ପିଜିଆଇ ଇଣ୍ଡିଆର ‘ମେନ୍‌ ଅଫ୍‌ ପ୍ଲାଟିନମ’ କଲେକ୍ସନ

ଭୁବନେଶ୍ୱର,୨୮।୧୧: ପ୍ଲାଟିନମ୍‌ ଗିଲ୍ଡ ଇଣ୍ଡିଆ (ପିଜିଆଇ) ପକ୍ଷରୁ ପୁରୁଷମାନଙ୍କ ପାଇଁ ଏହାର ନୂଆ କଲେକ୍ସନ‘ ମେନ ଅଫ୍‌ ପ୍ଲାଟିନମ୍‌’ ରେଞ୍ଜ ବଜାରକୁ ଆସିଛି। ଏହି ନୂତନ କଲେକ୍ସନରେ ଥିବା ପ୍ରତ୍ୟେକ ସୂକ୍ଷ୍ମ ପିସ୍‌ଗୁଡିକୁ ଅତି ଯତ୍ନର ସହ ଡିଜାଇନ କରାଯାଇଛି। ଷ୍ଟାଇଲର ଏକ ଭାବନାକୁ ପାଳନ କରିବା ପାଇଁ କମ୍ପାନୀ ଏଭଳି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଥିବା କହିଛି। ଏହା ବିରଳ ଓ କ୍ଲାସି ଭଳି ଅନୁଭବ ପ୍ରଦାନ କରିବାରେ ସହାୟକ ହେବ। ପ୍ରତ୍ୟେକ ଷ୍ଟେଟମେଣ୍ଟ ପିସ୍‌ ଗୋଟିଏ ଗୋଟିଏ ସ୍ବତନ୍ତ୍ର ଭାବାନାକୁ ପ୍ରତିଫଳିତ କରୁଛି। ଏହି ନୂଆ ମେନ୍‌ ଅଫ ପ୍ଲାଟିନମ କଲେକ୍ସନରେ ପୁରୁଷମାନଙ୍କ ପାଇଁ ଏକ ବିସ୍ତୁତ ବର୍ଗର କଲେକ୍ସନ ଯେପରିକି ପ୍ଲାଟିନମ ଚେନ୍‌, ପେନଡାଣ୍ଟ ଓ ରିଷ୍ଟ ଓ୍ବେୟାର ଆଦି ସାମିଲ ରହିଛି। ଏକ ନୂତନ ରୂପରେଖ ଦ୍ୱାରା ଅନୁପ୍ରାଣିତ ଓ ଏକ ମ୍ୟାଟେ ସିନ ଦ୍ୱାରା ଫିନିସ ହୋଇଥିବା ଏହି ରେଞ୍ଜ ହେଉଛି ବୋଲ୍ଡ ଓ ଡାଇନାମିକ। ଏହି ଧାତୁ ସୁନା ତୁଳନାରେ ୩୦ ଗୁଣ ଅଧିକ ବିରଳ ଏବଂ ଯୁବ ଭାରତୀୟମାନଙ୍କ ପାଇଁ ଦ୍ରୁତ ବେଗରେ ଏକ ପସନ୍ଦର ମେଟାଲରେ ପରିଣତ ହେଉଛି। ମେନ ଅଫ ପ୍ଲାଟିନମ ରେଞ୍ଜରେ ପୁରୁଷମାନଙ୍କ ପାଇଁ ଥିବା ସମସ୍ତ ଡିଜାଇନର ଗହଣାଗୁଡିକ ବର୍ତ୍ତମାନ ଦେଶବ୍ୟାପୀ ଅଗ୍ରଣୀ ଜୁଏଲେରୀ ରିଟେଲ ଷ୍ଟୋର ଗୁଡିକରେ ଉପଲବ୍ଧ ହେଉଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଅର୍ଥନୀତି ଅସ୍ଥିରତା ଆଡ଼କୁ ଗତି କରୁଛି: ଶକ୍ତିକାନ୍ତ

ନୂଆଦିଲ୍ଲୀ,୨୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ବିଶ୍ୱ ଅର୍ଥନୀତିକୁ ନେଇ ନିଜର ମତପୋଷଣ କରିଛନ୍ତି। ଭି.ଶ୍ରୀନିବାସଙ୍କ ଦ୍ୱାରା ଲିଖିତ ‘ଇଣ୍ଡିଆଜ ରିଲେଶନ୍ସ ଓ୍ବିଥ୍‌...

