ବାଣିଜ୍ୟ

୧୮ଦିନ ବନ୍ଦ ରହିବ ବ୍ୟାଙ୍କ୍‌, କାମ ଥିଲେ ଶୀଘ୍ର କରନ୍ତୁ ନଚେତ୍‌…

ନୂଆଦିଲ୍ଲୀ,୨୯।୧୧: ଡିସେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ଆଉ ବର୍ତ୍ତମାନ ବ୍ୟାଙ୍କ ଗ୍ରାହକମାନେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାରଣ ଏହି ମାସରେ ବ୍ୟାଙ୍କଗୁଡ଼ିକ 18 ଦିନ ପାଇଁ ବନ୍ଦ ରହିବ। ଯଦି ଆପଣ କୌଣସି ବ୍ୟାଙ୍କ-ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନା କରିବାକୁ…

EPFOକୁ ନେଇ ନୂଆ ନିୟମ: ଏଣିକି ସହଜ ହେବ…

ନୂଆଦିଲ୍ଲୀ,୨୯।୧୧: ଦେଶର ପ୍ରାୟ ସମସ୍ତ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିଙ୍କର ପିଏଫ ଆକାଉଣ୍ଟ ଅଛି। ପ୍ରତି ମାସରେ ପିଏମ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଜମା କରାଯାଏ। ପୂର୍ବରୁ, ନୂତନ ଆକାଉଣ୍ଟକୁ ପିଏଫ ପାଣ୍ଠି ସ୍ଥାନାନ୍ତର କରିବା ପାଇଁ ବହୁତ ଅସୁବିଧା ହେଉଥିଲା। ପୁରୁଣା…

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ

ନୂଆଦିଲ୍ଲୀ,୨୮।୧୧: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର ସହିତ କିମ୍ବା ଏକ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରିବାକୁ ବିଚାର କରୁଛନ୍ତି। ଏହି…

ଆକାଉଣ୍ଟରେ ଟଙ୍କାଟେ ନ ଥିଲେ ବି ଉଠାଇପାରିବେ ୧୦ହଜାର ଟଙ୍କା! ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୮।୧୧: ଆପଣ କେବେ ଭାବିଛନ୍ତି କି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କାଟେ ନ ଥିଲେ ମଧ୍ୟ ଆପଣ ଟଙ୍କା ଉଠାଇପାରିବେ? ଆଜ୍ଞା ହଁ ଏପରି ସମ୍ଭବ ବୋଲି ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ସୁବିଧା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା…

ଡିସେମ୍ବର ପହିଲାରୁ ହେବ ଏହି ୫ ବଡ଼ ପରିବର୍ତ୍ତନ: ଆପଣଙ୍କ ପକେଟ୍‌ ଉପରେ ପଡିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୨୮।୧୧: ଡିସେମ୍ବର ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସିଧାସଳଖ ଆପଣଙ୍କ ୱାଲେଟ, ଆପଣଙ୍କ ଟିକସ ଏବଂ ଆପଣଙ୍କ ଦୈନନ୍ଦିନ ସୁବିଧା ଉପରେ ପ୍ରଭାବ ପକାଇବ। ମାସର ଆରମ୍ଭ ନୂତନ ସରକାର ଏବଂ ବଜାର ନିର୍ଦ୍ଦେଶାବଳୀ ସହିତ ଏକ ଡାଏରୀ…

ବଢୁଛି ‘ବିବାହ ବୀମା’ର ଚାହିଦା: ଜାଣନ୍ତୁ କାହିଁକି ଏହା ଭାରତର ପରବର୍ତ୍ତୀ ବଡ଼ ଟ୍ରେଣ୍ଡ?

ନୂଆଦିଲ୍ଲୀ,୨୭ା୧୧: ବର୍ତ୍ତମାନ ଭାରତରେ ବିବାହ ଉତ୍ସବଗୁଡ଼ିକ ଅଧିକ ବ୍ୟାପକ, ବିଳାସପୂର୍ଣ୍ଣ ଏବଂ ଖର୍ଚ୍ଚବହୁଳ ହେବାରେ ଲାଗିଛି। ତେବେ ଏହି ବଡ଼ ‘ଭାରତୀୟ ବିବାହ’ ସହିତ ଜଡ଼ିତ ବଡ଼ ଆର୍ଥିକ ବିପଦକୁ ଦୃଷ୍ଟିରେ ରଖି ନିକଟରେ ବିବାହ ବୀମା (Wedding Insurance) ଗ୍ରହଣ…

