ବାଣିଜ୍ୟ

ଆର୍‌ବିଆଇ ଚିଠିକୁ ମାନିଲାନି ମହାରାଷ୍ଟ୍ର

ନୂଆଦିଲ୍ଲୀ,୧୫।୩: ଘରୋଇ ବ୍ୟାଙ୍କରେ ଜମା ଟଙ୍କା ସୁରକ୍ଷିତ ରହିଥିବା କହି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ରାଜ୍ୟଗୁଡିକୁ ଚିଠି ଲେଖିଥିଲା। ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ନ ନେବାକୁ କୁହାଯାଇଥିଲା। ହେଲେ ଆର୍‌ବିଆଇର ଏହି ଚିଠିକୁ ହେୟଜ୍ଞାନ କରି ମହାରାଷ୍ଟ୍ର କ୍ଷତିଗ୍ରସ୍ତ…

ୟେସ୍‌ ବ୍ୟାଙ୍କ ଉପରୁ ୧୮ରେ ଉଠିବ କଟକଣା

ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାର ୟେସ୍‌ ବ୍ୟାଙ୍କ ପୁନର୍ଗଠନ ଯୋଜନାର ବିଜ୍ଞପ୍ତି ଶନିବାର ଜାରି କରିଛନ୍ତି। ଏହା ଯୋଜନା ଅଧିନରେ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଉପରେ ଲଗାଇଥିବା ଉଠାଣ କଟକଣା ଏବଂ ଅନ୍ୟ ମୋରାଟୋରିୟମ ସର୍ତ୍ତ ମାର୍ଚ୍ଚ ୧୮ରେ ଉଠାଇ ଦେବ…

କରୋନା ଲାଗି ପୂର୍ବତଟ ରେଳପଥର ସତର୍କତା ପଦକ୍ଷେପ

ଭୁବନେଶ୍ୱର,୧୫।୩: ପୂର୍ବତଟ ରେଳପଥ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳବାଇ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ରେଳପଥରେ ପର୍ଯ୍ୟାନ୍ତ ପ୍ରତିଷେଧକ…

ମାଇକ୍ରୋସଫ୍ଟ ବୋର୍ଡରୁ ଇସ୍ତଫା ଦେଲେ ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ,୧୫।୩: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ କମ୍ପାନୀର ବୋର୍ଡ ଅଫ୍‌ ଡାଇରେକ୍ଟର୍ସରୁ ଶନିବାର ଇସ୍ତଫା ଦେଇଛନ୍ତି। ସମାଜ ସେବା ଏବଂ ଦାତବ୍ୟ କାର୍ଯ୍ୟରେ ଅଧିକ ଫୋକସ କରିବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ୬୫ ବର୍ଷୀୟ ଗେଟ୍‌ସ…

ମହଙ୍ଗା ହେବ ମୋବାଇଲ ହ୍ୟାଣ୍ଡସେଟ୍‌

ନୂଆଦିଲ୍ଲୀ,୧୫।୩: ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋବାଇଲ ଫୋନ୍‌ ଉପରେ ଜିଏସ୍‌ଟି ୧୨%ରୁ ୧୮%କୁ ବୃଦ୍ଧି ଘଟିଛି। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି…

ସଞ୍ଚୟ ଖାତା ଉପରେ ସୁଧହାର ୦.୨୫ ପ୍ରତିଶତ କମାଇଲା ଏସ୍‌ବିଆଇ: ୪୨ କୋଟି ଗ୍ରାହକ ହେବେ ପ୍ରଭାବିତ

ମୁମ୍ବାଇ,୧୪।୩: ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁସାରେ ବ୍ୟାଙ୍କ ସଞ୍ଚୟ ଖାତାର ଏକ ଲକ୍ଷ ଟଙ୍କା ଜମା ଉପରେ ସୁଧହାର ୦.୨୫ ପ୍ରତିଶତ ହ୍ରାସ କରିବ। ପୂର୍ବରୁ ଏହା ୩.୨୫ ପ୍ରତିଶତ ଥିବାବେଳେ ଏବେ…

ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ବେ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବା ଲାଗି ରେଲଓ୍ବେ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହାକୁ ମାସକୁ ଥରେ ଧୁଆ ଯାଉଥିଲା ଏବଂ ୧୫…

ଶେୟାର ବଜାରରେ କରୋନା ପ୍ରଭାବ: ନିବେଶକଙ୍କ ୯ ଲକ୍ଷ କୋଟି ପାଣିରେ ପଡ଼ିଲା

ମୁମ୍ବାଇ,୧୨।୩: କରୋନା ସଂକ୍ରମଣର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ଗୁରୁବାର ସେନସେକ୍ସ୍‌ ୩୧୬୪ ଅଙ୍କ ହ୍ରାସ ପାଇଥିବାବେଳେ ନିଫ୍ଟି ୯୨୪ ଅଙ୍କ ହ୍ରାସ ପାଇଛି। ଗୁରୁବାର ଅପରାହ୍ନ ୨ଟା ୪୫ ସୁଦ୍ଧା ସେନସେକ୍ସ୍‌ ୩୧୬୪.୯୯ ଅଙ୍କ ହ୍ରାସ ପାଇଥିଲା। ସେହିପରି…

ଘରେ ରହି କାମ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଲା ଟୁଇଟର

ଓ୍ବାଶିଂଟନ,୧୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇଟର ଏହାର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ପୃଥିବୀ ସାରା କାମ କରୁଥିବା କର୍ମଚାରୀଙ୍କୁ ଏନେଇ ଟୁଇଟର ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ସମ୍ପ୍ରତି ଟୁଇଟରରେ ପ୍ରାୟ ୫,୦୦୦ କର୍ମଚାରୀ…

ଏଜିଆର୍‌ ଦେୟ ବାବଦ ମିଳିଲା ୨୫,୯୦୦ କୋଟି

ନୂଆଦିଲ୍ଲୀ,୧୨ା୩: ଆଡ୍‌ଜଷ୍ଟେଟ ଗ୍ରସ ରେଭିନ୍ୟୁ(ଏଜିଆର୍‌) ଦେୟ ବାବଦ ସରକାର ଟେଲିକମ୍‌ କମ୍ପାନୀଙ୍କଠାରୁ ୨୫,୯୦୦ କୋଟି ଟଙ୍କା ଆଦାୟ କରିଛନ୍ତି। ଅନ୍ୟ ବକେୟା ଶୀଘ୍ର ପ୍ରଦାନ କରିବାକୁ କମ୍ପାନୀଗୁଡିକୁ କୁହାଯାଇଥିବା ସରକାର ସଂସଦକୁ ବୁଧବାର ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଅକ୍ଟୋବର ୨୪ ମୁତାବକ…

ମିନିମମ୍‌ ବାଲାନ୍ସ ନିୟମ ବାଦ୍‌ ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୨ା୩: ଦେଶର ପ୍ରମୁଖ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର ମିନିମମ୍‌ ବାଲାନ୍ସ ନିୟମକୁ ବୁଧବାର ବାଦ ଦିଆଯାଇଛି। ଏହା ଫଳରେ ଏସ୍‌ବିଆଇରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ଖାତାରେ ମିନିମମ୍‌ ଧାର୍ଯ୍ୟ ବାଲାନ୍ସ ନ ରଖିଲେ ମଧ୍ୟ କୌଣସି…

ସମବାୟ ବ୍ୟାଙ୍କ ଚେକ୍‌ କ୍ଲିୟରାନ୍ସରେ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୩: ୟେସ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର ଉଠାଣ କଟକଣା ଯୋଗୁ ଉକ୍ତ ବ୍ୟାଙ୍କର ବିଭିନ୍ନ ପେମେଣ୍ଟ ଏବଂ ଫଣ୍ଡ ଟ୍ରାନ୍ସଫର ସେବା ପ୍ରଭାବିତ ସ୍ଥିତିରେ ରହିଛି। ଏହା ଦ୍ୱାରା ପ୍ରାୟ ୫୦ କ୍ଷୁଦ୍ର ବ୍ୟାଙ୍କ ସମସ୍ୟା ସାମ୍ନା କରୁଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?