ସଙ୍କଟ ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକ
ନୂଆଦିଲ୍ଲୀ,୧୧।୪: ଲକ୍ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇଛି। ଏଭଳି ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମକ ଏବଂ ସାଧାରଣ ଲୋକମାନେ ଏବେ ଅନେକ ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ କ୍ଷୁଧା, ବେକାରି ଏବଂ ଘରୋଇ...
କିପରି ଉଠାଇବେ ଇପିଏଫ୍ ଟଙ୍କା
ନୂଆଦିଲ୍ଲୀ,୧୦।୪: କରୋନା ଜନିତ ଲକ୍ଡାଉନ ବେଳେ ଯଦି ଆପଣ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, ତେବେ ଆପଣଙ୍କର କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍)ରୁ ଟଙ୍କା ଉଠାଇପାରିବେ। ଏଥିପାଇଁ ସରକାର ଗତମାସ ୨୬ ତାରିଖରେ ଘୋଷଣା କରିଥିଲେ। ଏ ନେଇ ଇପିଏଫ୍ ଆକାଉଣ୍ଟରୁ...
ଛିଡା ହୋଇଛି ୩.୫ ଲକ୍ଷ ଟ୍ରକ
ନୂଆଦିଲ୍ଲୀ,୧୦।୪: ଆନ୍ତଃରାଜ୍ୟ ପରିବହନ ସେବାରେ ରହିଥିବା ପ୍ରାୟ ୩.୫ ଲକ୍ଷ ଟ୍ରକ ଏବେ ଲକ୍ଡାଉନ କଟକଣା ଲାଗି ଛିଡା ହୋଇ ରହିଛି। ପ୍ରାୟ ୩୫ ହଜାର କୋଟି ଟଙ୍କାର ସାମଗ୍ରୀ ଟ୍ରକରେ ଲୋଡିଂ ହୋଇ ରହିଥିବା ବେଳେ କଟକଣା ଯୋଗୁ...
ବିକାଶ ହାର ନେଇ ଆର୍ବିଆଇ ଚିନ୍ତିତ
ନୂଆଦିଲ୍ଲୀ,୧୦।୪: କୋଭିଡ-୧୯ ବ୍ୟାପିବା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ଅସମ୍ଭାଳ ହୋଇଛି। ଭାରତକୁ ୨୧ ଦିନିଆ ଲକ୍ଡାଉନ ଘୋଷଣା କରାଯାଇଛି। ସ୍ଥିତି ଏବେ ଅଣାୟତ୍ତ ହୋଇଥିବାରୁ କିଛି ରାଜ୍ୟ ଲକ୍ଡାଉନକୁ ବଢାଇବା ଲାଗି କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି। ଆଉ...
ଆସିପାରେ ଲକ୍ଷେ କୋଟିର ଆଉ ଏକ ପ୍ୟାକେଜ
ନୂଆଦିଲ୍ଲୀ,୧୦।୪: ସରକାର ଆଗାମୀ ଦିନରେ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ନେଇ ସମ୍ଭାବନା ରହିଛି। ଏହି ପ୍ୟାଜେକ ୧ ଲକ୍ଷ କୋଟି ଟଙ୍କାର ହେବା ନେଇ ଅନୁମାନ କରାଯାଇଛି। କରୋନା ଯୋଗୁ ଏବେ ଦେଶର ଶିଳ୍ପ ଜଗତ ସହ କ୍ଷୁଦ୍ର...
ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ବଢିଲା
ନୂଆଦିଲ୍ଲୀ,୧୦।୪: ଗୁରୁବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ସରକାର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବା ନେଇ ନିବେଶକଙ୍କ ମନରେ ଆଶା ଦୃଢୀଭୂତ...