୭ ଦିନରେ ବଦଳିଯିବ ଆପଣଙ୍କ କ୍ରେଡିଟ୍ ସ୍କୋର, ଗ୍ରାହକଙ୍କ ପାଇଁ ବଡ଼ ଖବର ଦେଲା RBI

ମୁମ୍ବାଇ,୨୭ା୧୧: ଋଣ ନେଉଥିବା ଲୋକଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯୋଜନା କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)। ଏପ୍ରିଲ୍ ୨୦୨୬ ଠାରୁ ଗ୍ରାହକଙ୍କ କ୍ରେଡିଟ୍ ସ୍କୋର ମାସକୁ ଦୁଇଥର ବଦଳରେ ପ୍ରତି ୭ ଦିନରେ ଥରେ ଅପଡେଟ୍…

୨ କୋଟି ଆଧାର କାର୍ଡକୁ ବନ୍ଦ କଲା UIDAI , ତାଲିକାରେ ଆପଣଙ୍କ ନାମ ନାହିଁ ତ? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୭।୧୧: ଦେଶରେ ବ୍ୟବହୃତ ହେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ଆଧାର କାର୍ଡ। ଦେଶର ପ୍ରାୟ ୯୦% ଜନସଂଖ୍ୟା ଏହା ପାଖରେ ରଖିଛନ୍ତି। UIDAI ନିକଟରେ ଆଧାର କାର୍ଡ ସମ୍ପର୍କରେ ଏକ ପଦକ୍ଷେପ ନେଇଛି ଯାହା ଜାତୀୟ ଦୃଷ୍ଟି ଆକର୍ଷଣ କରିଛି।…

ଗ୍ରାହକଙ୍କୁ ବଡ଼ ଝଟକା: ୪ ଦିନ ଭିତରେ ହଠାତ୍‌ ଏତେ ବଢିଗଲା ସୁନା ଦାମ୍‌

ନୂଆଦିଲ୍ଲୀ,୨୭।୧୧: ସ୍ପଟ ବଜାରରେ ପ୍ରବଳ ଚାହିଦା ଏବଂ ଆସନ୍ତା ମାସରେ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ ପାଇବା ଆଶା ମଧ୍ୟରେ ବୁଧବାର ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଇଛି। ପ୍ରାରମ୍ଭିକ କାରବାରରେ ଉଭୟ ଅଧା ପ୍ରତିଶତରୁ ଅଧିକ…

ଚାପରେ ମାଇକ୍ରୋଫାଇନାନ୍ସ ଉଦ୍ୟୋଗ: ବଡ଼ ରାଜ୍ୟରେ ବଢୁଛି ଋଣ ଖିଲାପିଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୬ା୧୧: ଭାରତର ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ଋଣ ଖିଲାପ ବଢ଼ିବା ଯୋଗୁଁ ଆସେଟ୍-ଗୁଣବତ୍ତା ସୂଚକାଙ୍କ ଖରାପ ହେବାରେ ଲାଗିଛି। ଅକ୍ଟୋବର ତଥ୍ୟ ଅନୁଯାୟୀ,…

ପୁରୁଣା ଗାଡ଼ି କିଣୁଛନ୍ତି କିମ୍ବା ବିକୁଛନ୍ତି? RC ଟ୍ରାନ୍ସଫର ନକଲେ ପଡ଼ିପାରେ ବଡ଼ ଝଞ୍ଜାଟ – ଜାଣନ୍ତୁ

ନୂଆଦିଲ୍ଲୀ, ୨୬।୨୫: ଯେତେବେଳେ ଆମେ କୌଣସି ପୁରୁଣା ଗାଡ଼ି କିଣୁ କିମ୍ବା ବିକୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି RC (ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌) ଟ୍ରାନ୍ସଫର କରାଇବା। RC ଟ୍ରାନ୍ସଫର ହେଲେ ହିଁ ଗାଡ଼ିର ବର୍ତ୍ତମାନର ପ୍ରକୃତ ମାଲିକ କିଏ ତାହା ସ୍ପଷ୍ଟ…

ନୂଆ ଲେବର କୋଡ୍‌ ସ୍ଥାୟୀ ଚାକିରି ପ୍ରତି କ’ଣ ବିପଦ? ପ୍ରଭାବିତ ହେବେ ଏସବୁ କର୍ମଚାରୀ

ନୂଆଦିଲ୍ଲୀ,୨୫।୧୧: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶ୍ରମ ସଂହିତା (Labour Codes) କର୍ମଚାରୀ ନିଯୁକ୍ତି, ଦରମା ଏବଂ ସୁବିଧା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏହାର ସବୁଠୁ ବଡ଼ ପ୍ରଭାବ ହେଉଛି ‘ଚୁକ୍ତିଭିତ୍ତିକ କର୍ମଚାରୀ’ଙ୍କୁ ଏକ ବର୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?