ବାଣିଜ୍ୟ

୨୦ କୋଟି ନ ଦେଲେ କରିବୁ ହତ୍ୟା: ମୁକେଶ ଅମ୍ବାନୀଙ୍କୁ ଆସିଲା ଏଭଳି ଧମକ

ମୁମ୍ବାଇ,୨୮।୧୦: ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଧମକ ମିଳିଛି। ଅମ୍ବାନୀଙ୍କୁ ତାଙ୍କ ଅଫିସିଆଲ ଇମେଲ ଆଇଡିରେ ଧମକ ଦିଆଯାଇଛି। ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରାଯାଇଛି। ଏହି ମେଲ ୨୭ ଅକ୍ଟୋବରରେ...

ପୁରୀରେ ଖୋଲିଲା ପାତ୍ର ଇଲେକ୍ଟ୍ରୋନିକ୍ସର ୩୧ତମ ଷ୍ଟୋର

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା): ପୁରୀ ଭିଆଇପି ରୋଡ୍‌ରେ ପାତ୍ର ଇଲେକ୍ଟ୍ରୋନିକ୍ସର ୩୧ତମ ଷ୍ଟୋର ଖୋଲାଯାଇଛି। ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ରିଟେଲ ମାର୍କେଟିଂ ହେଡ୍‌ ମନୀଷ ଗୁପ୍ତା, ବିହାର ଓ ଓଡ଼ିଶା ରିଜିଓନାଲ ବିଜ୍‌ନେସ୍‌ ହେଡ୍‌ ଅଶେଷ ନନ୍ଦ, ବ୍ରାଞ୍ଚ ମ୍ୟାନେଜର ସନ୍ଦୀପ ପାତ୍ର ପ୍ରମୁଖ...

ପୂଜାରେ ‘ସ୍ମାର୍ଟ ବଜାର ଚଲିଏ’ କ୍ୟାମ୍ପେନ୍‌

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ପୂଜା ବଜାରରେ କିଣାକିଣିରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅନୁଭୂତି ଦେବା ପାଇଁ ସ୍ମାର୍ଟ ବଜାର ପକ୍ଷରୁ ସ୍ବତନ୍ତ୍ର ଅଫର ଘୋଷଣା ହୋଇଛି। ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସ୍ମାର୍ଟ ବଜାରର ବ୍ରାଣ୍ଡ ଆମ୍ବାସାଡାର ରହିଥିବାବେଳେ ବ୍ରାଣ୍ଡ କ୍ୟାମ୍ପେନ୍‌ ‘ସ୍ମାର୍ଟ...

ହେଲ୍‌ଥଭିଲେର ସିଟି ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା) : ଜୟଦେବବିହାର ଗଙ୍ଗାଧର ମେହେର ମାର୍ଗରେ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ‘ହେଲ୍‌ଥଭିଲେ’ର ସିଟି ସେଣ୍ଟର ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ଏହି ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି। ସୂଚନାଥାଉ କି, ବାରଙ୍ଗସ୍ଥିତ ଭାଲୁଙ୍କା ଅଞ୍ଚଳର...

ୟୁବିଆଇର ମେଗା ସଂଯୋଗୀକରଣ ଅଭିଯାନ

ଭୁବନେଶ୍ୱର,୨୮।୧୦ :ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମେଗା ସଂଯୋଗୀକରଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷକରି ଆସ୍ପିରେଶନାଲ ଜିଲା ଖୋର୍ଦ୍ଧା ପାଇଁ ଏହି ଅଭିଯାନ ୟୁବିଆଇ ପକ୍ଷରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଲାଲ୍‌ଚାନ୍ଦ ଷ୍ଟୋରରେ ଏକାନୀ ବ୍ରାଣ୍ଡ୍‌ର ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ଧନ୍‌ତେରସ ଏବଂ ଦୀପାବଳିକୁ ଦୃଷ୍ଟିରେ ରଖି ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଗ୍ରାହକଙ୍କ ପାଇଁ ନୂଆ ନୂଆ ଯୋଜନା କରାଯାଉଛି। ଏହି କ୍ରମରେ କଟକ କ୍ୟାଣ୍ଟେନମେଣ୍ଟ ରୋଡ୍‌ରେ ଥିବା ଲାଲ୍‌ଚାନ୍ଦ ଷ୍ଟୋରରେ ଲକ୍‌ଜୁରି ଲାଇଫ୍‌ଷ୍ଟାଇଲ୍‌ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି।...

