ବିତ୍ତୀୟ ନିଅଣ୍ଟ ହାସଲ ଏବେ ବଡ଼ ଚ୍ୟାଲେଞ୍ଜ
ମୁମ୍ବାଇ,୨୮।୪: ଚଳିତ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ବଡ଼ ଚ୍ୟାଲେଞ୍ଜ ହେବ। ମନେଟାଇଜେଶନ ନେଇ କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ କୌଣସି ନିଷ୍ପତ୍ତି ନେଇ ନ ଥିବା ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ...
ରିଲାଏନ୍ସ ଦେଉଛି କିରାନା ସାମଗ୍ରୀ ଅର୍ଡର ସୁବିଧା
ନୂଆଦିଲ୍ଲୀ,୨୮।୪: ହ୍ବାଟ୍ସଆପ୍ ମାଧ୍ୟମରେ କିରାନା ସାମଗ୍ରୀ ଅର୍ଡର କରିବା ଲାଗି ରିଲାଏନ୍ସ ପକ୍ଷରୁ ସେବା ଭାରତରେ ଆରମ୍ଭ ହୋଇଛି। ଏହାକୁ ପ୍ରାଥମିକ ପର୍ଯ୍ୟାୟରେ ମୁମ୍ବାଇରେ ଶୁଭାରମ୍ଭ କରାଯାଇଛି। ପରୀକ୍ଷଣ ଭିତ୍ତିରେ ଏହି ସେବା ଶୁଭାରମ୍ଭ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା...
ନିବେଶକଙ୍କ ଅର୍ଥ ଫେରାଇବ ଫ୍ରାଙ୍କ୍ଲିନ ଟେମ୍ପଲଟନ
ନୂଆଦିଲ୍ଲୀ,୨୮।୪: ବଣ୍ଡ ବଜାରରେ ନଗଦ ସମସ୍ୟା ଯୋଗୁ ଫ୍ରାଙ୍କ୍ଲିନି ଟେମ୍ପଲଟନ ଏହାର ୬ ସ୍କିମ୍କୁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି। ଏହି ସ୍କିମ୍ଗୁଡିକରେ ଲାଗିଥିବା ନିବେଶ ଅର୍ଥ ଫେରିବ କି ନାହିଁ ତାକୁ ନେଇ ନିବେଶକ ଚିନ୍ତାରେ ରହିଥିବା...
ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ଲାଗି ୫୦ ହଜାର କୋଟି
ନୂଆଦିଲ୍ଲୀ,୨୮।୪: କୋଭିଡ୍-୧୯ ଯୋଗୁ ଦେଶର ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ଏବେ କ୍ଷତିଗ୍ରସ୍ତ ହୋଇଛି। ଉକ୍ତ ଶିଳ୍ପର ସମସ୍ୟା ସମାଧାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସୋମବାର ୫୦ ହଜାର କୋଟି ଟଙ୍କାର ସ୍ପେଶାଲ ଲିକ୍ୟୁଡିଟି ଫାସିଲିଟି(ଏସ୍ଏଲ୍ଏଫ୍-ଏମ୍ଏଫ୍)...
ମ୍ୟୁଚୁଆଲ ଫଣ୍ଡ୍ରେ ସୁଧାର ଉଦ୍ୟମ: ଆର୍ବିଆଇ ପକ୍ଷରୁ ୫୦ ହଜାର କୋଟିର ସ୍ବତନ୍ତ୍ର ନଗଦ ଘୋଷଣା
ନୂଆଦିଲ୍ଲୀ,୨୭।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ପକ୍ଷରୁ ୫୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନଗଦ ଘୋଷଣା କରାଯାଇଛି। ଏହାଦ୍ୱାରା ମ୍ୟୁଚୁଆଲ୍ ଫଣ୍ଡ୍...
ଅତି ଧନୀଙ୍କ ଟିକସ ବୃଦ୍ଧି ପାଇଁ ସୁପାରିସ
ନୂଆଦିଲ୍ଲୀ,୨୭।୪: କୋଭିଡ୍-୧୯ ବିରୋଧରେ ଲଢ଼େଇ ଲାଗି ସରକାର ସୁପର ରିଚ୍ ବା ଅତି ଧନୀଙ୍କ ଉପରେ ଟିକସ ବଢାଇପାରନ୍ତି। ସେହିଭଳି ବିଦେଶୀ କମ୍ପାନୀଗୁଡିକ ଉପରେ ଲାଗୁ ହେଉଥିବା ଟିକସ ମଧ୍ୟ ବଢିବା ନେଇ ଆଲୋଚନା ହେଉଛି। ଏହି ବର୍ଗଗୁଡିକରେ ଟିକସ...
