ଆରମ୍ଭ ହେଲା ବିଜ୍ନେସ୍ ଏମିନେନ୍ସ ଆଓ୍ବାର୍ଡ୍ସ-୨୦୨୫: ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ
ଭୁବନେଶ୍ୱର,୫ା୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜ୍ନେସ୍ ଏମିନେନ୍ସ ଆଓ୍ବାର୍ଡସ ୨୦୨୫ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସିଂଦେଓ ଉକ୍ତ…
Live updates: ବିଜ୍ନେସ୍ ଏମିନେନ୍ସ ଆଓ୍ବାର୍ଡ୍ସ-୨୦୨୫
ଭୁବନେଶ୍ୱର: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜ୍ନେସ୍ ଏମିନେସ୍ସ ଆଓ୍ବାର୍ଡ୍ସ-୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଯୋଗ ଦେବାକୁ ଥିବା ସମସ୍ତ ବ୍ୟବସାୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧରିତ୍ରୀ ତଥା ଓଡ଼ିଶା ପୋଷ୍ଟର କାର୍ଯ୍ୟନିର୍ବାହୀ ଆଦ୍ୟାଶା…
ସୁନା ଦରରେ ସୁଧାର ସୁଯୋଗ ସୃଷ୍ଟି କରିବ : ସଞ୍ଜୟ
ଭୁବନେଶ୍ୱର,୫।୪: ସୁନାର ଦର ବଢ଼ି ଚାଲିଛି ଓ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ୨୪କ୍ୟାରେଟ୍ର ଦର ୯୩ ହଜାର ପାରକରି ସାରିଲାଣି ଏବଂ ଏହା ପୂର୍ବ ଅନୁମାନ ଅପେକ୍ଷା ଯଥେଷ୍ଟ ଶୀଘ୍ର ଅର୍ଥାତ୍ ଚଳିତ ବର୍ଷ ୧ଲକ୍ଷ ଟଙ୍କା ପାର୍ହେବା…
ବର୍ଗର ସାମ୍ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀ ବିରଜା
ଦେଶରେ ମ୍ୟାକ୍ଡୋନାଲ୍ଡସ୍, ଡୋମିନସ୍ ଏବଂ କେଏଫ୍ସି ଭଳି ଫାଷ୍ଟଫୁଡ୍ ବ୍ରାଣ୍ଡ୍ର ଚାହିଦା ରହିଥିବାବେଳେ ବର୍ଗର୍ ବଜାରରେ ହୋମଗ୍ରୋନ୍ ବ୍ରାଣ୍ଡ୍ ‘ବିଗିଜ୍ ବର୍ଗର୍’ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଓଡ଼ିଆ ଉଦ୍ୟୋଗୀ ବିରଜା ରାଉତଙ୍କ ବର୍ଗର୍ ନିଶା ତାଙ୍କୁ ଏହି ବ୍ୟବସାୟିକ ସଫଳତା…
ଚାଇନାର ପ୍ରହାରରେ ଆମେରିକୀୟ ଶେୟାର ବଜାରରେ ହାହାକାର
ଓ୍ବାଶିଂଟନ୍,୪।୪: ବିଶ୍ୱର ଦୁଇଟି ବୃହତ୍ ଅର୍ଥନୀତି ପରସ୍ପର ସହିତ ଟାରିଫ୍ ଓ୍ବାର୍ ଆରମ୍ଭ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା କରିବାର ଦିନକ ପରେ ବେଜିଂ…
ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଏତେ କମିଗଲା ସୁନାଦର, ଜାଣନ୍ତୁ ୧୦ଗ୍ରାମ ପିଛା ଦେବାକୁ ପଡିବ…
ନୂଆଦିଲ୍ଲୀ,୪।୪: ଆଜି ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ଗୋଟିଏ ପଟେ ନିବେଶକମାନେ ଏଥିରୁ ଲାଭ ପାଉଥିବାବେଳେ, ଅନ୍ୟପଟେ ଗ୍ରାହକଙ୍କ ଉପରେ ଚାପ ବୃଦ୍ଧି ପାଇଛି। ଆମେରିକାର ମର୍ଣ୍ଣିଂଷ୍ଟାରର ଜଣେ ବିଶ୍ଳେଷକ ଭବିଷ୍ୟତବାଣୀ କରିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ…
ରାଜ୍ୟସ୍ତରୀୟ ଓପନ ବଡିବିଲଡିଂ ଚମ୍ପିୟାନଶିପ: ସ୍ବର୍ଣ୍ଣ ପଦକ ଜିତିଲେ ଅନନ୍ତ