ମୋରାଟୋରିୟମ ସୁବିଧା ଦେଲା ବଜାଜ ଫାଇନାନ୍ସ

ଭୁବନେଶ୍ୱର,୨୪।୪: ବଜାଜ ଫାଇନାନ୍ସ ପକ୍ଷରୁ ଏହାର ଗ୍ରାହକଙ୍କ ଲାଗି କୋଭିଡ୍‌-୧୯ ମୋରାଟୋରିୟମ ସୁବିଧା ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ଭଲ ଟ୍ରାକ୍‌ ରେକର୍ଡ ଥିବା ଗ୍ରାହକଙ୍କୁ...

ସର୍ବାଧିକ ବିଲିୟନେୟାର: ଭାରତ ବିଶ୍ୱରେ ୩ୟ

ନୂଆଦିଲ୍ଲୀ: ସବୁଠାରୁ ବେଶି ଅତିଧନୀ ବସବାସ କରୁଥିବା ଦେଶଗୁଡିକୁ ନେଇ ଫୋର୍ବସ ପକ୍ଷରୁ ବୁଧବାର ଏକ ତାଲିକା ପ୍ରକାଶ ପାଇଛି। ବିଲିୟନେୟାରଙ୍କ କଥା ବିଚାରକୁ ନେଲେ...

ଚାଇନା ଛାଡୁଥିବା କମ୍ପାନୀଙ୍କୁ ଭାରତ ଆଣିବାକୁ ଯୋଜନା

ନୂଆଦିଲ୍ଲୀ,୨୧-୧୦: ନିବେଶ ଲାଗି ଚାଇନାରେ ବିଭିନ୍ନ ସମସ୍ୟା ସାମ୍ନା କରୁ୍‌ଥିବା କିମ୍ବା ଚାଇନା ଛାଡୁଥିବା କମ୍ପାନୀଙ୍କୁ ଭାରତ ଆଣିବା ଲାଗି ଯୋଜନା କରାଯାଉଛି। ସେହି କମ୍ପାନୀଗୁଡିକ...

ବ୍ୟାଙ୍କଗୁଡିକ ପାଇଁ ଆଉଟଲୁକ୍‌ ନେଗେଟିଭ କଲା ମୁଡିସ୍‌

ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ଗୁରୁବାର ଭାରତୀୟ ବ୍ୟାଙ୍କଗୁଡିକ ଲାଗି ଆଉଟଲୁକ୍‌କୁ ନେଗେଟିଭ୍‌ କରିଛି। ଏହା ପୂର୍ବରୁ ଆଉଟଲୁକ୍‌ ଷ୍ଟେବଲ ବୋଲି ମୁଡିସ କହିଥିଲା। ବ୍ୟାଙ୍କଗୁଡିକର ଆସେଟ...

ସେବା କ୍ଷେତ୍ର ପରଫରମାନ୍ସ ହ୍ରାସ

ମାର୍ଚ୍ଚରେ ସର୍ଭିସ ସେକ୍ଟର ଗତିବିଧି ୮ ପଏଣ୍ଟ ହ୍ରାସ ଘଟିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆର ସର୍ଭିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ (ସିର୍ଭିସେସ ପିଏମ୍‌ଆଇ) ମାର୍ଚ୍ଚରେ ୪୯.୩%...

ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଆର୍‌ବିଆଇ ଗଭର୍ନର

ନୂଆଦିଲ୍ଲୀ,୩। ୫: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କ ସିଇଓଙ୍କୁ ଶନିବାର ଭେଟିଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ...

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। ହୋଣ୍ଡା ଆମେଜ୍‌ ଫ୍ୟାମିଲି ସେଡାନ୍‌ ବର୍ଗରେ...

Advertisement
Archives

Model This Week