ବାଣିଜ୍ୟ

ବର୍ଷକରେ ନିବେଶକଙ୍କ ୨୭ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଲୀ,୩୧।୫: ମେ ୩୦ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି। ଏହି ବର୍ଷଟି ପୁଞ୍ଜିବଜାର ନିବେଶକଙ୍କ ଲାଗି ବଡ଼ ଚ୍ୟାଲେଞ୍ଜିଂ ହୋଇ ରହିଛି। ଦଲାଲ ଷ୍ଟ୍ରିଟ୍‌ରେ ଏହି ସମୟରେ ନିବେଶକଙ୍କ କ୍ଷତି ୨୭…

ଅଭିବୃଦ୍ଧି ଇଞ୍ଜିନର ମୁଖ୍ୟ ଚକା ଜାମ୍‌

ନୂଆଦିଲ୍ଲୀ,୩୦।୫: କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ ଦେଶର ଅଭିବୃଦ୍ଧିକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ଘରୋଇ ବଜାରର ଅଭିବୃଦ୍ଧି ଲାଗି ପ୍ରମୁଖ ଯୋଗଦାନ ରଖୁଥିବା ସେବା କ୍ଷେତ୍ର କାର୍ଯ୍ୟକଳାପ ଏହାଦ୍ୱାରା ଠପ୍‌ ହୋଇଯାଇଛି। କଲ୍‌ ସେଣ୍ଟର, ହୋଟେଲ ଶିଳ୍ପ, ଏୟାରଲାଇନ ସମେତ…

କୋର୍‌ ସେକ୍ଟର ୩୮.୧% ଖସିଲା

ନୂଆଦିଲ୍ଲୀ,୩୦।୫: ଦେଶର ୮ କୋର୍‌ ସେକ୍ଟର ଅଭିବୃଦ୍ଧି ଏପ୍ରିଲରେ ୩୮.୧% ଖସିଛି। ଏହି କ୍ଷେତ୍ରଗୁଡିକ ଭିତ୍ତିଭୂମି ଶିଳ୍ପ ସହ ଜଡିତ। ଗତ ବର୍ଷ ସମାନ ସମୟରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୫.୨% ରହିଥିଲା। ଚଳିତ ବର୍ଷ ମାର୍ଚ୍ଚରେ କୋର୍‌ ସେକ୍ଟର…

୧୨ହଜାର କର୍ମଚାରୀଙ୍କୁ ଛଟେଇକଲା ବୋଇଂ

ଓ୍ବାଶିଂଟନ,୩୦।୫: ଆମେରିକାର ପ୍ରମୁଖ ବିମାନ ମାନୁଫାକ୍‌ଚରିଂ କମ୍ପାନୀ ବୋଇଂ ତା’ର ୧୨ ହଜର କର୍ମଚାରୀଙ୍କୁ ଛଟେଇ କରିଛି । କରୋନା ମହାମାରୀର ଭୟାବହତା କାରଣରୁ ସାରା ବିଶ୍ୱରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଛି। ଏହା ଉପତ୍ାଦନ ଉପରେ ମଧ୍ୟ ଗଭୀର…

ଥେରି ଡେଲାପୋର୍ଟେ ଓ୍ବିପ୍ରୋର ନୂଆ ସିଇଓ

ବାଙ୍ଗାଲୋର,୩୦।୫ : ଦେଶର ପ୍ରମୁଖ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଓି୍ବପ୍ରୋ କାପ୍‌ଜେମିନୀ ଗ୍ରୁପ୍‌ର ବରିଷ୍ଠ କାର୍ଯ୍ୟନିର୍ବାହୀ ଥେରି ଡେଲାପୋର୍ଟେଙ୍କୁ ଏହାର ନୂଆ ଏମ୍‌ଡି ତଥା ସିଇଓ ଭାବେ ନିଯୁକ୍ତ କରିଛି। ଆସନ୍ତା ଜୁଲାଇ ୬ରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ।…

ଖାଉଟି ମୂଲ୍ୟସୂଚୀ ୩୨୯ ପଏଣ୍ଟ

ଭୁବନେଶ୍ୱର,୩୦ା୫:ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୨୬ ପଏଣ୍ଟ ଥିଲା। ଏପ୍ରିଲରେ ଏଥିରେ ୩ ପଏଣ୍ଟ ବୃଦ୍ଧି ଘଟି ୩୨୯ ପଏଣ୍ଟ ରହିଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୪୬ ପଏଣ୍ଟରେ ଅପରିବର୍ତ୍ତିତ ରହିଛି।…

