ପ୍ରମୁଖ ଉତ୍ପାଦନ କ୍ଷେତ୍ର ଉପରେ ବୋଝ କମ କରିବା ପାଇଁ ୧୪ଟି ଗୁଣବତ୍ତା ମାନଦଣ୍ଡକୁ ବାତିଲ କଲେ ସରକାର
ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ସରକାର ମୁଖ୍ୟ ଉତ୍ପାଦନ ଶିଳ୍ପଗୁଡ଼ିକ ଉପରୁ ନିୟାମକ ଚାପ ହ୍ରାସ କରିବା ଲକ୍ଷ୍ୟରେ ୧୪ଟି BIS (ଭାରତୀୟ ମାନକ ବ୍ୟୁରୋ) ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ (QCOs) ପ୍ରତ୍ୟାହାର କରିଛନ୍ତି। ଏହି ନିଷ୍ପତ୍ତି ରସାୟନ, ପ୍ଲାଷ୍ଟିକ ଏବଂ ବୟନ ଶିଳ୍ପକୁ…
Post Officeର ଏହି ସ୍କିମ୍ କରିଦେବ ମାଲାମାଲ: ହୋଇଯିବେ ଲକ୍ଷପତି
ଆଜିର ସମୟରେ ଅଧିକାଂଶ ନିବେଶ ବିକଳ୍ପ ବଜାରର ଉତ୍ଥାନ-ପତନର ଶିକାର ହେଉଛି। ସମସ୍ତେ ଏପରି ଏକ ଯୋଜନା ଖୋଜୁଛନ୍ତି, ଯାହା କେବଳ ସେମାନଙ୍କ ଟଙ୍କାକୁ ସୁରକ୍ଷା ଦିଏ ନାହିଁ ବରଂ ଏକ ସ୍ଥିର ଏବଂ ଦୃଢ଼ ରିଟର୍ଣ୍ଣ ମଧ୍ୟ ପ୍ରଦାନ କରେ।…
ଶିକ୍ଷିତ କିନ୍ତୁ ବେରୋଜଗାର: ଓଡ଼ିଶାଠୁ ଆଗରେ ଥିବା ରାଜ୍ୟମାନଙ୍କ ପାଇଁ ବଡ଼ ସମସ୍ୟା?
ନୂଆଦିଲ୍ଲୀ,୧୩।୧୧: ଭାରତର ସର୍ବାଧିକ ସାକ୍ଷରତା ହାର ଥିବା ତିନୋଟି ରାଜ୍ୟ କେରଳ, ଗୋଆ ଏବଂ ମିଜୋରାମରେ ୯୦% ରୁ ଅଧିକ ଲୋକ ପାଠ ପଢିଥିବା ବେଳେ, ଏହି ରାଜ୍ୟଗୁଡ଼ିକରେ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଏହା ଭାରତର…
ଡିଜିଟାଲ ପେମେଣ୍ଟରେ ବିଶ୍ୱରେ ଇତିହାସ ସୃଷ୍ଟି କରିଛି ଏହି ଦେଶ
ଆଜିର ପରିବର୍ତ୍ତିତ ଟେକ୍ନୋଲୋଜି ଯୁଗରେ ଅନ୍ଲାଇନ ପେମେଣ୍ଟ ଦ୍ରୁତଗତିରେ ଲୋକପ୍ରିୟ ହେଉଛି। ଅନେକ ଦେଶ ନଗଦହୀନ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ତଥାପି ଭାରତ ସମେତ ଅନେକ ଦେଶରେ ଅନେକ ଲୋକ ଏବେ ବି ନଗଦ କାରବାର କରିବାକୁ ପସନ୍ଦ କରନ୍ତି। ରିପୋର୍ଟ…
ଆୟ ବଢୁଛି, କିନ୍ତୁ ସମ୍ପତ୍ତି ବଢୁନାହିଁ: ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି FOMO-YOLO ଚିନ୍ତାଧାରା
ନୂଆଦିଲ୍ଲୀ,୧୨।୧୨: ଭାରତୀୟ ଅର୍ଥନୀତି ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଥିବାବେଳେ, ଏହାର ଯୁବପିଢ଼ିଙ୍କ ଆୟ ବଢୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସମ୍ପତ୍ତି ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି। ଆଜିର ‘ଜେନ୍-ଜି’ ଏବଂ ‘ମିଲେନିଆଲ୍ସ’ ଯୁବପିଢ଼ିଙ୍କ ଜୀବନଶୈଳୀ ସମୃଦ୍ଧ…
ବିଶ୍ୱର ନୂଆ ଧନୀ ଲିଷ୍ଟ ଜାରି: ଜାଣନ୍ତୁ ନମ୍ବର-୧ କିଏ
ଓ୍ବାଶିଂଟନ୍,୧୨।୧୧: ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ଲୁଇସ ଭୁଇଟନ ଏବଂ ଟିଫାନି ଆଣ୍ଡ କୋ ଭଳି କମ୍ପାନୀର ପ୍ରତିନିଧିମାନେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ କେବଳ ସାତ ଜଣ କୋଟିପତି…
ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: ପେନସନ କରିବା ପାଇଁ ନଭେମ୍ବର ୩୦ ସୁଦ୍ଧା କରନ୍ତୁ ଏହି କାମ, ନଚେତ୍…