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ୯ ପାଠ୍ୟକ୍ରମକୁ ଏବିଇଟି ମାନ୍ୟତା

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ଶିକ୍ଷା, କ୍ରୀଡ଼ା, ଅନୁସନ୍ଧାନ, ସହ-ପାଠ୍ୟକ୍ରମ ଏବଂ ଅତିରିକ୍ତ ପାଠ୍ୟକ୍ରମ ଆଦିରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ(ସିୟୁ) ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ନିକଟରେ ଏହାର କୁଳପତି ସତ୍‌ନାମ ସିଂ ସାନ୍ଧୁ ଘୋଷଣା କରିଛନ୍ତି, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ସେହି ୯ଟି...

ବଢାଇଲା ଖାଉଟିଙ୍କ ଚିନ୍ତା: ପିଆଜ ହେଲାଣି ୬୫

ଭୁବନେଶ୍ୱର,୨୮ା୧୦(ଅନିଲ ଦାସ): ମାସକ ତଳେ ପିଆଜ କିଲୋ ୨୫ଟଙ୍କା ଥିବାବେଳେ ଏବେ ତାହା ଦୁଇଗୁଣା ହୋଇ ୫୦ଟଙ୍କାରେ ପହଞ୍ଚିଛି। କେତେକ ସ୍ଥାନରେ ବ୍ୟବସାୟୀ ପିଆଜ କିଲୋ ପିଛା ୬୦ରୁ ୬୫ ଟଙ୍କାରେ ବିକ୍ରି କରୁଛନ୍ତି। ମହାରାଷ୍ଟ୍ରର ନାସିକ୍‌ରେ ପିଆଜ ମହଙ୍ଗା...

ଏବେ ଭାରତରେ ଟାଟା ଗ୍ରୁପ ନିର୍ମାଣ କରିବ iPhone, ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ,୨୬/୧୦: ଭାରତରେ ଏଣିକି ଟାଟା ଗ୍ରୁପ ନିର୍ମାଣ କରିବ ଆପଲ୍ ଆଇଫୋନ୍। ଏହି ଘୋଷଣା କରିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଟାଟା ଗ୍ରୁପ୍ ସହିତ ୱିଷ୍ଟ୍ରନ୍ କାରଖାନା ଅଧିଗ୍ରହଣ ପାଇଁ ଚୁକ୍ତି ଅନୁମୋଦନ ମିଳିଛି, ଯାହା...

କେଉଁ ଦେଶରେ ମିଳିଥାଏ ଅଧିକ ଦରମା, ଭାରତ ଠାରୁ ପଛରେ ଋଷିଆ…

ଭଲ ଚାକିରି ସହ ଆପଣ ଦରମାର ପ୍ୟାକେଜ ଦେଖିଥା’ନ୍ତି। ଏପରିକି ଲୋକଙ୍କୁ ଦେଶରେ ଭଲ ପ୍ୟାକେଜର ଦରମା ନ ମିଳିଲେ ସେମାନେ ବିଦେଶରେ ଭଲ ଦରମା ପାଇବା ପାଇଁ ସ୍ବିଚ୍‌ କରନ୍ତି। ଦରମା କଥା ଏଥିପାଇଁ ଏଠାରେ ଉଲ୍ଲେଖ କରୁଛୁ...

ଦେଶରେ ଶସ୍ତା ହେବ ସାବୁନ୍, ଡିଟରଜେଣ୍ଟ, କପଡା କ୍ଲିନର୍, ବଡି ୱାଶ୍ ଭଳି ଦ୍ରବ୍ୟ, ଯୋଜନା ପ୍ରସ୍ତୁତ କରିଛି ଏହି ଅଗ୍ରଣୀ କମ୍ପାନୀ

ନୂଆଦିଲ୍ଲୀ,୨୭/୧୦: ଭାରତରେ ଖୁବଶୀଘ୍ର ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ପ୍ରଡକ୍ଟ ଦାମ୍ ହ୍ରାସ ପାଇବାକୁ ଯାଉଛି। ହିନ୍ଦୁସ୍ତାନ ୟୂନିଲିଭର ପ୍ୟାରେଣ୍ଟ କମ୍ପାନୀ ୟୂନିଲିଭର ଆଗାମୀ ସମୟରେ ବିଭିନ୍ନ ବର୍ଗରେ ପ୍ରଡକ୍ଟ ଗୁଡିକର ଦାମ୍ ହ୍ରାସ କରିବାକୁ କମ୍ପାନୀ...

ମୁଥୁଟ୍‌ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୦ (ଅନୁରାଧା ମହାରଣା):ଉତ୍ତରପ୍ରଦେଶସ୍ଥିତ ଗାଜିଆବାଦରେ ମୁଥୁଟ୍‌ ଗ୍ରୁପ୍‌ ପକ୍ଷରୁ ୩ଟି ସ୍ମାର୍ଟ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ନିକଟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଥୁଟ୍‌ ଗ୍ରୁପର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକଜାଣ୍ଡାର ଜର୍ଜ ଏହାର ଉଦ୍‌ଘାଟନ କରିଥିଲେ । ୩ରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri