ବାଣିଜ୍ୟ

ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ ୪.୫% ଛୁଇଁପାରେ

ନୂଆଦିଲ୍ଲୀ,୨୭।୫: କରୋନା ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏଥିଯୋଗୁ ୨୦୨୦-୨୧ରେ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟ ଆକଳନଠାରୁ ବଢ଼ିଯିବ ବୋଲି ଆଶଙ୍କା କରାଯାଇଛି। ଇଣ୍ଡିଆ ରେଟିଂସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟଗୁଡିକର ରାଜସ୍ବ…

ସ୍ବାଧୀନତା ପରଠାରୁ ବଡ଼ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୭।୫: ଭାରତ ବର୍ତ୍ତମାନ ୪ର୍ଥ ମାନ୍ଦାବସ୍ଥା ସାମ୍ନା କରୁଛି। ଦେଶରେ ଉଦାରୀକରଣ ନୀତି ଲାଗୁ ହେବା ପରେ ଏବଂ ସ୍ବାଧୀନତା ପରଠାରୁ ଘରୋଇ ବଜାର ସବୁଠାରୁ ବଡ଼ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ବିଶ୍ୱ ମାନ୍ଦାବସ୍ଥା ସହ ଲଢୁଥିବା ବଜାର କରୋନା…

ଏଲ୍‌ଆଇସି ଆଣିଲା ପ୍ରଧାନମନ୍ତ୍ରୀ ବୟ ବନ୍ଧନ ଯୋଜନା

ନୂଆଦିଲ୍ଲୀ,୨୭।୫: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ ସଂଶୋଧିତ ପ୍ରଧାନମନ୍ତ୍ରୀ ବୟ ବନ୍ଧନ ଯୋଜନା(ପିଏମ୍‌ଭିଭିଓ୍ବାଇ)କୁ ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ୨୬ ମେ ୨୦୨୦ ଠାରୁ ୩ ଆର୍ଥତ୍କ ବର୍ଷ ଅର୍ଥାତ୍‌ ୩୧ ମାର୍ଚ୍ଚ ୨୦୨୩ ଯାଏ ବିକ୍ରି ପାଇଁ ଉପଲବ୍ଧ…

ବନ୍ଦ ହୋଇପାରେ ୪୦% ଟ୍ରାଭେଲ-ଟୁରିଜମ୍‌ ସଂସ୍ଥା

ନୂଆଦିଲ୍ଲୀ,୨୬।୫: କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପର୍ଯ୍ୟାୟ ପରେ ପର୍ଯ୍ୟାୟ ଲକ୍‌ଡାଉନ ବୃଦ୍ଧି କରୁଛନ୍ତି। କୋଭିଡ୍‌-୧୯ ଦେଶର ସବୁ ଶ୍ରେଣୀ ଓ କ୍ଷେତ୍ରକୁ ପ୍ରଭାବିତ କରିଛି। ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଏହାଦ୍ୱାରା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ…

ଶ୍ରମ ଆଇନ ଉଚ୍ଛେଦକୁ ନେଇ ଆଇଏଲ୍‌ଓର ଚିନ୍ତା ପ୍ରକଟ

ନୂଆଦିଲ୍ଲୀ,୨୬।୫:ଭାରତରେ ବିଭିନ୍ନ ରାଜ୍ୟ ପକ୍ଷରୁ ଶ୍ରମ ଆଇନରେ ସଂଶୋଧନ ତଥା ଉଚ୍ଛେଦକୁ ନେଇ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ(ଆଇଏଲ୍‌ଓ) ଚିନ୍ତା ପ୍ରକଟ କରିଛି। ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ଲାଗି ଅନ୍ତର୍ଜାତୀୟ ନିୟମ ତଥା ଚୁକ୍ତିକୁ ସରକାର ମାନିବା ଉଚିତ ବୋଲି ଆଇଏଲ୍‌ଓ ଗୁରୁତ୍ୱାରୋପ…

କୋଭିଡ୍‌ ଚାପରେ ଦେବାଳିଆ ହେଉଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୬।୫: ସାରା ବିଶ୍ୱ ବଜାର ମାନ୍ଦାବସ୍ଥା ସହ ଲଢ଼େଇ ଜାରି ରଖିଥିଲା। ବାଣିଜ୍ୟଗୁଡ଼ିକ ତିଷ୍ଠି ରହିବା ଲାଗି ଲଢ଼େଇ ଜାରି ରଖିଥିଲେ। ହଠାତ୍‌ କରୋନା ଭଳି ବିଶ୍ୱ ମହାମାରୀ ଆସି ଏହି ସମସ୍ୟାକୁ ଆହୁରି ବଢ଼ାଇଦେଲା। ମାନ୍ଦାବସ୍ଥା ସହ ଲଢୁଥିବା କମ୍ପାନୀଗୁଡିକ…