ଇଏମ୍ଆଇ ମୋରାଟୋରିୟମ୍ ଆଳରେ ହୋଇପାରେ ଠକେଇ
ନୂଆଦିଲ୍ଲୀ,୧୦।୪: ଇଏମ୍ଆଇ ମୋରାଟୋରିୟମ ସ୍କିମରେ ବ୍ୟାଙ୍କ ଗ୍ରାହକଙ୍କୁ ଠକେଇ ହେବା ନେଇ ଆଶଙ୍କା କରାଯାଇଛି। ଏଭଳି ସ୍ଥିତିରେ ମୋରାଟୋୟମ ଦ୍ୱାରା ଇଏମ୍ଆଇ ସ୍ଥଗିତ କରିବା ଲାଗି କେହି ଅଜଣା ବ୍ୟକ୍ତି କଲ୍ କରି ଓଟିପି ନମ୍ବର ଗ୍ରାହକଙ୍କୁ ମାଗୁଥିବା ଘଟଣା...
ଫେବୃୟାରୀରେ ଶିଳ୍ପ ଉତ୍ପାଦନ ବୃଦ୍ଧି
ନୂଆଦିଲ୍ଲୀ,୧୦।୪: ଚଳିତ ବର୍ଷ ଫେବୃୟାରୀ ମାସରେ ଦେଶର ଶିଳ୍ପ ଉତ୍ପାଦନ ୪.୫% ବୃଦ୍ଧି ଘଟିଛି। ଖଣି ,ମାନୁଫାକଚରିଂ ଏବଂ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଉନ୍ନତି ଆସିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଥିବା ସରକାର ଗୁରୁବାର ଜାରି କରିଥିବା ଡାଟାରୁ ଏହା...
୧୮% କମିଲା ଇନ୍ଧନ ବ୍ୟବହାର
ନୂଆଦିଲ୍ଲୀ,୧୦।୪: କୋଭିଡ-୧୯ ଲାଗି ସାରା ଦେଶରେ ଇନ୍ଧନ ଚାହିଦା ମାର୍ଚ୍ଚ ମାସରେ ୧୮% ଖସିଛି। ଏହା ଗୋଟିଏ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ ଧରଣର ହ୍ରାସ ବୋଲି କୁହାଯାଇଛି। ଏବେ ଲକ୍ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇଥିବାରୁ ଏଭଳି...
ଜନଧନ ଖାତାରେ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା
ନୂଆଦିଲ୍ଲୀ,୧୦।୪: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖାତା ଖୋଲିଥିବା ମହିଳାଙ୍କୁ କେନ୍ଦ୍ର ସରକାର ଏପ୍ରିଲରେ ବ୍ୟାଙ୍କ ଖାତାରେ ସିଧାସଳଖ ୫୦୦ ଟଙ୍କା ପ୍ରଦାନ କରିଛନ୍ତି। ଆଉ ୨ କିସ୍ତିରେ ଏହି ଆକାଉଣ୍ଟଧାରୀଙ୍କୁ ସରକାର ୧୦୦୦ ଟଙ୍କା ପ୍ରଦାନ କରିବେ। ଯଦି ଟଙ୍କା...
ରିଲିଫ ପାଣ୍ଠିକୁ ଡାଲମିଆ ସିମେଣ୍ଟର ଦାନ
ଭୁବନେଶ୍ୱର,୯ା୪: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ପକ୍ଷରୁ କୋଭିଡ-୧୯ ବିରୋଧୀ ଲଢେଇ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସୁନ୍ଦରଗଡ ଜିଲାର ରାଜଗାଙ୍ଗପୁର ଏବଂ କଟକ ଜିଲାର ବିଶ୍ୱାଳୀଠାରେ ଥିବା ମାନୁଫାକଚରିଂ ୟୁନିଟ...
ନାଲ୍କୋ ପକ୍ଷରୁ ୧୦.୨ କୋଟି ପ୍ରଦାନ
ଭୁବନେଶ୍ୱର,୯ା୪: ରାଷ୍ଟ୍ରାୟତ୍ତ ଆଲୁମିନିୟମ କମ୍ପାନୀ ଲିମିଟେଡ ନାଲ୍କୋ ପକ୍ଷରୁ କୋଭିଡ-୧୯ ଲଢେଇ ଲାଗି ୧୦.୨ କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରାଯାଇଛି। କମ୍ପାନୀ ପକ୍ଷରୁ ପିଏମ୍ କେୟାର୍ସ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। କମ୍ପାନୀର କର୍ମଚାରୀମାନେ ସେମାନଙ୍କ...
Archives


