ଶୀଘ୍ର ଆସିବ ବାଧ୍ୟତାମୂଳକ ଇ-ଇନ୍‌ଭଏସିଂ

ମାଙ୍ଗାଲୋର,୨୪।୭: ଇ-ଇନଭଏସିଂ ସ୍କିମାକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ବାର୍ଷିକ ୫୦୦ କୋଟି କିମ୍ବା ଏହାଠାରୁ ଅଧିକ ପରିମାଣର କାରବାର କରୁଥିବା ବାଣିଜ୍ୟଗୁଡିକ ଲାଗି ଅକ୍ଟୋବର ପହିଲାରୁ ଏହାକୁ ଲାଗୁ କରାଇବାକୁ ଯୋଜନା ରଖାଯାଇଥିବା ଜିଏସ୍‌ଟିର ପ୍ରିନ୍ସିପାଲ କମିଶନର ଯୋଗେନ୍ଦ୍ର ଗର୍ଗ ସୂଚନା ଦେଇଛନ୍ତି। ଇ-ଇନଭଏସିଂ ଇଲେକଟ୍ରୋନିକ୍ସ ଉପାୟରେ ପ୍ରମାଣନ ହୋଇଥିବା ଏକ ଇନଭଏସ। ଏ ସମ୍ପର୍କରେ ଶୀଘ୍ର ଏକ ସର୍କୁଲାର ମଧ୍ୟ ଜାରି କରାଯିବ। ନୂଆ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବା ଲାଗି ସିବିଆଇସି ପକ୍ଷରୁ ଜିଏସ୍‌ଟି ରିଟର୍ନ ଫାଇଲିଂ ସିଷ୍ଟମକୁ ପରିବର୍ତ୍ତନ କରିବ। ଏହା କାର୍ଯ୍ୟକାରୀ ହେଲେ କମ୍ପାନୀଗୁଡିକର ଅନୁପାଳନ ଚାପ ମଧ୍ୟ କମିବ।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩୨।୧୨: ଦୀର୍ଘ ୧୧ ମାସ ପରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୬% ନିକଟବର୍ତ୍ତୀରେ ରହିଛି। ଏପରିକି ଚଳିତ ବର୍ଷ ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତିର...

ହ୍ବାଟ୍ସଆପ୍‌ ୟୁଜରଙ୍କୁ ଆଶ୍ୱସ୍ତି; ମେ ୧୫ ଯାଏ ଲାଗୁ ହେବନି ପ୍ରିଭେସି ପଲିସି

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ନୂଆ ପ୍ରଭେସି ନୀତି ଏବଂ ସେବା ସଂକ୍ରାନ୍ତ ଅନ୍ୟ ନିୟମ ଚଳିତ ବର୍ଷ ମେ ମାସ ୧୫ ଯାଏ ଲାଗୁ ହେବ ନାହିଁ।...

୧୨ରୁ ବିଭିନ୍ନ ସହରରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ,୧୧।୭: ଭାରତୀୟ ରେଳ ପକ୍ଷରୁ ପଶ୍ଚିମ ଭାରତର ରେଳଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ଗୁଜୁରାଟ, ରାଜସ୍ଥାନ ଓ ଜାମ୍ମୁକାଶ୍ମୀର ଭଳି ଅନେକ ସହରରେ ସ୍ପେଶାଲ ଟ୍ରେନ୍‌...

ବିଏମ୍‌ସି ପକ୍ଷରୁ ‘କ୍ଲୋଜ୍‌ ଦି କେୟାର ଗ୍ୟାପ୍‌’ ଅଭିଯାନ

ଭୁବନେଶ୍ୱର,୧୧।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ହେଲ୍‌ଥ ୟୁନିଟ୍‌ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି)ର କ୍ୟାନ୍‌ସର ଡିର୍ପାଟମେଣ୍ଟ ପକ୍ଷରୁ ବିଶ୍ୱ କର୍କଟ...

ସର୍ବାଧିକ ୧୨ ଘଣ୍ଟା କାର୍ଯ୍ୟ ଦିବସ ଲାଗି ପ୍ରସ୍ତାବ

ମୁମ୍ବାଇ: ସର୍ବାଧିକ ୧୨ ଘଣ୍ଟିଆ କାର୍ଯ୍ୟଦିବସ ଲାଗି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହା ସହ ମଧ୍ୟାନ୍ତର ସମୟ ମଧ୍ୟ ରହିବ। ଅକ୍ୟୁପେଶନାଲ ସେଫ୍ଟି...

ଆଇଡିଏଫ୍‌ସି ଏଏମ୍‌ସିରେ ଯୋଗଦେଲେ ମନୀଷ

ନୂଆଦିଲ୍ଲୀ,୨୮।୧: ଦେଶର ପ୍ରମୁଖ ଏଏମ୍‌ସି ସଂସ୍ଥା ଆଇଡିଏଫ୍‌ସି ଆସେଟ୍‌ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ଲିମିଟେଡ୍‌ (ଆଇଡିଏଫ୍‌ସି ଏଏମ୍‌ସି)ର ଇକ୍ୱିଟିଜ୍‌ ବିଭାଗର ମୁଖ୍ୟ ମନୀଷ ଗୁନ୍‌ୱାନିଙ୍କୁ ନିକଟରେ ନିଯୁକ୍ତି...

କୋଟକା ନିଓ ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୫।୧୦: କୋଟକା ସିକ୍ୟୁରିଟିଜ ଲିମିଟେଡ୍‌ ପକ୍ଷରୁ ଟ୍ରେଡିଂ ପ୍ଲାଟ୍‌ଫର୍ମ ପରିବ୍ୟବସ୍ଥା କୋଟକ ନିଓ ଆପ୍‌ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଯାହା ନିବେଶକଙ୍କ ପାଇଁ ବ୍ୟବହାରକାରୀ...

କୋକାକୋଲାର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୭।୧୦: ବହୁରାଷ୍ଟ୍ରୀୟ ମୃଦ୍ୟୁପାନୀୟ କମ୍ପାନୀ ‘କୋକାକୋଲା’ ପକ୍ଷରୁ ଚଳିତ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ କୋକାକୋଲା’ର ଚେୟାରମ୍ୟାନ ତଥା...

Advertisement
Archives

Model This Week