ବାଣିଜ୍ୟ

ନୂଆ ଲେବର କୋଡ୍‌ ସ୍ଥାୟୀ ଚାକିରି ପ୍ରତି କ’ଣ ବିପଦ? ପ୍ରଭାବିତ ହେବେ ଏସବୁ କର୍ମଚାରୀ

ନୂଆଦିଲ୍ଲୀ,୨୫।୧୧: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶ୍ରମ ସଂହିତା (Labour Codes) କର୍ମଚାରୀ ନିଯୁକ୍ତି, ଦରମା ଏବଂ ସୁବିଧା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏହାର ସବୁଠୁ ବଡ଼ ପ୍ରଭାବ ହେଉଛି ‘ଚୁକ୍ତିଭିତ୍ତିକ କର୍ମଚାରୀ’ଙ୍କୁ ଏକ ବର୍ଷରେ…

୭୭ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବ ଲେବର କୋଡ୍‌: SBI ରିସର୍ଚ୍ଚ

ନୂଆଦିଲ୍ଲୀ,୨୫।୧୧: ଭାରତ ସରକାରଙ୍କ ଦ୍ୱାରା ନିକଟରେ ଲାଗୁ ହୋଇଥିବା ଚାରୋଟି ନୂଆ ଶ୍ରମ ସଂହିତା ମଧ୍ୟମ ଅବଧିରେ ନିଯୁକ୍ତି ଏବଂ ଅର୍ଥନୀତିକୁ ବଡ଼ ପ୍ରୋତ୍ସାହନ ଦେବ ବୋଲି SBI ରିସର୍ଚ୍ଚ ତା’ର ‘ଇକୋର‍୍ୟାପ୍’ ରିପୋର୍ଟରେ ପ୍ରକାଶ କରିଛି। ମଙ୍ଗଳବାର ପ୍ରକାଶିତ ଏହି…

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ‘ଉତ୍କଳିକା ଆତିଥ୍ୟ’

ଭୁବନେଶ୍ୱର,୨୫। ୧୧ (ସୌମ୍ୟରଞ୍ଜନ ରାଉତ): ଓଡ଼ିଶା ହସ୍ତଶିଳ୍ପ କାରିଗରମାନଙ୍କର ଆର୍ଥିକ ଉନ୍ନତି ତଥା ଓଡ଼ିଶା ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ଲକ୍ଷ୍ୟରେ ଭୁବନେଶର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଉତ୍କଳିକାର ନୂତନ ବିକ୍ରୟ କେନ୍ଦ୍ର ‘ଉତ୍କଳିକା ଆତିଥ୍ୟ’ ସୋମବାର ଉଦଘାଟିତ…

ଓପିଟିସିଏଲ୍‌ ସହିତ ୟୁବିଆଇର ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର, ୨୫।୧୧(ସୁନିତ୍‌ ମିଶ୍ର): ଓଡ଼ିଶା ପାୱାର ଟ୍ରାନ୍ସମିଶନ୍‌ କର୍ପୋରେଶନ୍‌ ଲିମିଟେଡ୍‌(ଓପିଟିସିଏଲ୍‌) ସୋମବାର ୟୁନିୟନ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ୟୁବିଆଇ) ସହିତ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛି। ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।…

ଆପଣଙ୍କ ନାମରେ ନିଆଯାଇଥିବା SIMର ଅପବ୍ୟବହାର ହେଲେ ଦାୟୀ ରହିବେ ଆପଣ: ଟେଲିକମ୍ ବିଭାଗ

ନୂଆଦିଲ୍ଲୀ,୨୪ା୧୧: ଯଦି ଜଣେ ମୋବାଇଲ୍ ଗ୍ରାହକଙ୍କ ନାମରେ ନିଆଯାଇଥିବା ସିମ୍ କାର୍ଡ଼କୁ ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିବାର ଦେଖାଯାଏ, ତେବେ ମୋବାଇଲ୍ ଗ୍ରାହକ ସେଥିପାଇଁ ଦାୟୀ ଏବଂ ଦଣ୍ଡନୀୟ ହୋଇପାରନ୍ତି। ଦୂରସଞ୍ଚାର ବିଭାଗ (DoT)…

୨୦୨୬ରେ କେଉଁ ଡିଗ୍ରୀ ସବୁଠାରୁ ଅଧିକ ଚାକିରି ଦେବ? ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୬ରୁ ଜାଣନ୍ତୁ

ନୂଆଦିଲ୍ଲୀ,୨୩ା୧୧: ସଦ୍ୟ ପ୍ରକାଶିତ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୬ ଅନୁଯାୟୀ, ଆସନ୍ତା ବର୍ଷଗୁଡ଼ିକରେ ଭାରତରେ ସବୁଠାରୁ ଅଧିକ ନିଯୁକ୍ତି ଯୋଗ୍ୟ ଡିଗ୍ରୀଗୁଡ଼ିକର ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ପୂର୍ବପରି କମ୍ପ୍ୟୁଟର ସାଇନ୍ସ (CS) ଏବଂ ଇନଫର୍ମେସନ ଟେକ୍ନୋଲୋଜି (IT) ସ୍ନାତକମାନେ…

ଦେଶରେ ଲାଗୁ ହେଲା ନୂଆ ଲେବର କୋଡ୍: କର୍ମଚାରୀଙ୍କ ପାଇଁ ୧୦ ମୁଖ୍ୟ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ୨୯ଟି ପୁରୁଣା ଶ୍ରମ ଆଇନ ବଦଳରେ ୪ଟି ନୂତନ ଶ୍ରମ ସଂହିତା (Labour Codes) କାର୍ଯ୍ୟକାରୀ କରିଛନ୍ତି। ଏହି ବ୍ୟାପକ ସଂସ୍କାର ଦ୍ୱାରା ଦରମା, ଛୁଟି, କାର୍ଯ୍ୟ ସମୟ ଓ ସାମାଜିକ ସୁରକ୍ଷା ଭଳି ଅନେକ…

ଜେନେରିକ୍ ବନାମ ବ୍ରାଣ୍ଡେଡ୍ ଔଷଧ: କମ୍ ମୂଲ୍ୟ ଏବଂ ଗୁଣବତ୍ତାକୁ ନେଇ ସଂଘର୍ଷ

ନୂଆଦିଲ୍ଲୀ,୨୩ା୧୧: ଭାରତରେ ସରକାର ଅନେକ ଥର ଜରୁରୀ ଔଷଧ ଦର ନିୟନ୍ତ୍ରଣ କରିବାକୁ ଅନେକ ନିୟମ ପରିବର୍ତନ କରିଥିଲେ ମଧ୍ୟ ଏହାର ପ୍ରଭାବ ବିଶେଷ ଦେଖିବାକୁ ମିଳେ ନାହିଁ। ବରଂ ଦିନକୁ ଦିନ ଜେନେରିକ୍ ଏବଂ ବ୍ରାଣ୍ଡେଡ୍ ଔଷଧ ମଧ୍ୟରେ ସଂଘର୍ଷ…

ବଢ଼ି ଚାଲିଛି କି ବ୍ୟାଙ୍କର ମନମାନି? ଘରେ ବସି ଏଭଳି କରନ୍ତୁ RBI ନିକଟରେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ବ୍ୟାଙ୍କ ମନମାନି କରିବା ସାଧାରଣ କଥା। କାରଣ ପ୍ରତ୍ୟେହ ସୋସିଆଲ ମିଡିଆରେ ହଜାର ହଜାର ଅଭିଯୋଗ ଦେଖଇବାକୁ ମିଳିଥାଏ। ଯେପରିକି ବ୍ୟାଙ୍କ ଲୋକଙ୍କ କଥା ଶୁଣୁନାହିଁ। ଯେଉଁ କାମ ଆଜି ହୋଇପାରୁଥିଲା, ତାକୁ କାଲିକୁ ଘୁଞ୍ଚାଇ ଦିଆଯାଉଛି। ଅଯଥା ଚାର୍ଜ…

ଇପିଏଫ୍‌ କ୍ଲେମ୍‌ ‘Under Process’ରେ ଅଟକିଛି କି? ଆପଣାନ୍ତୁ ଏହି ସହଜ ଉପାୟ, ତୁରନ୍ତ ମିଳିଯିବ ଟଙ୍କା

ନୂଆଦିଲ୍ଲୀ,୨୩।୧୧: କର୍ମଚାରୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ରତି ମାସରେ ପିଏଫ୍ (ପ୍ରଭିଡେଣ୍ଟ ଫଣ୍ଡ)ରେ ଟଙ୍କା ଜମା ହୋଇଥାଏ। କିନ୍ତୁ ଜରୁରୀ କାମ ପଡ଼ିଲେ ପିଏଫ୍ ଟଙ୍କା ବାହାର କରିବାରେ ହେଉଥିବା ବିଳମ୍ବ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଯାଉଥିଲା। ଏବେ…

LICରେ ଆପଣଙ୍କ ଇନ୍‌ସୁରାନ୍ସ ଟଙ୍କା ଅନ୍‌କ୍ଲେମ୍‌ ଅଛି କି? ଏଭଳି ଚେକ କରନ୍ତୁ ଏବଂ ଫେରସ୍ତ ପାଆନ୍ତୁ…

ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଅଧିକାଂଶ ଲୋକ ନିଜର ସୁରକ୍ଷା ଓ ଭବିଷ୍ୟତ ସଞ୍ଚୟ ପାଇଁ ବୀମା କରାଇଥାଆନ୍ତି। ପୁରୁଣା ସମୟରେ ବୁଢ଼ା-ବୁଢ଼ୀମାନେ କହୁଥିଲେ, “ଯେତିକି ସଞ୍ଚୟ ତୁ କରିଛୁ, ସେତିକି ତୋର ପ୍ରକୃତ ପୁଞ୍ଜି”। କିନ୍ତୁ ଆଜିକାଲି ସରକାରୀ ହେଉ ବା ଘରୋଇ…

କର୍ମଚାରୀଙ୍କ ପାଇଁ ଖୁସିଖବର! ୫ ନୁହେଁ, ଏବେ ୧ ବର୍ଷରେ ମିଳିବ ଗ୍ରାଚ୍ୟୁଇଟି; ଜାଣନ୍ତୁ କେଉଁ ଚାକିରିଆ…

ନୂଆଦିଲ୍ଲୀ,୨୨।୧୧: ଭାରତ ସରକାର ଶ୍ରମ ଆଇନଗୁଡ଼ିକରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କୋଟିକୋଟି ଚାକିରିଆମାନଙ୍କୁ ସିଧାସଳଖ ଲାଭ ପହଞ୍ଚିବ। କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟା କହିଛନ୍ତି ଯେ, ଶୀଘ୍ର ଏକ ନୂତନ ପ୍ରାବଧାନ ଲାଗୁ କରାଯିବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?