ବିତ୍ତୀୟ ନିଅଣ୍ଟ ଜିଡିପିର ୪.୬% ଛୁଇଁଲା

ନୂଆଦିଲ୍ଲୀ,୨୯।୫: ଆର୍ଥତ୍କ ବର୍ଷ ୨୦୧୯-୨୦ର ବିତ୍ତୀୟ ନିଅଣ୍ଟ( ସରକାରଙ୍କ ରାଜସ୍ବ ଏବଂ ଖର୍ଚ୍ଚ ମଧ୍ୟରେ ଥିବା ଦୂରତ୍ୱ) ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ତୁଳନାରେ ୪.୬% ଛୁଇଁଛି। ରାଜକୋଷକୁ ଆକଳନ ଅନୁସାରେ ରାଜସ୍ବ ଆସୁ ନ ଥିବାରୁ ଏଭଳି ସ୍ଥିତି ଉପୁଜିଛି।…

୧୧ ବର୍ଷର ନିମ୍ନ ସ୍ତରରେ ଜିଡିପି

ନୂଆଦିଲ୍ଲୀ,୩୦।୫: କରୋନା ପାଇଁ ହୋଇଥିବା ଲକ୍‌ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଆର୍ଥତ୍କ ବର୍ଷ ୨୦୧୯-୨୦ର ଚତୁର୍ଥ ତ୍ରୈମାସରେ ଅର୍ଥ ବ୍ୟବସ୍ଥା ଗତି ଧୀମା ହୋଇଯାଇଛି। ଖାଉଟି ଚାହିଦା ଏବଂ ଘରୋଇ ନିବେଶ…

୨୭୦କର୍ମଚାରୀଙ୍କୁ ଛଟେଇ କଲା ବୁକ୍‌ ମାଇଁ ସୋ

ମୁମ୍ବାଇ,୨୯।୫: ଦେଶର ଅଗ୍ରଣୀ ଅନଲାଇନ ଟିକେଟ ବୁକିଂ ପ୍ଲାଟଫର୍ମ ବୁକ୍‌ ମାଇଁ ସୋ ତା’ର ୨୭୦ ନିୟମିତ କର୍ମଚାରୀଙ୍କୁ ଛଟେଇ କରିଛି। କରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ପର୍ଯ୍ୟାୟ ଜାରି ରହିଛି। ଯାହାର ପ୍ରଭାବ ଏହି ଅନଲାଇନ ସେବା ପ୍ରଦାନକାରୀ…

ଜିଡିପି ୫% ଖସିବା ନେଇ ପୂର୍ବାନୁମାନ

ନୂଆଦିଲ୍ଲୀ,୨୯।୫: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥାରେ ଉଭୟ ଯୋଗାଣ ଏବଂ ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଶିଳ୍ପଜଗତର କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରି ନ ଥିବାରୁ ନିବେଶ ମଧ୍ୟ ହୋଇପାରୁନାହିଁ। ସର୍ଭିସ ସେକ୍ଟର ଏବଂ ଉପଯୋଗିିତା ମଧ୍ୟ କମ୍‌ ରହିଛି। ୨୦୨୦ରେ ଜିଡିପି…

ୟୁଏସ୍‌ରେ ଚାକିରି ହରାଇଛନ୍ତି ୪.୧ କୋଟି

ଓ୍ବାଶିଂଟନ,୨୯।୫: କରୋନା ଜନିତ ଲକ୍‌ଡାଉନ ଲାଗି ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ରେ ୪.୧ କୋଟି ଲୋକ ଚାକିରି ହରାଇଛନ୍ତି। ଗତ ସପ୍ତାହରେ ୨.୧ ନିୟୁତ ଲୋକ ବେରୋଜଗାରୀ ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବା ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ସୁଦ୍ଧା…

ଭୋଡାଫୋନ-ଆଇଡିଆରୁ ଅଂଶଧନ କିଣିବ ଗୁଗୁଲ୍‌

ମୁମ୍ବାଇ,୨୯।୫: ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ-ଆଇଡିଆରୁ ୫%ଅଂଶଧନ କିଣିବାକୁ ଲକ୍ଷ୍ୟ ରଖିଛି ଆମେରିକାର ଅଗ୍ରଣୀ ସଫ୍ଟଓ୍ବାର କମ୍ପାନୀ ଗୁଗୁଲ୍‌ । ଗତ କିଛି ବର୍ଷ ଏହି ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ବ୍ୟାପକ ବାଣିଜି୍ୟକ କ୍ଷତି ଓ ବିଭିନ୍ନ ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?