ଭୁବନେଶ୍ୱର,୪।୪: ଓଡ଼ଶା ବଡି ବିଲଡିଂ ସଂଘ ପୁରୀ ପକ୍ଷରୁ ଆୟୋଜିତ ବୀର କଳିଙ୍ଗ ପୁତ୍ର ରାଜ୍ୟସ୍ତରୀୟ ଓପନ ବଡି ବିଲଡିଂ ଚମ୍ପିୟାନଶିପ ୨୦୨୫ରେ ଭୁବନେଶ୍ୱରର ଅନନ୍ତ କୁମାର ନାୟକ ପ୍ରଥମ ସ୍ଥାନ ଅଳଙ୍କୃତ କରିବା ସହିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।…
ବ୍ୟବସାୟ ନୁହେଁ, ସାଲିସ୍ବିହୀନ ଶିକ୍ଷାକୁ ପ୍ରାଧାନ୍ୟ
ଯୁବୋଦୟ ଇନ୍ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅମ୍ବରୀଶ ଦାଶ ସମ୍ବଲପୁରରେ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ। କଟକରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ଦିଲ୍ଲୀରେ ଏମ୍ବିଏ କରିବା ପରେ ସେଠାରେ ଏକ କମ୍ପାନୀରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ନିଜ ଜନ୍ମମାଟିରେ ଓଡ଼ିଶାରେ କିଛି କରିବାକୁ ଚାହଁୁଥିଲେ।…
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଘୋଷଣା ହେବା ପରେ ସୁନା ଉପରେ ପଡିଲା ବଡ଼ ପ୍ରଭାବ, ୧୦ ଗ୍ରାମ ସୁନାର ମୂଲ୍ୟ ହେଲା…
ନୂଆଦିଲ୍ଲୀ,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷିତ ନୂଆ ଟାରିଫ (ଆମଦାନୀ ଶୁଳ୍କ) ଯୋଗୁ ସୁନାର ମୂଲ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଟାରିଫ ଘୋଷଣା ପରେ ବିଶ୍ୱ ବଜାରରେ ଅନିଶ୍ଚିତତା ବୃଦ୍ଧି ପାଇଛି, ଯାହା ଫଳରେ…
ଔଷଧ ଠାରୁ ଆରମ୍ଭ କରି ଷ୍ଟିଲ ଓ ଅଳଙ୍କାର ଯାଏ…ଆମେରିକାର ୨୬% ଟାରିଫ୍ରେ ଭାରତ ଉପରେ କ’ଣ ପଡିବ ପ୍ରଭାବ
ନୂଆଦିଲ୍ଲୀ, ୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ ଦେଶ ପାଇଁ ଟାରିଫ୍ ଘୋଷଣା କରିଛନ୍ତି । ଏହି ଟାରିଫ୍ ଅନୂଯାୟୀ ଭାରତ ସମେତ ବିଭିନ୍ନ ଦେଶ ଉପରେ ଏକ ନୂଆ ରିସିପ୍ରୋକାଲ ଟାରିଫ (ପାରସ୍ପରିକ ଶୁଳ୍କ) ଲାଗୁ କରାଯିବ। ଏହି…
ବଜାର ଚାହିଦାକୁ ଦେଖି ବ୍ୟବସାୟ କରିବା ଉଚିତ
କେନ୍ଦୁଝର ଜିଲା ବଡ଼ବିଲଠାରେ ଏସେନ୍ ହିରୋର ନିର୍ଦ୍ଦେଶକ ପ୍ରଦୀପ କୁମାର ଥାକରଙ୍କ ଜନ୍ମ। ସେଠାରେ ସ୍କୁଲ ପଢ଼ା ସାରିବା ପରେ ଭୁବନେଶ୍ୱର ବିଜେବି କଲେଜରୁ ବାଣିଜ୍ୟରେ ସମ୍ମାନ ସହ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ। ଫାଇନାନ୍ସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ ପରେ ଚାକିରି…
୮୬୪.୪୫ କୋଟିର ଖଣିଜ ରାଜସ୍ବ ବାଟମାରଣା
ରାଜ୍ୟରେ ଗତ ୨୨ ବର୍ଷରେ ଖଣି ଅଞ୍ଚଳରେ ଲିଜ୍ଧାରୀମାନେ ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି। ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ତାଙ୍କ ରିପୋର୍ଟରେ ରାଜ୍ୟର ଖଣିଜ ଦୁର୍ନୀତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି। ବେଆଇନ ଉତ୍ତୋଳନ ପାଇଁ ସୁପ୍ରିମ୍କୋର୍ଟ…
Archives


