ବାଣିଜ୍ୟ

ଫେକ୍‌ ନ୍ୟୁଜ୍‌ ରୋକିବାକୁ ହ୍ବାଟ୍ସଆପ୍‌ର ପଦକ୍ଷେପ

ନୂଆଦିଲ୍ଲୀ,୫। ୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଫେକ୍‌ ନ୍ୟୁଜ ବା ମିଥ୍ୟା ସୂଚନା ର ପ୍ରସାର ବ୍ୟାପିଛି। ହ୍ବାଟ୍ସଆପ୍‌ ଭଳି ଅନ୍ୟ ସୋସିଆଲ ସାଇଟଗୁଡିକରେ ଫେକ୍‌ ନ୍ୟୁଜ ଫରଓ୍ବାର୍ଡ ହେଉଥିବା ଦେଖାଯାଉଛି। ଏହାକୁ ବିଚାରକରି ହ୍ବାଟ୍ସଅପ୍‌ ପକ୍ଷରୁ ଫେକ୍‌ ନ୍ୟୁଜ ଫରଓ୍ବାର୍ଡ…

ଜିଓରେ ୧.୧୫% ଅଂଶଧନ କିଣିଲା ସିଲ୍‌ଭର ଲେକ୍‌

ନୂଆଦିଲ୍ଲୀ,୪।୫:ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଆମେରିକାଭିତ୍ତିକ ଘରୋଇ ଇକ୍ୱିଟି ଫାର୍ମ ସିଲ୍‌ଭର ଲେକ୍‌ ୧.୧୫% ଅଂଶଧନ କ୍ରୟ କରିଛି। ଏଥିଲାଗି ଉକ୍ତ କମ୍ପାନୀ ୫,୬୫୫.୭୫ କୋଟି ନିବେଶ କରିଥିବା ଜଣାପଡ଼ିଛି। ଜିଓର ୯.୯୯% ଅଂଶଧନ ଫେସ୍‌ବୁକ୍‌ କିଣିବା ପରେ ଗତ ୧୫…

ବାଣିଜ୍ୟ ଯୁଦ୍ଧ ମୁହଁ। ଆମେରିକା-ଚାଇନା

ନୂଆଦିଲ୍ଲୀ,୫।୫:କରୋନା ଭୂତାଣୁକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଧୀରେ ଧୀରେ ବଢୁଛି। ଚାଇନା ଉପରେ କଟକଣା ଲଗାଇବା ଲାଗି ଆମେରିକା ପୁଣି ଥରେ ପ୍ରସ୍ତୁତ ହେଉଥିବା ଜଣାପଡିଛି। ବିଶ୍ୱ ସ୍ତରର ଯୋଗାଣ ଚେନ୍‌ରେ ଚାଇନାର ଆଧିପତ୍ୟ ଲାଗି ରହିଛି।…

ପେଟ୍ରୋଲ ବିକ୍ରି ୬୧%, ଡିଜେଲ ୫୭% ହ୍ରାସ

ନୂଆଦିଲ୍ଲୀ,୫। ୫: ଚଳିତ ବର୍ଷ ଏପ୍ରିଲ ମାସରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଯଥାକ୍ରମେ ୬୧% ଏବଂ ୫୭% ହ୍ରାସ ଘଟିଛି। କେତେକ କ୍ଷେତ୍ରରେ ଔଦ୍ୟୋଗିକ ଉତ୍ପାଦନ ଏବଂ ପରିବହନକୁ ଅନୁମତି ପ୍ରଦାନ କରାଯାଇଥିବାରୁ ଇନ୍ଧନ ବିକ୍ରିରେ ସାମାନ୍ୟ ପରିବର୍ତ୍ତନ ଆସିଥିବା…

ନିବେଶକଙ୍କ କ୍ଷତି ୫.୮୨ ଲକ୍ଷ କୋଟି

ନୂଆଦିଲ୍ଲୀ,୫।୫:ସୋମବାର ଦେଶର ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୦୦୨ ପଏଣ୍ଟ ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୫.୮୨ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଥିବା ଦେଖାଯାଇଛି। ସୂଚକାଙ୍କ ୨,୦୦୨. ୨୭ ପଏଣ୍ଟ ବା ୫.୯୪%…

ରେକର୍ଡ ନିମ୍ନ ସ୍ତରକୁ ଖସିଲା ମାନୁଫାକ୍ଚରିଂ

ନୂଆଦିଲ୍ଲୀ,୫।୫:ବର୍ତ୍ତମାନ କରୋନାକୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ରହିଛି। ଏଭଳି ସ୍ଥିତିରେ ଏପ୍ରିଲରେ ଦେଶର ମାନୁଫାକ୍ଚରିଂ କାର୍ଯ୍ୟକଳାପ ରେକର୍ଡ ନିମ୍ନ ସ୍ତରକୁ ଖସିଯାଇଛି। ଆଇଏଚ୍‌ଏସ୍‌ ମାର୍କିଟ୍‌ ଦ୍ୱାରା ପ୍ରକାଶିତ ନିକେଇ ମାନୁଫାକ୍ଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ…

କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୩.୧୦ ଲକ୍ଷ କୋଟି ବଢ଼ିଲା

ନୂଆଦିଲ୍ଲୀ,୪। ୫: ଦେଶର ପୁଞ୍ଜିବଜାର କାରବାର ଏବେ ପ୍ରଭାବିତ ସ୍ଥିତିରେ ରହିଛି। ଏହା ସତ୍ତ୍ୱେ ମଧ୍ୟ ଦେଶର ୧୦ ପ୍ରମୁଖ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ଗତ ସପ୍ତାହରେ ୩.୧୦ ଲକ୍ଷ କୋଟି ଟଙ୍କା ବଢିଛି। ଏହି ସମୟରେ ସବୁଠାରୁ ଅଧିକ ଲାଭ…

ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ ନେଇ ଯୋଜନା

ନୂଆଦିଲ୍ଲୀ,୪। ୫: ଭାରତକୁ ଏକ ମାନ୍ୟୁଫାକଚରିଂ ହବ୍‌ରେ ରୂପାନ୍ତରିତ କରିବା ଲାଗି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏବେ ଯୋଜନା ହାତକୁ ନେଇଛି। ସମ୍ଭାବନା ଥିବା କ୍ଷେତ୍ରଗୁଡିକୁ ବିକଶିତ କରାଇବା ନେଇ ବିଭିନ୍ନ କାର୍ଯ୍ୟପନ୍ଥା ସରକାର ଗ୍ରହଣ କରିବେ ବୋଲି ଜଣାପଡିଛି।…

ଲକ୍‌ଡାଉନରେ ଏମ୍‌ଜିଏନ୍‌ଆର୍‌ଇଜିଏରୁ ରୋଜଗାର

ନୂଆଦିଲ୍ଲୀ,୪। ୫: ଲକ୍‌ଡାଉନ ସମୟରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଗତି ଏବଂ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ଲାଗି ମହାତ୍ମା ଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି(ଏମ୍‌ଜିଏନ୍‌ଆର୍‌ଇଜିଏ)ଦ୍ୱାରା ସରକାର ପଦକ୍ଷେପ ନେବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ଅଧୀନ ଛୋଟଛୋଟ ନଦୀଗୁଡିକୁ…

ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଏନ୍‌ପିଏ ଚିନ୍ତା

ନୂଆଦିଲ୍ଲୀ,୪। ୫: ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ବର୍ତ୍ତମାନ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଥିବା ବେଳେ କୋଭିଡ-୧୯ ଯୋଗୁ ଏହି ସମସ୍ୟା ଆହୁରି ବଢିଯିବ ବୋଲି ବଜାର ବିଶେଷଜ୍ଞ ଆକଳନ ଆଶଙ୍କା ପ୍ରକଟ କରିଛନ୍ତି। ବର୍ତ୍ତମାନ ସାରା ଦେଶରେ ଆର୍ଥତ୍କ…

ଆୟକର ରିଫଣ୍ଡ ଆଳରେ ହୋଇପାରେ ଠକେଇ

ନୂଆଦିଲ୍ଲୀ,୪। ୫: ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଲୋକଙ୍କୁ ରିଫଣ୍ଡ ଜାରି କରାଯାଉଛି। ଏଭଳି ସମୟରେ ସାଇବର ଠକେଇ ମାମଲା ବଢିଥିବା ନଜରକୁ ଆସିଛି। ସାଇବର ଅପରାଧ ଘଟାଉଥିବା ବ୍ୟକ୍ତି ବିଶେଷ ରିଫଣ୍ଡ ପ୍ରଦାନ ଆଳରେ ଲୋକଙ୍କୁ ମେଲ୍‌ ପଠାଉଥିବା ଦେଖାଯାଉଛି।…

ଷ୍ଟାର୍ଟଅପ୍‌ଗୁଡ଼ିକୁ ସହାୟତା ଲାଗି ଦାବି

ଭୁବନେଶ୍ୱର,୪। ୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଷ୍ଟାର୍ଟ ଅପ୍‌ଗୁଡିକୁ ସହାୟତା ପ୍ରଦାନ କରିବା ଲାଗି ଟାଇ ଭୁବନେଶ୍ୱର ପକ୍ଷରୁ ଦାବି କରାଯାଇଛି। ଷ୍ଟାର୍ଟ ଅପ୍‌ କମ୍ପାନୀଗୁଡିକର କାରବାର କ୍ଷତିଗ୍ରସ୍ତ ହୋଇଥିବାରୁ ସରକାର ଏ ଦିଗରେ ବିଚାର କରିବା ଆବଶ୍ୟକତା ରହିଛି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?