ନୂଆଦିଲ୍ଲୀ,୧୧।୧୧: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ପେନସନ ନିୟମ ସଂଶୋଧନ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଯଦି ଉଭୟ ପିତାମାତା ୭୫% ବର୍ଦ୍ଧିତ ପେନସନ ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ପ୍ରତିବର୍ଷ ଏକ ଲାଇଫ୍ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ।…
ଏଣିକି Zomato, Swiggyରେ କାମ କରୁଥିବା ଲୋକଙ୍କୁ ମିଳିବ ପେନସନ: ସରକାରଙ୍କ ଏହି ଯୋଜନାରେ କରନ୍ତୁ ପଞ୍ଜିକରଣ, ମିଳିବ ଏସବୁ ସୁବିଧା…
ନୂଆଦିଲ୍ଲୀ,୧୧।୧୧: ପରିବର୍ତ୍ତିତ ଦୁନିଆ ସହିତ, ଲୋକଙ୍କ କାମ କରିବାର ଧାରା ମଧ୍ୟ ପରିବର୍ତ୍ତନ ହେଉଛି। ଆଜିର ଯୁବପିଢ଼ି ସେମାନଙ୍କ କ୍ଷମତା ଅନୁସାରେ ଫ୍ରିଲାନ୍ସ କିମ୍ବା ଗିଗ କାମରେ ନିୟୋଜିତ ହେଉଛନ୍ତି। ଫ୍ରିଲାନ୍ସ କିମ୍ବା ଗିଗ କାମ କୌଣସି ପ୍ରତିବନ୍ଧକ ପ୍ରଦାନ କରେ…
Video: ଦିଲ୍ଲୀ ଲାଲ୍କିଲ୍ଲା ନିକଟ ଭୟଙ୍କର ବିସ୍ଫୋରଣ ପରେ ବ୍ୟାପକ କ୍ଷୟକ୍ଷତି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ମେଟ୍ରୋ ଷ୍ଟେସନ୍ ନିକଟରେ ଏକ କାର୍ରେ ଭୟଙ୍କର ବିସ୍ଫୋରଣ ହେବା ପରେ ବ୍ୟାପକ ନିଆଁ ଲାଗିଯାଇଛି ଏବଂ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହି ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ରାସ୍ତାରେ ଥିବା…
ଭାରତର କମିଲା ବେରୋଜଗାରୀ ହାର: ମହିଳାଙ୍କ ନିଯୁକ୍ତିରେ ବୃଦ୍ଧି
ନୂଆଦିଲ୍ଲୀ,୧୦।୧୧: ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଭାରତର ବେରୋଜଗାରୀ ହାର ପୂର୍ବ ତ୍ରୈମାସିକର ୫.୪%ରୁ ହ୍ରାସ ପାଇ ୫.୨%ରେ ପହଞ୍ଚିଛି। କୃଷି ଋତୁରେ ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି ଏବଂ ମହିଳାମାନଙ୍କ ଅଂଶଗ୍ରହଣରେ ଉନ୍ନତି ଯୋଗୁଁ ଏହି ହ୍ରାସ…
ସୁନା କିଣିବା ବିପଦପୂର୍ଣ୍ଣ! ବଡ ସତର୍କତା ଜାରି କଲା SEBI
ମୁମ୍ବାଇ,୧୦।୧୧: ଅନଲାଇନ୍ ଆପ୍ ଜରିଆରେ ଛୋଟ ପରିମାଣରେ ସୁନା କିଣିବାର ସୁବିଧା ଦେଉଥିବା ‘ଡିଜିଟାଲ୍ ଗୋଲ୍ଡ’ ର ବଢ଼ୁଥିବା ଲୋକପ୍ରିୟତାକୁ ନେଇ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି/SEBI) ନିବେଶକମାନଙ୍କୁ ଦୃଢ଼ ସତର୍କତା ଜାରି କରିଛି। ସେବି ସ୍ପଷ୍ଟ…
ପ୍ରିୟଜନଙ୍କୁ ହରାଇବା ପରେ ସମ୍ପତ୍ତି,EPF,FD,MFରେ ଜମା ଟଙ୍କାକୁ କେମିତି କରିବେ କ୍ଲେମ୍? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…
ନୂଆଦିଲ୍ଲୀ,୯।୧୧: କୌଣସି ପ୍ରିୟଜନଙ୍କୁ ହରାଇବା ପରେ ତାଙ୍କ ଅଭାବ ସବୁଦିନ ରହିଥାଏ। ହେଲେ ଯଦି ଆପଣ ତାଙ୍କର ଉତ୍ତରାଧିକାରୀ ଏବଂ ଆପଣଙ୍କ ନିକଟରେ ସଠିକ ସୂଚନା ରହିଛି ତେବେ ସେ ଉପାର୍ଜନ କରିଥିବା ସମ୍ପତ୍ତି, ଇପିଏଫ୍, ଏଫ୍ଡି, ଏବଂ ନିବେଶ ଉପରେ…