୨୦୦ ସହରରେ ଜିଓମାର୍ଟ ସାମଗ୍ରୀ ଡେଲିଭରି ଦେବ

ନୂଆଦିଲ୍ଲୀ,୨୬।୫: ରିଲାଏନ୍ସର ଅନ୍‌ଲାଇନ ଗ୍ରସେରି ଡେଲିଭରି ସର୍ଭିସ ପ୍ଲାଟ୍‌ଫର୍ମ ଜିଓମାର୍ଟ ପକ୍ଷରୁ ଦେଶର ୨୦୦ ସହରରେ ସେବା ଯୋଗାଇ ଦିଆଯିବ। ଏହି ସେବା ଦ୍ୱାରା ଆମାଜନ, ଫ୍ଲିପ୍‌କାର୍ଟ ଏବଂ ବିଗ୍‌ ବାସ୍କେଟ ଭଳି କିରାନା ସାମଗ୍ରୀ ଡେଲିଭରି ଦେଉଥିବା କମ୍ପାନୀଙ୍କ ମଧ୍ୟରେ…

ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଚିନ୍ତା ବଢୁଛି

  ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନର କ୍ଷତିଗ୍ରସ୍ତ ବଜାର ଏବଂ ନଗଦ ସମସ୍ୟାକୁ ନେଇ ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ଗୋଟିଏ ପଟେ ବର୍ତ୍ତମାନ ନଗଦ ସମସ୍ୟା ରହିଥିବା ବେଳେ ଅନ୍ୟ ପଟେ ବଡ଼ ବଡ଼ କମ୍ପାନୀ…

ରିଟେଲ ବ୍ୟବସାୟୀଙ୍କୁ ୯ ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୬।୫: କରୋନା ମହାମାରୀକୁ ରୋକିବା ଲାଗି ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବଜାର କିନ୍ତୁ କ୍ଷତିଗ୍ରସ୍ତ ହୋଇ ରହିଛି। ଗତ ୬୦ଦିନ ମଧ୍ୟରେ ଦେଶର ରିଟେଲ ବ୍ୟବସାୟୀଙ୍କୁ ପ୍ରାୟ ୯ ଲକ୍ଷ…

ଓ୍ବାର୍କ ଫ୍ରମ୍‌ ହୋମ୍‌ ଚାକିରି ଲାଗି ଅଧିକ ଲୋକ ସର୍ଚ୍ଚ କରୁଛନ୍ତି

ନୂଆଦିଲ୍ଲୀ,୨୪।୫: କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନ ହେବା ପରେ ବର୍ତ୍ତମାନ ଲୋକଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ୍‌ ହୋମ୍‌) କରିବାକୁ ପଡୁଛି। ଅସୁବିଧା ପାଇଁ ଏଭଳି କରିବାକୁ ପଡୁଥିବା ବେଳେ ଏହା ଧୀରେ ଧୀରେ ଟ୍ରେଣ୍ଡରେ ପରିବର୍ତ୍ତନ ହେବା ଭଳି ଦେଖାଗଲାଣି।…

ରିଟେଲ ସାମଗ୍ରୀର ହୋମ୍‌ ଡେଲିଭରି ଦେବ ଜିଓ ମାର୍ଟ

ନୂଆଦିଲ୍ଲୀ,୨୪।୫: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତା’ର ରିଟେଲର୍ସ ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ମନ ବଳାଇଛି। କମ୍ପାନୀର ଡିଜିଟାଲ ପ୍ଲାଟ୍‌ଫର୍ମ ଜିଓ ସେବା ମାଧ୍ୟମରେ ଏହି ରିଟେଲର୍ସ (ଗ୍ରସେରି) ସେବାକୁ ଏକ ସ୍ବତନ୍ତ୍ର ଆପ୍‌ ‘ଜିଓ ମାର୍ଟ’…

ସଂକ୍ରମଣରୁ ବଞ୍ଚିବା ଲାଗି ଲୋକେ ଯାନ କିଣିବାକୁ ଗୁରୁତ୍ୱ ଦେବେ

ନୂଆଦିଲ୍ଲୀ,୨୫।୫ କରୋନା ସଂକ୍ରମଣରୁ ବଞ୍ଚିବା ଲାଗି ଲୋକମାନେ ସାଧାରଣ ପରିବହନ ବ୍ୟବସ୍ଥା ଠାରୁ ନିଜକୁ ଦୂରେଇ ରଖିବେ। ଏଥି ଲାଗି ଲୋକମାନେ ନିଜ ଲାଗି ଯାନ କିଣିବାକୁ ମନ ବଳାଇବେ ବୋଲି ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ଦ୍ୱାରା ଯାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?