ଲୀ,୩। ୫: କୋଭିଡ୍-୧୯ ଲାଗି ସାରା ଦେଶରେ ଅଚଳାବସ୍ଥା ଲାଗି ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ଦ୍ୱିତୀୟ ପ୍ୟାକେଜ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅଥ…
ଏଚ୍୧ ବି ଭିଜାଧାରୀଙ୍କ ଲାଗି ଆଶ୍ୱସ୍ତି;ଦସ୍ତାବିଜ ଦାଖଲ ଲାଗି ମିଳିଲା ୬୦ ଦିନ
ନୂଆଦିଲ୍ଲୀ,୩। ୫: ଏଚ୍୧ ବି ଭିଜା ଏବଂ ଗ୍ରୀନ କାର୍ଡଧାରୀଙ୍କ ଲାଗି ଆଶ୍ୱସ୍ତି । ଏ କ୍ଷେତ୍ରରେ ବ୍ୟକ୍ତି ବିଶେଷଙ୍କୁ ଦସ୍ତାବିଜ ଦାଖଲ କରିବା ନେଇ ୬୦ ଦିନ ସମୟ ପ୍ରଦାନ କରାଯାଇଛି। ୟୁନାଇଟେଡ ଷ୍ଟେଟସ୍ ସିଟିଜେନଶିପ ଆଣ୍ଡ ଇମିଗ୍ରେସନ ସର୍ଭିସେସ୍…
ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଆର୍ବିଆଇ ଗଭର୍ନର
ନୂଆଦିଲ୍ଲୀ,୩। ୫: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କ ସିଇଓଙ୍କୁ ଶନିବାର ଭେଟିଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ ବ୍ୟାଙ୍କଗୁଡିକର ଯୋଗଦାନ ଉପରେ ସେ ସମୀକ୍ଷା କରିଛନ୍ତି। ଅଣ ବ୍ୟାଙ୍କିଙ୍ଗ…
ବେପରୁଆ ଟୁଇଟରୁ ଉଡିଗଲା ଲକ୍ଷେ କୋଟି
ନୂଆଦିଲ୍ଲୀ,୩। ୫: ପ୍ରମୁଖ ଇ-ଯାନ କମ୍ପାନୀ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ (ସିଇଓ) ଏଲନ ମସ୍କଙ୍କ ବେପରୁଆ ଟୁଇଟ ପୁଣି ଥରେ କମ୍ପାନୀ ଲାଗି କ୍ଷତିକାରକ ହୋଇଛି। ଏହି କାରଣ ପାଇଁ ଶନିବାର ଟେସ୍ଲାର ବଜାର ପୁଞ୍ଜିକରଣରୁୁ ୧୪ ବିଲିୟନ ଡଲାର…
ଆତସୁସି ଓଗାଟା ହେବେ ହୋଣ୍ଡା ଟୁହ୍ବିଲର୍ସର ଏମ୍ଡି
ନୂଆଦିଲ୍ଲୀ,୩। ୫: ହୋଣ୍ଡା ମୋଟର କମ୍ପାନୀ ପକ୍ଷରୁ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବରିଷ୍ଠ ପରିଚାଳନା ଟିମ୍ରେ ପରିବର୍ତ୍ତନ ଘୋଷଣା କରାଯାଇଛି। ରିପୋର୍ଟ ମୁତାବକ ଆତସୁସି ଓଗାଟା ହୋଣ୍ଡା ଟୁହ୍ବିଲର୍ସର ନୂଆ ସଭାପତି, ସିଇଓ ଏବଂ…
କାନାରା ବ୍ୟାଙ୍କ ପକ୍ଷରୁ ସହାୟତା
ଭୁବନେଶ୍ୱର,୩। ୫: କୋଭିଡ-୧୯କୁ ଧ୍ୟାନରେ ରଖି କାନାରା ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ବ୍ୟାଙ୍କର ଗ୍ରାହକ ଏବଂ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା, ହ୍ୟାଣ୍ଡ ସାନିଟାଇଜର ଏବଂ ହ୍ୟାଣ୍ଡ ଗ୍ଲୋଭସ ବ୍ୟବହାର କରିବାକୁ କୁହାଯାଇଛି। ବ୍ୟାଙ୍କର ଏଟିଏମ୍ଗୁଡିକୁ ବାରମ୍ବାର…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଓବିର ଦାନ
ଭୁବନେଶ୍ୱର,୩। ୫: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ଓଡ଼ିଶାର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮.୦୮ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କୋଭିଡ-୧୯ ମୁକାବିଲା ନିମନ୍ତେ ଏହି ରାଶି ପ୍ରଦାନ କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା…
କରୋନା ଯୋଦ୍ଧାଙ୍କୁ ଏଲ୍ଆଇସିର ସମ୍ବର୍ଦ୍ଧନା
ଭୁବନେଶ୍ୱର,୩। ୫: ଲକ୍ଡାଉନ ସମୟରେ ଏଲ୍ଆଇସିର ମଣ୍ଡଳ କାର୍ଯ୍ୟାଳୟ କାର୍ଯ୍ୟ ଜାରି ରହିଛି। କରୋନା ବିରୋଧରେ ଲଢେଇ ଜାରି ରଖିଥିବା ଯୋଦ୍ଧାଙ୍କୁ ଏଲଆଇସି ସମର୍ଥନ ଜଣାଇଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ସଫେଇ କର୍ମଚାରୀଙ୍କୁ ଏଲ୍ଆଇସି ପକ୍ଷରୁ ସୂର୍ଯ୍ୟନଗରସ୍ଥିତ…
ଓ୍ବାରେନ ବଫେଟ୍ଙ୍କ କ୍ଷତି ୫୦ ବିଲିୟନ ଡଲାର
ଭୁବନେଶ୍ୱର,୩। ୫: କରୋନା ମହାମାରି ଯୋଗୁ ଓ୍ବାରେନ ବଫେଟଙ୍କ ବର୍କସାୟାର ହାଥାଓ୍ବେ ଇଙ୍କ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀକୁ ତ୍ରୈମାସିକ ୫୦ ବିଲିୟନ ଡଲାରର ନେଟ୍ କ୍ଷତି ସହିବାକୁ ପଡିଥିବା ଶନିବାର ସୂଚନା ମିଳିଛି। ବାଣିଜ୍ୟ ପରିଚାଳନାରେ କମ୍ପାନୀକୁ ଝଟକା…
ବିଗ୍ ବଜାର ଦେଉଛି ଡୋର୍ଷ୍ଟେପ ଡେଲିଭରି
ଭୁବନେଶ୍ୱର,୩। ୫: କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ବିଗ୍ ବଜାର ପକ୍ଷରୁ ବର୍ତ୍ତମାନ ଲୋକଙ୍କୁ ଡୋର୍ଷ୍ଟେପ ଡେଲିଭରି ବା ଘର ଦୁଆର ମୁହଁରେ ସାମଗ୍ରୀ ପହଞ୍ଚାଇବା ସେବା ପ୍ରଦାନ କରାଯାଉଛି। ଜରୁରୀକାଳିନ ସମୟରେ ଗ୍ରାହକଙ୍କୁ ସହାୟତା ଯୋଗାଇ ଦେବା…