ଶୀଘ୍ର ଟ୍ରାକ୍କୁ ଫେରିପାରିବେନି ଏମ୍ଏସ୍ଏମ୍ଇ
ନୂଆଦିଲ୍ଲୀ,୨୭।୪: କୋଭିଡ୍-୧୯ ଦେଶର ଅଣୁ କ୍ଷୁଦ୍ର ମଧ୍ୟମ (ଏମ୍ଏସ୍ଏମ୍ଇ)ର ସମସ୍ୟା ବଢାଇଦେଇଛି। ମାନ୍ଦାବସ୍ଥା ସହ ଜୁଝୁଥିବା ଏହି ଶିଳ୍ପଗୁଡିକର କାରବାର ଲକ୍ଡାଉନ ପାଇଁ ପୁଣି ଥରେ କ୍ଷତିଗ୍ରସ୍ତ ହୋଇଛି। ସଂସ୍ଥାଗୁଡିକ ସଳଖି ଛିଡାହେବା ଲାଗି ପ୍ରୟାସ କରୁଥିବା ବେଳେ କୋଭିଡ୍...
ତୈଳ ଶିଳ୍ପର ସଙ୍କଟ ବଢୁଛି
ନୂଆଦିଲ୍ଲୀ,୨୭।୪: ଅଶୋଧିତ ତେଲ ଦର ଏବେ ନକାରାତ୍ମକ ସ୍ତରରେ ରହିଛି। ଚାଦିଦା କମିଥିବାରୁ ଏବେ କେହି ତେଲ ନେଉନାହାନ୍ତି। ଫଳରେ ଜାହାଜଗୁଡିକରେ ତେଲ ଭର୍ତ୍ତି ହୋଇ ରହିଛି। ତେଲ ରଖିବାକୁ ଏବେ ଜାଗା ନ ଥିବା ବେଳେ ଉତ୍ପାଦନ ଜାରି...
ଠପ୍ ରହିଲା ସୁନା ଗହଣା ବିକ୍ରି
ନୂଆଦିଲ୍ଲୀ,୨୭।୪: ଚଳିତ ବର୍ଷ ଅକ୍ଷୟ ତୃତୀୟା ସୁନାଗହଣା କରାବାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛି। କରୋନା ପାଇଁ ସାରା ଦେଶରେ ଘୋଷଣା ହୋଇଥିବା ଲକ୍ଡାଉନ ଯୋଗୁ ଷ୍ଟୋର ବନ୍ଦ ରହିଥିବା ବେଳେ ଲୋକମାନେ ଘରେ ରହିବା ଫଳରେ ସୁନା କାରବାରରେ ଏଭଳି...
ଭାରତ ମସଲା ପକ୍ଷରୁ ରିଲିଫ ବଣ୍ଟନ
କଟକ,୨୭।୪: କୋଭିଡ୍ ଲକ୍ଡାଉନ ସମୟରେ ଭାରତ ମସଲା ପକ୍ଷରୁ କଟକଠାରେ ରିଲିଫ ବଣ୍ଟନ କରାଯାଇଛି। କମ୍ପାନୀ ପକ୍ଷରୁ ଧବେଳଶ୍ୱରଗଡାଠାରେ ଥିବା ବସ୍ତିରେ ପ୍ରାୟ ୧୦୦ ପରିବାରକୁ ଖାଦ୍ୟ ସାମଗ୍ରୀ କିଟ୍ ଯୋଗାଇ ଦିଆଯାଇଛି। ଭାରତ ମସଲା ଏମ୍ଡି ସୁଶାନ୍ତ କୁମାର...
ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ହରାଇବେ ୪ କୋଟି
ମୁମ୍ବାଇ,୨୬।୪: ସରକାର ନିକଟରେ ଲକ୍ଡାଉନକୁ ଆଂଶିକ ଭାବେ ହଟାଇଛନ୍ତି। ଦେଶର ପ୍ରାୟ ୬୦% କମ୍ପାନୀ ଏବେ କାରବାର ଆରମ୍ଭ କରିବା ନେଇ ସ୍ଥିତି ସୁଧୁରିଛି ବୋଲି ନୋମୁରା ହୋଲ୍ଡିଂ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ,...
ଗଭୀର କ୍ଷତିଗ୍ରସ୍ତ ହୋଇପାରେ ଆଇଟି ଶିଳ୍ପ ରାଜସ୍ବ
ମୁମ୍ବାଇ,୨୬।୪: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତି ଯୋଗୁ ଦେଶର ଆଇଟି ଶିଳ୍ପ ରାଜସ୍ବ ୧୦ ବର୍ଷର ସର୍ବନିମ୍ନ ସ୍ତରକୁ ଚାଲିଯିବା ଆଶଙ୍କା ଉପୁଜିଛି। କମ୍ପାନୀଗୁଡିକର ମାର୍ଜିନ କମିବା ସହ ରାଜସ୍ବ ଅଭିବୃଦ୍ଧି ପ୍ରାୟ ୨% ରହିବ ବୋଲି ଏକ ରିପୋର୍ଟରେ କୁହାଯାଇଛି।...
Archives


